ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.45.0-wmf.6
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ପୃଷ୍ଠା:Biswash.pdf/୫୭
250
12179
58956
58932
2025-06-18T16:57:33Z
Ssgapu22
248
58956
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>{{gap}}ଧଡ଼ପଡ଼ ହୋଇ ଉଠିପଡ଼ିଲେ ତାପସ । କହିଲେ, “ଆରେ ସେହି କଥା ମୋତେ ଆଗରୁ କହୁନ । ମୁଁ ତ ଭାବୁଛି... ଛାଡ଼ । ବିବାହ ବାର୍ଷିକ ମାନେ ମନ୍ଦିର କାହିଁକି? ଚାଲ ହୋଟେଲ୍ ଯିବା । ୧୦ଜଣ ସାଙ୍ଗକୁ ଡାକିବା । ସେଠି କେକ୍ କାଟିବା ଆଉ ସେଲିବ୍ରେସନ କରିବା । ବହୁତ ମସ୍ତିହେବ ନା । ମୁଁ ଏବେ ସମସ୍ତଙ୍କୁ ଫୋନ୍ କରୁଛି ।”
{{gap}}“ସେସବୁ କିଛି ଦରକାର ନାହିଁ । ଘରେ ବାପାମାଆ ଆଉ ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ମିଳିଲେ ଯଥେଷ୍ଟ । ଏମିତିରେ ଏହି ବିବାହ ବାର୍ଷିକ ଭାରତୀୟ ପରମ୍ପରା ନୁହେଁ । ସମାଜ ସହ ଚାଲିବାକୁ ହେଲେ ଏବେ ଏସବୁ କରିବାକୁ ପଡ଼ୁଛି । କିନ୍ତୁ ଦରକାରଠାରୁ ଅଧିକା ନୁହେଁ । ଆମ ଦିନ୍ଦୁ ଧର୍ମରେ ଆମେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପର୍ଯ୍ୟନ୍ତ ଏକ ହୋଇଛୁ । ପୁଣି ବିବାହ ବାର୍ଷିକ କ’ଣ?”
{{gap}}“ତୁମରି ଢୋଲ ତୁମେ ବଜାଇବ । ମୁଁ ତ ନିମିତ୍ତ ମାତ୍ର ! ଫେସବୁକ୍, ହ୍ଵାଟ୍ସ୍ଆପ୍ ଆଦିରେ ପୋଷ୍ଟ କଲେ କିଳା; ସାଙ୍ଗମାନେ ର୍ପାଟି ମାଗିବେ । ମନ୍ଦିର ନଗଲେ ଲିଳା; ମଣିଷ ଟିକେ ଖୁସିହୋଇ ପାରିବନି ।” ଏମିତି ଗୁଣୁଗୁଣେଇ ଗାଧେଇବାକୁ ଚାଲିଗଲା ।
{{gap}}ଜୀବନରେ ଏମିତି ଛୋଟ ବଡ଼ ଘଟଣା ଘଟେ ନା ଭାରତୀୟ ସଂସ୍କୃତିକୁ ଛାଡ଼ି ହୁଏ ନା ପାଶ୍ଚାତ୍ୟ ସଭ୍ୟତାକୁ... ଏସବୁ ଭିତରେ ନା ଛାଡ଼ିହେବ ନିଜର ଖୁସି ! ଆଜି ଏ କଥା ସ୍ୱପ୍ନା ଓ ତାପସ ବୁଝିଛନ୍ତି ଆଉ ଆପଣଙ୍କୁ ବି ବୁଝିବାକୁ ପଡ଼ିବ ।
'''* * *'''<noinclude></noinclude>
runqyp9l1tv3mza0wfvfdaygzvjrox5
58957
58956
2025-06-18T16:57:43Z
Ssgapu22
248
/* ପ୍ରମାଣିତ କରିବେ */
58957
proofread-page
text/x-wiki
<noinclude><pagequality level="3" user="Ssgapu22" /></noinclude>{{gap}}ଧଡ଼ପଡ଼ ହୋଇ ଉଠିପଡ଼ିଲେ ତାପସ । କହିଲେ, “ଆରେ ସେହି କଥା ମୋତେ ଆଗରୁ କହୁନ । ମୁଁ ତ ଭାବୁଛି... ଛାଡ଼ । ବିବାହ ବାର୍ଷିକ ମାନେ ମନ୍ଦିର କାହିଁକି? ଚାଲ ହୋଟେଲ୍ ଯିବା । ୧୦ଜଣ ସାଙ୍ଗକୁ ଡାକିବା । ସେଠି କେକ୍ କାଟିବା ଆଉ ସେଲିବ୍ରେସନ କରିବା । ବହୁତ ମସ୍ତିହେବ ନା । ମୁଁ ଏବେ ସମସ୍ତଙ୍କୁ ଫୋନ୍ କରୁଛି ।”
{{gap}}“ସେସବୁ କିଛି ଦରକାର ନାହିଁ । ଘରେ ବାପାମାଆ ଆଉ ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ମିଳିଲେ ଯଥେଷ୍ଟ । ଏମିତିରେ ଏହି ବିବାହ ବାର୍ଷିକ ଭାରତୀୟ ପରମ୍ପରା ନୁହେଁ । ସମାଜ ସହ ଚାଲିବାକୁ ହେଲେ ଏବେ ଏସବୁ କରିବାକୁ ପଡ଼ୁଛି । କିନ୍ତୁ ଦରକାରଠାରୁ ଅଧିକା ନୁହେଁ । ଆମ ଦିନ୍ଦୁ ଧର୍ମରେ ଆମେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପର୍ଯ୍ୟନ୍ତ ଏକ ହୋଇଛୁ । ପୁଣି ବିବାହ ବାର୍ଷିକ କ’ଣ?”
{{gap}}“ତୁମରି ଢୋଲ ତୁମେ ବଜାଇବ । ମୁଁ ତ ନିମିତ୍ତ ମାତ୍ର ! ଫେସବୁକ୍, ହ୍ଵାଟ୍ସ୍ଆପ୍ ଆଦିରେ ପୋଷ୍ଟ କଲେ କିଳା; ସାଙ୍ଗମାନେ ର୍ପାଟି ମାଗିବେ । ମନ୍ଦିର ନଗଲେ ଲିଳା; ମଣିଷ ଟିକେ ଖୁସିହୋଇ ପାରିବନି ।” ଏମିତି ଗୁଣୁଗୁଣେଇ ଗାଧେଇବାକୁ ଚାଲିଗଲା ।
{{gap}}ଜୀବନରେ ଏମିତି ଛୋଟ ବଡ଼ ଘଟଣା ଘଟେ ନା ଭାରତୀୟ ସଂସ୍କୃତିକୁ ଛାଡ଼ି ହୁଏ ନା ପାଶ୍ଚାତ୍ୟ ସଭ୍ୟତାକୁ... ଏସବୁ ଭିତରେ ନା ଛାଡ଼ିହେବ ନିଜର ଖୁସି ! ଆଜି ଏ କଥା ସ୍ୱପ୍ନା ଓ ତାପସ ବୁଝିଛନ୍ତି ଆଉ ଆପଣଙ୍କୁ ବି ବୁଝିବାକୁ ପଡ଼ିବ ।
'''* * *'''<noinclude></noinclude>
kyn02aqtonhija2znx120lcte9wxtwo
ସୂଚୀ:Sarala (Tribhasi) Bhasha Sikshyana Pustika (Santali).pdf
252
12218
58958
2025-06-19T10:00:18Z
Rocky 734
1570
ଓଡ଼ିଆ ଉଇକିସୋର୍ସରେ ଏକ ପୁସ୍ତକ ଯୋଡିଛି।
58958
proofread-index
text/x-wiki
{{:MediaWiki:Proofreadpage_index_template
|Type=book
|Title=ସରଳ (ତ୍ରିଭାଷୀ) ଭାଷା ଶିକ୍ଷଣ ପୁସ୍ତିକା (ସାନ୍ତାଳୀ)
|Language=or
|Volume=
|Author=Sri Mangat Murmu, Sri Raghunath Hembram, Sri Saluram Hembram
|Translator=
|Editor=Special Development Council, Mayurbhanj, Planning & Convergence Department, Government of Odisha
|Illustrator=
|School=
|Publisher=November, 2018
|Address=
|Year=
|Key=
|ISBN=
|OCLC=
|LCCN=
|BNF_ARK=
|ARC=
|Source=pdf
|Image=1
|Progress=X
|Pages=<pagelist
1=cover
6=ToC
102=cover

|Volumes=
|Remarks=
|Width=
|Css=
|Header=
|Footer=

[[ଶ୍ରେଣୀ:ଭାଷା ଶିକ୍ଷଣ ପୁସ୍ତିକା]]
dtfwa1szofbqjhyws9at78xzfl5bu4f
ପୃଷ୍ଠା:Sarala (Tribhasi) Bhasha Sikshyana Pustika (Santali).pdf/୧
250
12219
58959
2025-06-19T10:06:23Z
Rocky 734
1570
Transcribed
58959
proofread-page
text/x-wiki
<noinclude><pagequality level="1" user="Rocky 734" /></noinclude>ସରଳ (ତ୍ରିଭାଷୀ)

ଭାଷା ଶିକ୍ଷଣ ପେଟିକା

ସାନ୍ତାଳୀ

ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ମୟୂରଭଞ୍ଜ

ଯୋଜନା ଓ ସଂଯୋଜନ ବିଭାଗ

ଓଡ଼ିଶା ସରକାର<noinclude></noinclude>
e6490qytx88btsw9976ntpqpg73xzev
ପୃଷ୍ଠା:Sarala (Tribhasi) Bhasha Sikshyana Pustika (Santali).pdf/୨
250
12220
58960
2025-06-19T10:11:00Z
Rocky 734
1570
Transcribed
58960
proofread-page
text/x-wiki
<noinclude><pagequality level="1" user="Rocky 734" /></noinclude>ସରଳ (ତ୍ରିଭାଷୀ)

ଭାଷା ଶିକ୍ଷଣ ପେଟିକା

ସାନ୍ତାଳୀ

ସଂକଳନ

ଶ୍ରୀ ମଙ୍ଗତ ମୁର୍ମୁ

ଶ୍ରୀ ରଘୁନାଥ ହେମ୍ବ୍ରମ

ଶ୍ରୀ ସାଲୁରାମ ହେମ୍ବ୍ରମ

ସ୍ବତନ୍ତ୍ର ଉନ୍ନୟନ ପରିଷଦ, ମୟୂରଭଞ୍ଜ

ଯୋଜନା ଓ ସଂଯୋଜନ ବିଭାଗ

ଓଡ଼ିଶା ସରକାର<noinclude></noinclude>
9yvr3schjcg900vb5wlxrcbf0z1igf5