ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.45.0-wmf.8
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
ପୃଷ୍ଠା:Shankhanada.pdf/୧୪
250
12227
59020
2025-07-06T16:53:30Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "ନିସ୍ତବ୍ଧତାର ସ୍ବର ଶଙ୍ଖନାଦ | ୧୩" ନାଆଁରେ ପୃଷ୍ଠାଟିଏ ତିଆରିକଲେ
59020
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>ନିସ୍ତବ୍ଧତାର ସ୍ବର
ଶଙ୍ଖନାଦ
|
୧୩<noinclude></noinclude>
6p2cgb0i5y7j1icg7wxduz4iqqte5u5
ପୃଷ୍ଠା:Shankhanada.pdf/୧୫
250
12228
59021
2025-07-07T11:23:43Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "(ଏକ) ଭାଇ ଡାକିଥିଲେ – ଆ’ ପ୍ରଭା, ଯିବା ଦେଖୁ, କାହାର ଯାତ୍ରା ବାହାରିଛି ! ସେ ଜାଣି ନ ଥିଲେ, କାହାର ଯାତ୍ରା ବାହାରିଛି । କେମିତି ଜାଣିଥାନ୍ତେ? ଆଠ–ନଅ ବର୍ଷର ଝିଅ ଥିଲେ ସେ, ସ୍କୁଲରେ ନୂଆନୂଆ ଇ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59021
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>(ଏକ)
ଭାଇ ଡାକିଥିଲେ – ଆ’ ପ୍ରଭା, ଯିବା ଦେଖୁ, କାହାର ଯାତ୍ରା
ବାହାରିଛି !
ସେ ଜାଣି ନ ଥିଲେ, କାହାର ଯାତ୍ରା ବାହାରିଛି । କେମିତି
ଜାଣିଥାନ୍ତେ? ଆଠ–ନଅ ବର୍ଷର ଝିଅ ଥିଲେ ସେ, ସ୍କୁଲରେ
ନୂଆନୂଆ ଇଂରାଜୀ ଶିଖୁଥିଲେ । ଭାଇ ସିନା ଜି.କେ. ପଢୁଥିଲେ
ଯେ କାହାର ଯାତ୍ରା ବାହାରିଛି ସେ ଜାଣିଛନ୍ତି ! ଭାଇଙ୍କ ହାତ ଧରି
ଗହଳି ଭିତରେ ପଶିଥୁଲେ ସେ । ଗୋଟିଏ ଖୋଲା ଶଗଡ ଗାଡ଼ିକୁ
ତୋରଣ ଦେଇ ସଜା ଯାଇ ତା ଭିତରେ ଜଣଙ୍କର ବିରାଟକାୟ
ଫୋଟ ଚିତ୍ର ଠିଆ କରା ଯାଇଥିଲା । ସେହି ଫୋଟ ଚିତ୍ର ଦେହରେ
ଫୁଲମାଳ ଥିଲା । ବୀର ଦର୍ପରେ ଛାତି ଆଗକୁ କାଢ଼ି ଦୁଇ ହାତକୁ
ଛାତିରେ ବାନ୍ଧି ପାଦ ଆଗକୁ ବଢ଼େଇ ଠିଆ ହୋଇଥିବା
ଚେହେରାଟିର ଆଖ୍ ଭସାଣିଆ, ଲଲାଟ ପ୍ରଶସ୍ତ, ଜ୍ୟୋତିମୟ ମୁଖ
ମଣ୍ଡଳ, ମସ୍ତକରେ ପଗଡ଼ି ଥିଲା ।
ଭାଇ କହିଥିଲେ– ଜାଣିଛୁ, ଇଏ ହେଲେ ବିବେକାନନ୍ଦ । ସ୍ବାମୀ
ବିବେକାନନ୍ଦ, ଜଣେ ବଡ ସନ୍ନ୍ୟାସୀ ।
– ସନ୍ନ୍ୟାସୀ କ'ଣ ଭାଇ?
– ମାନେ ଯିଏ ଘର–ଦ୍ବାର ଛାଡ଼ି ତପସ୍ୟା କରିବାକୁ
ଯାଆନ୍ତି ।
– ତପସ୍ୟା କାହିଁକି କରନ୍ତି?
୧୪ ଶଙ୍ଖନାଦ<noinclude></noinclude>
duhani8l9s6zzpvralo23vbv8b82jtq