ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.45.0-wmf.6 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ଅର୍ଘ୍ୟଥାଳୀ/ପ୍ରେତର ଅନୁତାପ 0 11792 58965 56721 2025-06-21T07:08:20Z ବାଦଲ ପ୍ରଧାନ 2871 58965 wikitext text/x-wiki {{header | title = ଅର୍ଘ୍ୟଥାଳୀ <br/> | author = ଗଙ୍ଗାଧର ମେହେର | translator = | section = ପ୍ରେତର ଅନୁତାପ | previous = | next = | year = | notes = }} {{c| {{larger|''' ପ୍ରେତର ଅନୁତାପ '''}}<br/> '''ଲେଖକ/କବି: ଗଙ୍ଗାଧର ମେହେର''' <poem> ପ୍ରେତ ବୋଲେ ମୋର<span style="margin-left:3em"> ନାମେ ମୋ’ ପଲ୍ୟଙ୍କ ନେଲେ କୁଳପୁରୋହିତ, ମୋ’ ନାମରେ ଧନ<span style="margin-left:3em"> ନେଇ ଖାଇ ତହିଁ ନିଶ୍ଚିନ୍ତ ହେଲେ ନିଦ୍ରିତ । ମୋ’ ପାଠ୍ୟ ପୁସ୍ତକ<span style="margin-left:3em"> ନେଇ ନ ପଢ଼ିଲେ ପ୍ରକଟ ନ କଲେ ନାମ, ମୋହ ନାମେ ଦୀନେ<span style="margin-left:3em"> ଦାନ କଲେ ନାହିଁ ନେଇ ମୋର ଭୂମି ଗ୍ରାମ । ବଢ଼ିଲା ତାଙ୍କର<span style="margin-left:3em"> ପରିବାର ମୋର ଦ୍ରବ୍ୟେ ଲଗାଇଲେ ବାଦ, ମୋ’ ପୁତ୍ରକୁ ପୁଣି<span style="margin-left:3em"> ଭଣ୍ଡିଲେ ସତତ ଦେଇ ପଣ୍ଡ ଆଶୀର୍ବାଦ । ମାନସେ ତାହାଙ୍କ<span style="margin-left:3em"> ରହିଲା ମୋ’ ପୁତ୍ର ପଲ୍ୟଙ୍କ ଧନରେ ଲୋଭ, ଶୀଘ୍ର ହସ୍ତଗତ<span style="margin-left:3em"> ହେଉ ନାହିଁ ବୋଲି କରୁଛନ୍ତି କେତେ କ୍ଷୋଭ । ମୋର ପିତା ମୁହିଁ<span style="margin-left:3em"> ସେହିପରି ଦେଇ ପଡ଼ିଲୁ ନିଜେ ସେ ପାଶେ, ସେ ଆଦରଶ<span style="margin-left:3em"> ଥୋଇଆସିଲି ହା ମୋହରି ପୁତ୍ର ସକାଶେ । ମୋହ ଧନ ଖାଇ<span style="margin-left:3em"> ପୁରୋହିତ ଯେତେ କରୁଛନ୍ତି ଅପକର୍ମ’ ସେହି କର୍ମଦୋଷ-<span style="margin-left:3em"> ଭାଗୀ କରି ମୋତେ ଦଣ୍ଡୁଅଛି ଏଣେ ଯମ ••• </poem> }} fus7rwtp3ynl4etj8t3wwp7mrhdypet 58966 58965 2025-06-21T07:08:42Z ବାଦଲ ପ୍ରଧାନ 2871 58966 wikitext text/x-wiki {{header | title = ଅର୍ଘ୍ୟଥାଳୀ <br/> | author = ଗଙ୍ଗାଧର ମେହେର | translator = | section = ପ୍ରେତର ଅନୁତାପ | previous = | next = | year = | notes = }} {{c| {{larger|''' ପ୍ରେତର ଅନୁତାପ '''}}<br/> '''ଲେଖକ/କବି: ଗଙ୍ଗାଧର ମେହେର''' <poem> ପ୍ରେତ ବୋଲେ ମୋର<span style="margin-left:3em"> ନାମେ ମୋ’ ପଲ୍ୟଙ୍କ ନେଲେ କୁଳପୁରୋହିତ, ମୋ’ ନାମରେ ଧନ<span style="margin-left:3em"> ନେଇ ଖାଇ ତହିଁ ନିଶ୍ଚିନ୍ତ ହେଲେ ନିଦ୍ରିତ । ମୋ’ ପାଠ୍ୟ ପୁସ୍ତକ<span style="margin-left:3em"> ନେଇ ନ ପଢ଼ିଲେ ପ୍ରକଟ ନ କଲେ ନାମ, ମୋହ ନାମେ ଦୀନେ<span style="margin-left:3em"> ଦାନ କଲେ ନାହିଁ ନେଇ ମୋର ଭୂମି ଗ୍ରାମ । ବଢ଼ିଲା ତାଙ୍କର<span style="margin-left:3em"> ପରିବାର ମୋର ଦ୍ରବ୍ୟେ ଲଗାଇଲେ ବାଦ, ମୋ’ ପୁତ୍ରକୁ ପୁଣି<span style="margin-left:3em"> ଭଣ୍ଡିଲେ ସତତ ଦେଇ ପଣ୍ଡ ଆଶୀର୍ବାଦ । ମାନସେ ତାହାଙ୍କ<span style="margin-left:3em"> ରହିଲା ମୋ’ ପୁତ୍ର ପଲ୍ୟଙ୍କ ଧନରେ ଲୋଭ, ଶୀଘ୍ର ହସ୍ତଗତ<span style="margin-left:3em"> ହେଉ ନାହିଁ ବୋଲି କରୁଛନ୍ତି କେତେ କ୍ଷୋଭ । ମୋର ପିତା ମୁହିଁ<span style="margin-left:3em"> ସେହିପରି ଦେଇ ପଡ଼ିଲୁ ନିଜେ ସେ ପାଶେ, ସେ ଆଦରଶ<span style="margin-left:3em"> ଥୋଇଆସିଲି ହା ମୋହରି ପୁତ୍ର ସକାଶେ । ମୋହ ଧନ ଖାଇ<span style="margin-left:3em"> ପୁରୋହିତ ଯେତେ କରୁଛନ୍ତି ଅପକର୍ମ’ ସେହି କର୍ମଦୋଷ-<span style="margin-left:3em"> ଭାଗୀ କରି ମୋତେ ଦଣ୍ଡୁଅଛି ଏଣେ ଯମ । ••• </poem> }} 2d4yn92l1mu70ikgajsh5ujisn9h7iq ପୃଷ୍ଠା:Biswash.pdf/୫୯ 250 12181 58963 58934 2025-06-20T17:01:38Z Ssgapu22 248 58963 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଛାତିଏ କୋହକୁ ଚାପିରଖି ଏତେ ଖୁସି ହୋଇଗଲା ଯେ ଆନନ୍ଦର ଅଶ୍ରୁ ବହିବାରେ ଲାଗିଲା । ତଥାପି ସେ ନୀରବ । {{gap}}ମାଲିକର ଘରୁ ବାହାରିଲା ମା’ ମିଳିଗଲା ଆଉ ମାଆ କୋଳ ଛାଡ଼ିଲା ତ ଏମାନେ । ଖୁବ୍ ଖୁସି ଲାଗୁଥିଲା, ଦେହର କଷ୍ଟକୁ ଭୁଲି ଉଠିବାରେ ଲାଗିଲା । ସେହି ମଣିଷମାନଙ୍କ ଦେହରେ ଦେହ ଘଷି ଖୁସି ହେଉଥିଲା । ଜଣ ଜଣ କରି ସମସ୍ତେ କୋଳକୁ ନେଲେ । କ୍ଷତାକ୍ତ ଶରୀରର ଆଦର କଲେ । ତାକୁ ଗଛରେ ବାନ୍ଧି ଦେଇ ଛନଛନିଆ ଘାସ ଆଣି ଖାଇବାକୁ ଦେଇ ଜଣକ ପରେ ଜଣେ ଘରକୁ ଗଲେ । କିଛି ବୁଝି ହେଉନଥାଏ । ଛେଳି ଛୁଆଟିର ଆଶା ସାର୍ଥକ ହେଲାପରି ଲାଗିଲା । ତଥାପି ନୀରବତା । {{gap}}କିଛି ସମୟର ବ୍ୟବଧାନ ପରେ ତା’ ମାଲିକ ଆସିଲେ । ଆଉ ତା’ ପଛକୁ ପଛ ରଶି, କଟୁରୀ, ହାଣ୍ଡି, କଢ଼ା, ବାଲ୍ଟି ଆଦି ଧୀରେ ଧୀରେ ଆସିବାରେ ଲାଗିଲା । ଏତେବେଳେ ବୁଝିପାରୁଥିଲା ଏତେ ସ୍ନେହ ଭଲପାଇବାର ମାନେ । ସେ ତ ଛେଳିଟିଏ, ଆବଶ୍ୟ ଆହାର, ସ୍ନେହ ଆଉ ଭଲପାଇବା ପାଇଛି ଯେତେବେଳେ ତା’ର ଋଣ ତ ସୁଝିବାକୁ ପଡ଼ିବନା !! ଧୀରେ ଧୀରେ ଦିନ ଗଡ଼ିବାରେ ଲାଗିଥାଏ । କଟୁରୀଟା ବେକରେ ଚାଲିବା ଆଗରୁ ତା’ ମାଆ ଛିଡ଼ା ହୋଇଥିଲା ଆଖି ଆଗରେ । {{gap}}ଜୀବନ ତ ସମସ୍ତଙ୍କର ଆପଣାର ହୋଇଥାଏ, ଆଉ କଷ୍ଟ ମଧ୍ୟ ସମସ୍ତଙ୍କୁ ସମାନ ପରିମାଣରେ ହୋଇଥାଏ । <center><big>'''* * *'''</big></center><noinclude></noinclude> mefl5lzutg0azozo62t90vld4wzzzqx 58964 58963 2025-06-20T17:02:08Z Ssgapu22 248 /* ପ୍ରମାଣିତ କରିବେ */ 58964 proofread-page text/x-wiki <noinclude><pagequality level="3" user="Ssgapu22" /></noinclude>ଛାତିଏ କୋହକୁ ଚାପିରଖି ଏତେ ଖୁସି ହୋଇଗଲା ଯେ ଆନନ୍ଦର ଅଶ୍ରୁ ବହିବାରେ ଲାଗିଲା । ତଥାପି ସେ ନୀରବ । {{gap}}ମାଲିକର ଘରୁ ବାହାରିଲା ମା’ ମିଳିଗଲା ଆଉ ମାଆ କୋଳ ଛାଡ଼ିଲା ତ ଏମାନେ । ଖୁବ୍ ଖୁସି ଲାଗୁଥିଲା, ଦେହର କଷ୍ଟକୁ ଭୁଲି ଉଠିବାରେ ଲାଗିଲା । ସେହି ମଣିଷମାନଙ୍କ ଦେହରେ ଦେହ ଘଷି ଖୁସି ହେଉଥିଲା । ଜଣ ଜଣ କରି ସମସ୍ତେ କୋଳକୁ ନେଲେ । କ୍ଷତାକ୍ତ ଶରୀରର ଆଦର କଲେ । ତାକୁ ଗଛରେ ବାନ୍ଧି ଦେଇ ଛନଛନିଆ ଘାସ ଆଣି ଖାଇବାକୁ ଦେଇ ଜଣକ ପରେ ଜଣେ ଘରକୁ ଗଲେ । କିଛି ବୁଝି ହେଉନଥାଏ । ଛେଳି ଛୁଆଟିର ଆଶା ସାର୍ଥକ ହେଲାପରି ଲାଗିଲା । ତଥାପି ନୀରବତା । {{gap}}କିଛି ସମୟର ବ୍ୟବଧାନ ପରେ ତା’ ମାଲିକ ଆସିଲେ । ଆଉ ତା’ ପଛକୁ ପଛ ରଶି, କଟୁରୀ, ହାଣ୍ଡି, କଢ଼ା, ବାଲ୍ଟି ଆଦି ଧୀରେ ଧୀରେ ଆସିବାରେ ଲାଗିଲା । ଏତେବେଳେ ବୁଝିପାରୁଥିଲା ଏତେ ସ୍ନେହ ଭଲପାଇବାର ମାନେ । ସେ ତ ଛେଳିଟିଏ, ଆବଶ୍ୟ ଆହାର, ସ୍ନେହ ଆଉ ଭଲପାଇବା ପାଇଛି ଯେତେବେଳେ ତା’ର ଋଣ ତ ସୁଝିବାକୁ ପଡ଼ିବନା !! ଧୀରେ ଧୀରେ ଦିନ ଗଡ଼ିବାରେ ଲାଗିଥାଏ । କଟୁରୀଟା ବେକରେ ଚାଲିବା ଆଗରୁ ତା’ ମାଆ ଛିଡ଼ା ହୋଇଥିଲା ଆଖି ଆଗରେ । {{gap}}ଜୀବନ ତ ସମସ୍ତଙ୍କର ଆପଣାର ହୋଇଥାଏ, ଆଉ କଷ୍ଟ ମଧ୍ୟ ସମସ୍ତଙ୍କୁ ସମାନ ପରିମାଣରେ ହୋଇଥାଏ । <center><big>'''* * *'''</big></center><noinclude></noinclude> ch2vvsncmkzcwx8931l331rlle41c00