ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.45.0-wmf.9 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ପୃଷ୍ଠା:Shankhanada.pdf/୧ 250 12102 59026 58387 2025-07-09T19:48:57Z Chinmayee Mishra 609 /* Proofread */ 59026 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude>{{Css image crop |Image = Shankhanada.pdf |Page = 1 |bSize = 399 |cWidth = 399 |cHeight = 602 |oTop = 0 |oLeft = 0 |Location = center |Description = }}<noinclude></noinclude> ckjcq2jmjsf0cc4a2th72hkufn8ustu ପୃଷ୍ଠା:Shankhanada.pdf/୨ 250 12103 59027 58402 2025-07-09T19:49:15Z Chinmayee Mishra 609 /* Proofread */ 59027 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude> {{Xxxx-larger|'''ଶଙ୍ଖନାଦ'''}} ଗାଳ୍ପିକ {{X-larger|'''ପ୍ରମୋଦ କୁମାର ପଣ୍ଡା'''}}  {{Css image crop |Image = Shankhanada.pdf |Page = 2 |bSize = 399 |cWidth = 113 |cHeight = 71 |oTop = 450 |oLeft = 146 |Location = center |Description = }}<noinclude></noinclude> 3xxq4evhrdux7ivnilssja1e4yf70qr ପୃଷ୍ଠା:Shankhanada.pdf/୩ 250 12104 59028 58652 2025-07-09T19:49:43Z Chinmayee Mishra 609 /* Validated */ 59028 proofread-page text/x-wiki <noinclude><pagequality level="4" user="Chinmayee Mishra" /></noinclude><poem> '''ଗଳ୍ପ ସଂକଳନ :''' ''''ଶଙ୍ଖନାଦ'''' '''ଗାଳ୍ପିକ :''' ପ୍ରମୋଦ କୁମାର ପଣ୍ଡା '''ପ୍ରକାଶକ :''' ଶୁଭପଲ୍ଲବ ପବ୍ଲିକେଶନ୍ '''ମୁଦ୍ରଣ :''' ବାପି ପ୍ରିଣ୍ଟର୍ସ, ଭୁବନେଶ୍ୱର '''ସମ୍ପାଦନା :''' ତାପସ ରଞ୍ଜନ '''ପ୍ରଚ୍ଛଦପଟ୍ଟ :''' ସମ୍ବିତ ଦାସ '''ଅଳଂକରଣ :''' ସଂଗ୍ରାମ କେଶରୀ ସେନାପତି '''ସତ୍ତ୍ୱାଧିକାର :''' CC BY-SA 4.0 '''ପ୍ରଥମ ସଂସ୍କରଣ :''' ମାର୍ଚ୍ଚ ୨୦୨୧ '''ମୂଲ୍ୟ :''' ୨୪୯/- ଟଙ୍କା ମାତ୍ର </poem> {{Right|<poem> '''Shankhanada''' ''(Story Collection)'' Writer - Pramod Kumar Panda Publisher - Shubhapallaba Publication Printed at Bapi Printers, Bhubaneswar Editor: Tapas Ranjan Cover - Sambeet Das (Sambeet Arts) Page Design - Sangram Keshari Senapati Copyright - CC BY-SA 4.0 First Edition - March 2021 '''ISBN''' - 978-81-952729-0-7 Price - ₹249.00 </poem>}}<noinclude></noinclude> 0l1i8tg1swofuo4tf3b2bqk95dpzns5 ପୃଷ୍ଠା:Shankhanada.pdf/୪ 250 12105 59029 58653 2025-07-09T19:50:01Z Chinmayee Mishra 609 /* Validated */ 59029 proofread-page text/x-wiki <noinclude><pagequality level="4" user="Chinmayee Mishra" /></noinclude>
'''ନନା ବୋଉଙ୍କ ସ୍ମୃତିରେ ଉତ୍ସର୍ଗୀତ''' {{Css image crop |Image = Shankhanada.pdf |Page = 4 |bSize = 399 |cWidth = 269 |cHeight = 200 |oTop = 237 |oLeft = 69 |Location = center |Description = }}<noinclude></noinclude> 72whuitvbzficuze3h2q84axvvlxh9q ପୃଷ୍ଠା:Shankhanada.pdf/୫ 250 12106 59030 58391 2025-07-09T19:50:29Z Chinmayee Mishra 609 /* Proofread */ 59030 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude><noinclude></noinclude> jiu5u6n4lx9nywng2hxzkxdx27qt3tt ପୃଷ୍ଠା:Shankhanada.pdf/୬ 250 12107 59031 58654 2025-07-09T19:52:25Z Chinmayee Mishra 609 /* Validated */ 59031 proofread-page text/x-wiki <noinclude><pagequality level="4" user="Chinmayee Mishra" /></noinclude>'''ମୁଖବନ୍ଧ''' {{gap}}ଜୀବନର କିଛି ତିକ୍ତମଧୁର ଘଟଣା ଉପରେ ଆଧାରିତ କିଛି କାହାଣୀର ସଂଗ୍ରହ “ଶଙ୍ଖନାଦି” । ଏହାର ପ୍ରତିଟି କାହାଣୀ ସହିତ ପାଠକପାଠିକା ମାନେ ନିଜକୁ ଯୋଡ଼ି ପାରିବେ । କାହାଣୀର ଗମ୍ଭୀରତା ଅନୁସାରେ ବେଳବେଳେ ଉଚ୍ଚକୋଟୀର ସାହିତ୍ୟିକ ଶବ୍ଦ ତ ବେଳେବେଳେ ସରଳ ବୋଧଗମ୍ୟ ଭାଷାର ପ୍ରୟୋଗ କରି ବର୍ଣ୍ଣନା କରାଯାଇଛି । ସାଧାରଣ ମଣିଷ ଜୀବନର ସାବଲୀଳ ଘଟଣା ଉପରେ ଆଧାରିତ କାହାଣୀଗୁଡ଼ିକ ମନଛୁଆଁ ହୋଇଛି । {{gap}}“ମୁଁ କିଏ” ପ୍ରଶ୍ନର ଉତ୍ତର ଖୋଜୁଥିବା ମଣିଷଟିଏ କର୍ତ୍ତାଙ୍କ ପ୍ରତିଟି ସୃଷ୍ଟିରେ ନିଜର ପ୍ରତିବିମ୍ବ ଦେଖୁଛି । ଶେଷରେ ସବୁକିଛି ମାଧବଙ୍କୁ ସମର୍ପଣ କରି ଦେଇଛି । ଜୀବନର ଏହି ଗୂଢ଼ ଦର୍ଶନକୁ “ଆଦିକନ୍ଦ-ମାଧବ” ଶୀର୍ଷକରେ ଦର୍ଶାଇଛନ୍ତି ଲେଖକ । {{gap}}ସ୍ବାମୀ ବିବେକାନନ୍ଦଙ୍କ ସହିତ ପ୍ରତ୍ୟେକ ଭାରତୀୟ ପରିଚିତ । ତାଙ୍କ ଜୀବନଶୈଳୀ ଓ ଚିନ୍ତାଧାରା ବହୁତ ଲୋକଙ୍କୁ ପ୍ରଭାବିତ କରି ଆସିଛି । ସେହିପରି ଜଣେ ପ୍ରଭାବିତ ବ୍ୟକ୍ତିତ୍ଵ ଓ ତାଙ୍କର ସ୍ନେହାତୁରା ଭଉଣୀଙ୍କ ଉପରେ ଆଧାରିତ ପ୍ରଥମ କାହାଣୀ “ନିସ୍ତବ୍ଧତାର ସ୍ବର” । ଜୀବନର ଦର୍ଶନକୁ ସାହିତ୍ୟିକ ଶବ୍ଦରେ ବର୍ଣ୍ଣନା କିଛିକାଂଶରେ ଜଟିଳ ମନେ ହୋଇପାରେ । କିନ୍ତୁ କାହାଣୀର ସ୍ରୋତରେ ବହି ଚାଲିଲେ ଶେଷକୁ ଅଭିପ୍ରାୟ ଠିକ ବୁଝିହେବ । {{gap}}“ବିଳମ୍ବିତ ପ୍ରହର” କାହାଣୀଟି ଜୀବନର ଉତ୍ଥାନ ପତନ ମଧ୍ୟରେ ବହୁବିଧ ଭୂମିକା ଗ୍ରହଣ କରି ପରିବାରକୁ ସମ୍ଭାଳି ନେଇଥିବା ଜଣେ ମହିଳାଙ୍କ ଉପରେ ପର୍ଯ୍ୟବେଷିତ । ଓଡ଼ିଆଘରର ସୁଖଦୁଃଖର କାହାଣୀ, ସୁନ୍ଦର ସରଳ ଭାଷାରେ ବର୍ଣ୍ଣନା କରାଯାଇଛି । {{gap}}ପରିଣତ ବୟସରେ ଜୀବନର ଅନ୍ତିମ ପର୍ଯ୍ୟାୟରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ କାହାଣୀ “ମୌନ ପ୍ରହର ପ୍ରହରୀ” । ଆତ୍ମୀୟଙ୍କ<noinclude></noinclude> qzp560r9fd9vbqzgk4z000wgxy276wd 59032 59031 2025-07-09T19:52:52Z Chinmayee Mishra 609 59032 proofread-page text/x-wiki <noinclude><pagequality level="4" user="Chinmayee Mishra" /></noinclude>'''ମୁଖବନ୍ଧ''' {{gap}}ଜୀବନର କିଛି ତିକ୍ତମଧୁର ଘଟଣା ଉପରେ ଆଧାରିତ କିଛି କାହାଣୀର ସଂଗ୍ରହ “ଶଙ୍ଖନାଦି” । ଏହାର ପ୍ରତିଟି କାହାଣୀ ସହିତ ପାଠକପାଠିକା ମାନେ ନିଜକୁ ଯୋଡ଼ି ପାରିବେ । କାହାଣୀର ଗମ୍ଭୀରତା ଅନୁସାରେ ବେଳବେଳେ ଉଚ୍ଚକୋଟୀର ସାହିତ୍ୟିକ ଶବ୍ଦ ତ ବେଳେବେଳେ ସରଳ ବୋଧଗମ୍ୟ ଭାଷାର ପ୍ରୟୋଗ କରି ବର୍ଣ୍ଣନା କରାଯାଇଛି । ସାଧାରଣ ମଣିଷ ଜୀବନର ସାବଲୀଳ ଘଟଣା ଉପରେ ଆଧାରିତ କାହାଣୀଗୁଡ଼ିକ ମନଛୁଆଁ ହୋଇଛି । {{gap}}“ମୁଁ କିଏ” ପ୍ରଶ୍ନର ଉତ୍ତର ଖୋଜୁଥିବା ମଣିଷଟିଏ କର୍ତ୍ତାଙ୍କ ପ୍ରତିଟି ସୃଷ୍ଟିରେ ନିଜର ପ୍ରତିବିମ୍ବ ଦେଖୁଛି । ଶେଷରେ ସବୁକିଛି ମାଧବଙ୍କୁ ସମର୍ପଣ କରି ଦେଇଛି । ଜୀବନର ଏହି ଗୂଢ଼ ଦର୍ଶନକୁ “ଆଦିକନ୍ଦ-ମାଧବ” ଶୀର୍ଷକରେ ଦର୍ଶାଇଛନ୍ତି ଲେଖକ । {{gap}}ସ୍ବାମୀ ବିବେକାନନ୍ଦଙ୍କ ସହିତ ପ୍ରତ୍ୟେକ ଭାରତୀୟ ପରିଚିତ । ତାଙ୍କ ଜୀବନଶୈଳୀ ଓ ଚିନ୍ତାଧାରା ବହୁତ ଲୋକଙ୍କୁ ପ୍ରଭାବିତ କରି ଆସିଛି । ସେହିପରି ଜଣେ ପ୍ରଭାବିତ ବ୍ୟକ୍ତିତ୍ଵ ଓ ତାଙ୍କର ସ୍ନେହାତୁରା ଭଉଣୀଙ୍କ ଉପରେ ଆଧାରିତ ପ୍ରଥମ କାହାଣୀ “ନିସ୍ତବ୍ଧତାର ସ୍ବର” । ଜୀବନର ଦର୍ଶନକୁ ସାହିତ୍ୟିକ ଶବ୍ଦରେ ବର୍ଣ୍ଣନା କିଛିକାଂଶରେ ଜଟିଳ ମନେ ହୋଇପାରେ । କିନ୍ତୁ କାହାଣୀର ସ୍ରୋତରେ ବହି ଚାଲିଲେ ଶେଷକୁ ଅଭିପ୍ରାୟ ଠିକ ବୁଝିହେବ । {{gap}}“ବିଳମ୍ବିତ ପ୍ରହର” କାହାଣୀଟି ଜୀବନର ଉତ୍ଥାନ ପତନ ମଧ୍ୟରେ ବହୁବିଧ ଭୂମିକା ଗ୍ରହଣ କରି ପରିବାରକୁ ସମ୍ଭାଳି ନେଇଥିବା ଜଣେ ମହିଳାଙ୍କ ଉପରେ ପର୍ଯ୍ୟବେଷିତ । ଓଡ଼ିଆଘରର ସୁଖଦୁଃଖର କାହାଣୀ, ସୁନ୍ଦର ସରଳ ଭାଷାରେ ବର୍ଣ୍ଣନା କରାଯାଇଛି । {{gap}}ପରିଣତ ବୟସରେ ଜୀବନର ଅନ୍ତିମ ପର୍ଯ୍ୟାୟରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ କାହାଣୀ “ମୌନ ପ୍ରହର ପ୍ରହରୀ” । ଆତ୍ମୀୟଙ୍କ<noinclude></noinclude> fj0bdnl51514bgd2m5odtj473pvqo0w ପୃଷ୍ଠା:Shankhanada.pdf/୭ 250 12108 59033 58655 2025-07-09T19:53:39Z Chinmayee Mishra 609 /* Validated */ 59033 proofread-page text/x-wiki <noinclude><pagequality level="4" user="Chinmayee Mishra" /></noinclude>ଦ୍ବାରା ପରିତ୍ୟକ୍ତ ହେବାପରେ ବ୍ୟଥିତ ବ୍ୟକ୍ତିଜଣକ ପଥହରା ଉପରାନ୍ତେ ପୁଣି ନିଜେ ନିଜକୁ ଆବିଷ୍କାର କରିଛନ୍ତି, ଅନ୍ୟଜଣେ ଆତ୍ମୀୟଙ୍କ ଅକୁଣ୍ଠ ସେବା ଯୋଗୁଁ । {{gap}}ଆସନ୍ନପ୍ରସବା ଜଣେ ମହିଳାଙ୍କର ଗାଁର ପରିବେଶକୁ ଫେରିଯାଇ ନିଜକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବାର କାହାଣୀ “ବାତାବରଣ” । ଗାଁ ପରିବେଶର ସୁନ୍ଦର ଚିତ୍ରଣ ସାଙ୍ଗକୁ ଓଡ଼ିଆ ପରମ୍ପରାର ନିଖୁଣ ଚିତ୍ର ଏହି କାହାଣୀରୁ ମିଳି ପାରିବ । ସହରର ଚାକଚକ୍ୟଠାରୁ ଦୂରରେ ସହରୀ ମଣିଷଟିଏ ଆତ୍ମୀୟତା, ସଂସ୍କୃତି ଓ ସୁନ୍ଦର ପରିବେଶକୁ ନିକଟରୁ କେବଳ ନିଜ ଭିଟାମାଟି ନିଜ ଗାଁରେ ଦେଖ୍ ପାରିଛି । {{gap}}ଶୀର୍ଷକ କାହାଣୀ “ଶଙ୍ଖନାଦ” ଦୁଇଜଣ ପ୍ରେମୀଙ୍କ ଉପରେ ଆଧାରିତ । ଭାଗ୍ୟକ୍ରମେ ଦୁହିଁଙ୍କ ମିଳନ ହୋଇ ପାରିନାହିଁ କିନ୍ତୁ ପ୍ରେମ କମ ହୋଇନାହିଁ । ପ୍ରେମର ଏକ ନୈସର୍ଗିକ ଦୃଷ୍ଟିକୋଣ ଦେଖିବାକୁ ମିଳେ ଏହି କାହାଣୀରୁ । {{gap}}ଜୁଆନ ପୁଅ ହଠାତ ଉଭାନ ହୋଇଯିବା ଖବର ପାଇ ବିଚଳିତ ଜଣେ ପିତାର ମନସ୍ତତ୍ତ୍ଵ ଉପରେ କାହାଣୀ “ନିରୁଦ୍ଦିଷ୍ଟ” । କାହାଣୀର ଅନ୍ତ ବହୁତ ଅଭିନବ ଉପାୟରେ କରାଯାଇଛି । ପାଠକ ପାଠିକାମାନେ ପଢ଼ିଲେ ଅନୁଭବ କରି ପାରିବେ । “ଦ୍ୱିପହରର ଛାଇ” କାହାଣୀରେ ଗାଳ୍ପିକ ସମ୍ପର୍କରୁ ଭିନ୍ନଭିନ୍ନ ଦିଗ ଦେଖେଇବାକୁ ଚେଷ୍ଟା କରିଛନ୍ତି, କାହାଣୀର ଭିନ୍ନଭିନ୍ନ ପାତ୍ରଙ୍କ ଦୃଷ୍ଟିକୋଣରୁ । {{gap}}“ଶଙ୍ଖନାଦ” ଗଳ୍ପ ସଂଗ୍ରହରେ ଗାଳ୍ପିକ କାହାଣୀ ମାଧ୍ଯମରେ ମଣିଷର ଜୀବନ ଦର୍ଶନ, ସମ୍ପର୍କର ଗଣିତ ଓ ସାମାଜିକ ମୂଲ୍ୟବୋଧ ଉପରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅତି ମାର୍ଜିତ ଶବ୍ଦସମ୍ଭାର ସହିତ ସାବଲୀଳ ବର୍ଣ୍ଣନା ଶୈଳୀ ଗାଳ୍ପିକଙ୍କର ସାମର୍ଥ୍ୟ । ପ୍ରଥମ ପ୍ରକାଶିତ ଅବଦାନ ହିସାବରେ ଦେଖିବାକୁ ଗଲେ ଗଳ୍ପସଂଗ୍ରହଟି ମନଛୁଆଁ ହୋଇଛି । ସାହିତ୍ୟ ଓ ଦର୍ଶନ ଉଭୟ କ୍ଷେତ୍ରରେ ପାଠକ ପାଠିକାମାନଙ୍କ ମନୋରଞ୍ଜନ କରିବ କହିଲେ ଅତ୍ୟୁକ୍ତି ହେବନାହିଁ ।<noinclude></noinclude> 5ua8kvx8ezyfe6d1yy5dy08203jw4kk ପୃଷ୍ଠା:Shankhanada.pdf/୮ 250 12109 59034 58394 2025-07-09T19:57:46Z Chinmayee Mishra 609 /* Proofread */ 59034 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude>'''ସୂଚୀ''' ଆଦିକନ୍ଦ ମାଧବ......................୯
ନିସ୍ତବ୍ଧତାର ସ୍ବର......................୧୩
ବିଳମ୍ବିତ ପ୍ରହର......................୩୬
ମୌନ ପ୍ରହର ପ୍ରହରୀ......................୫୪
ବାତାବରଣ......................୭୧
ଶଙ୍ଖ ନାଦ......................୯୩
ନିରୁଦ୍ଧିଷ୍ଟ......................୧୨୬
ଦ୍ବିପହରର ଛାଇ......................୧୫୦
<noinclude></noinclude> o2sabkzew50v86dtpv6rl5ewq1u35ax 59035 59034 2025-07-09T19:58:14Z Chinmayee Mishra 609 59035 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude>'''ସୂଚୀ''' ଆଦିକନ୍ଦ ମାଧବ......................୯
ନିସ୍ତବ୍ଧତାର ସ୍ବର......................୧୩
ବିଳମ୍ବିତ ପ୍ରହର......................୩୬
ମୌନ ପ୍ରହର ପ୍ରହରୀ......................୫୪
ବାତାବରଣ......................୭୧
ଶଙ୍ଖ ନାଦ......................୯୩
ନିରୁଦ୍ଧିଷ୍ଟ......................୧୨୬
ଦ୍ବିପହରର ଛାଇ......................୧୫୦
<noinclude></noinclude> 9t2d9g17ryp21tx4vay6q02bhmgl5vz ପୃଷ୍ଠା:Shankhanada.pdf/୯ 250 12110 59036 58395 2025-07-09T19:59:12Z Chinmayee Mishra 609 /* Proofread */ 59036 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude><noinclude></noinclude> jiu5u6n4lx9nywng2hxzkxdx27qt3tt ପୃଷ୍ଠା:Shankhanada.pdf/୧୦ 250 12111 59037 58396 2025-07-09T20:02:39Z Chinmayee Mishra 609 /* Proofread */ 59037 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude>'''ଆଦିକନ୍ଦ-ମାଧବ''' {{Css image crop |Image = Shankhanada.pdf |Page = 10 |bSize = 399 |cWidth = 332 |cHeight = 345 |oTop = 168 |oLeft = 38 |Location = center |Description = }} ---------------------------ଶଙ୍ଖନାଦ | ୯<noinclude></noinclude> d2bzkk5lqk25o618hy5betme4uem9lo ପୃଷ୍ଠା:Shankhanada.pdf/୧୭ 250 12230 59023 2025-07-09T17:24:20Z Ssgapu22 248 /* ପ୍ରମାଣିତ ହୋଇନଥିବା */ "ଉତ୍ତର ଦେଇ ନ ଥିଲେ । କାରଣ ଭାଇଙ୍କୁ ଆଗରୁ ପାଠ ପଢ଼ିବାକୁ ମନା କରି ସାରିଥିଲେ, ‘କଲେଜରେ ବର୍ଷେ ପଢ଼ିଲୁ, ଆଉ ପଢ଼ିବା ଦରକାର ନାହିଁ । ସିଧା ଯାଇ ଦୋକାନରେ ବସେ ।' ବଡ଼ ବଜାରରେ ବାପାଙ୍କ ୫ ହାତ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59023 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ଉତ୍ତର ଦେଇ ନ ଥିଲେ । କାରଣ ଭାଇଙ୍କୁ ଆଗରୁ ପାଠ ପଢ଼ିବାକୁ ମନା କରି ସାରିଥିଲେ, ‘କଲେଜରେ ବର୍ଷେ ପଢ଼ିଲୁ, ଆଉ ପଢ଼ିବା ଦରକାର ନାହିଁ । ସିଧା ଯାଇ ଦୋକାନରେ ବସେ ।' ବଡ଼ ବଜାରରେ ବାପାଙ୍କ ୫ ହାତ ଓସାରର ଲମ୍ବା ଦୋକାନ ଘରଟିଏ ଥିଲା । ତାକୁ ସେ ନିଜ ପରିଶ୍ରମରେ ଠିଆ କରିଥିଲେ । ଭାଇଙ୍କ ପାଠ ପଢ଼ିବା ଅର୍ଥ ଯେ ସେ ଆଉ ତାଙ୍କୁ ସାହାଯ୍ୟ କରିବେନି, ଏହି ଧାରଣା ତାଙ୍କର ମନରେ ବଦ୍ଧମୂଳ ହୋଇ ରହିଥିଲା । କାରଣ, ଦିନରେ ଥରୁଟିଏ ହେଲେ ଦୋକାନ ଆଡ଼େ ବୁଲି ଆସିବାକୁ ଯେତେ କୁହାଗଲେ ବି ସେ ତାକୁ ଧ୍ୟାନ ଦେଉ ନ ଥିଲେ । ତାଙ୍କ ପାଠ ଭଲ ତ, ସେ ଭଲ ଥିଲେ । ତାପରେ, ଦିନେ ସକାଳ ବେଳେ ମାଆଙ୍କୁ କାନ୍ଦିବାର ଦେଖୁଥିଲେ । ବାବାଙ୍କୁ ଦୋକାନ ନ ଯାଇ ଚୁପ୍‌ଚାପ୍ ଘରେ ବସିବାର ଦେଖୁଥିଲେ । ବନ୍ଧୁ—ବାନ୍ଧବମାନେ କିଏ କିଏ ଆସିଥିଲେ । ବାବା– ମାଆଙ୍କ ପାଖରେ ବସୁଥିଲେ । ପୁଣି ଚାଲିଯାଉଥିଲେ । ପ୍ରଥମେ ସେ କିଛି ବୁଝି ପାରି ନ ଥିଲେ । ପରେ ମାଆଙ୍କଠାରୁ ଶୁଣିଥିଲେ– ଭାଇ କୁଆଡ଼େ ପଳେଇଯାଇଛନ୍ତି । ବନ୍ଧୁ-ବାନ୍ଧବ କାହା ଘରେ ବି ନାହାନ୍ତି । ଏହା ଶୁଣୁଶୁଣୁ ତାଙ୍କ ମନରେ ପ୍ରଥମେ ଗୋଟିଏ କଥା ଛୁଇଁଥିଲା– ଭାଇ କ'ଣ ତା ହେଲେ ସନ୍ନ୍ୟାସୀ ହେବା ପାଇଁ ତପସ୍ୟା କରିବାକୁ ଚାଲିଯାଇଛନ୍ତି ! ନଅ ବର୍ଷ ବୟସରେ ଭାଇଙ୍କ ବିଚ୍ଛେଦର ଅର୍ଥ ସେ କିଛି ବୁଝି ନ ଥିଲେ । ପରେ ଯେତେବେଳେ ଅନ୍ୟମାନଙ୍କ ଭାଇଙ୍କୁ ଦେଖୁଥିଲେ, ମନରେ ଏକ ଅସହ୍ୟ ବେଦନା ସୃଷ୍ଟି ହୋଇଥିଲା, ଯାହାକୁ ପରେ ସେ ବୁଝିଥିଲେ, ହୃଦୟଙ୍ଗମ କରିଥିଲେ ଯେ ଏହା ହିଁ ଭାତୃ ପ୍ରେମ । ଭାଇଙ୍କ ଘରୁ ଚାଲିଯିବାର କେତେ ବର୍ଷ ପରେ ଦିନେ ୧୬ ଶଙ୍ଖନାଦ<noinclude></noinclude> or5zdtd0palw3acbxbj2o2juq5bexhs 59024 59023 2025-07-09T19:48:05Z Chinmayee Mishra 609 59024 proofread-page text/x-wiki <noinclude><pagequality level="1" user="Ssgapu22" /></noinclude> ଉତ୍ତର ଦେଇ ନ ଥିଲେ । କାରଣ ଭାଇଙ୍କୁ ଆଗରୁ ପାଠ ପଢ଼ିବାକୁ ମନା କରି ସାରିଥିଲେ, ‘କଲେଜରେ ବର୍ଷେ ପଢ଼ିଲୁ, ଆଉ ପଢ଼ିବା ଦରକାର ନାହିଁ । ସିଧା ଯାଇ ଦୋକାନରେ ବସେ ।'
{{gap}}ବଡ଼ ବଜାରରେ ବାପାଙ୍କ ୫ ହାତ ଓସାରର ଲମ୍ବା ଦୋକାନ ଘରଟିଏ ଥିଲା । ତାକୁ ସେ ନିଜ ପରିଶ୍ରମରେ ଠିଆ କରିଥିଲେ । ଭାଇଙ୍କ ପାଠ ପଢ଼ିବା ଅର୍ଥ ଯେ ସେ ଆଉ ତାଙ୍କୁ ସାହାଯ୍ୟ କରିବେନି, ଏହି ଧାରଣା ତାଙ୍କର ମନରେ ବଦ୍ଧମୂଳ ହୋଇ ରହିଥିଲା । କାରଣ, ଦିନରେ ଥରୁଟିଏ ହେଲେ ଦୋକାନ ଆଡ଼େ ବୁଲି ଆସିବାକୁ ଯେତେ କୁହାଗଲେ ବି ସେ ତାକୁ ଧ୍ୟାନ ଦେଉ ନ ଥିଲେ । ତାଙ୍କ ପାଠ ଭଲ ତ, ସେ ଭଲ ଥିଲେ ।
{{gap}}ତାପରେ, ଦିନେ ସକାଳ ବେଳେ ମାଆଙ୍କୁ କାନ୍ଦିବାର ଦେଖୁଥିଲେ । ବାବାଙ୍କୁ ଦୋକାନ ନ ଯାଇ ଚୁପ୍‌ଚାପ୍ ଘରେ ବସିବାର ଦେଖୁଥିଲେ । ବନ୍ଧୁ—ବାନ୍ଧବମାନେ କିଏ କିଏ ଆସିଥିଲେ । ବାବା– ମାଆଙ୍କ ପାଖରେ ବସୁଥିଲେ । ପୁଣି ଚାଲିଯାଉଥିଲେ । ପ୍ରଥମେ ସେ କିଛି ବୁଝି ପାରି ନ ଥିଲେ । ପରେ ମାଆଙ୍କଠାରୁ ଶୁଣିଥିଲେ– ଭାଇ କୁଆଡ଼େ ପଳେଇଯାଇଛନ୍ତି । ବନ୍ଧୁ-ବାନ୍ଧବ କାହା ଘରେ ବି ନାହାନ୍ତି । ଏହା ଶୁଣୁଶୁଣୁ ତାଙ୍କ ମନରେ ପ୍ରଥମେ ଗୋଟିଏ କଥା ଛୁଇଁଥିଲା– ଭାଇ କ'ଣ ତା ହେଲେ ସନ୍ନ୍ୟାସୀ ହେବା ପାଇଁ ତପସ୍ୟା କରିବାକୁ ଚାଲିଯାଇଛନ୍ତି !
{{gap}}ନଅ ବର୍ଷ ବୟସରେ ଭାଇଙ୍କ ବିଚ୍ଛେଦର ଅର୍ଥ ସେ କିଛି ବୁଝି ନ ଥିଲେ । ପରେ ଯେତେବେଳେ ଅନ୍ୟମାନଙ୍କ ଭାଇଙ୍କୁ ଦେଖୁଥିଲେ, ମନରେ ଏକ ଅସହ୍ୟ ବେଦନା ସୃଷ୍ଟି ହୋଇଥିଲା, ଯାହାକୁ ପରେ ସେ ବୁଝିଥିଲେ, ହୃଦୟଙ୍ଗମ କରିଥିଲେ ଯେ ଏହା ହିଁ ଭାତୃ ପ୍ରେମ ।
{{gap}}ଭାଇଙ୍କ ଘରୁ ଚାଲିଯିବାର କେତେ ବର୍ଷ ପରେ ଦିନେ ୧୬ ଶଙ୍ଖନାଦ {{Css image crop |Image = Shankhanada.pdf |Page = 17 |bSize = 399 |cWidth = 239 |cHeight = 20 |oTop = 564 |oLeft = 117 |Location = center |Description = }}<noinclude></noinclude> ir3pb84foz0fgdzzj9ga4rt0rd2lhv8 59025 59024 2025-07-09T19:48:25Z Chinmayee Mishra 609 /* Proofread */ 59025 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude> ଉତ୍ତର ଦେଇ ନ ଥିଲେ । କାରଣ ଭାଇଙ୍କୁ ଆଗରୁ ପାଠ ପଢ଼ିବାକୁ ମନା କରି ସାରିଥିଲେ, ‘କଲେଜରେ ବର୍ଷେ ପଢ଼ିଲୁ, ଆଉ ପଢ଼ିବା ଦରକାର ନାହିଁ । ସିଧା ଯାଇ ଦୋକାନରେ ବସେ ।'
{{gap}}ବଡ଼ ବଜାରରେ ବାପାଙ୍କ ୫ ହାତ ଓସାରର ଲମ୍ବା ଦୋକାନ ଘରଟିଏ ଥିଲା । ତାକୁ ସେ ନିଜ ପରିଶ୍ରମରେ ଠିଆ କରିଥିଲେ । ଭାଇଙ୍କ ପାଠ ପଢ଼ିବା ଅର୍ଥ ଯେ ସେ ଆଉ ତାଙ୍କୁ ସାହାଯ୍ୟ କରିବେନି, ଏହି ଧାରଣା ତାଙ୍କର ମନରେ ବଦ୍ଧମୂଳ ହୋଇ ରହିଥିଲା । କାରଣ, ଦିନରେ ଥରୁଟିଏ ହେଲେ ଦୋକାନ ଆଡ଼େ ବୁଲି ଆସିବାକୁ ଯେତେ କୁହାଗଲେ ବି ସେ ତାକୁ ଧ୍ୟାନ ଦେଉ ନ ଥିଲେ । ତାଙ୍କ ପାଠ ଭଲ ତ, ସେ ଭଲ ଥିଲେ ।
{{gap}}ତାପରେ, ଦିନେ ସକାଳ ବେଳେ ମାଆଙ୍କୁ କାନ୍ଦିବାର ଦେଖୁଥିଲେ । ବାବାଙ୍କୁ ଦୋକାନ ନ ଯାଇ ଚୁପ୍‌ଚାପ୍ ଘରେ ବସିବାର ଦେଖୁଥିଲେ । ବନ୍ଧୁ—ବାନ୍ଧବମାନେ କିଏ କିଏ ଆସିଥିଲେ । ବାବା– ମାଆଙ୍କ ପାଖରେ ବସୁଥିଲେ । ପୁଣି ଚାଲିଯାଉଥିଲେ । ପ୍ରଥମେ ସେ କିଛି ବୁଝି ପାରି ନ ଥିଲେ । ପରେ ମାଆଙ୍କଠାରୁ ଶୁଣିଥିଲେ– ଭାଇ କୁଆଡ଼େ ପଳେଇଯାଇଛନ୍ତି । ବନ୍ଧୁ-ବାନ୍ଧବ କାହା ଘରେ ବି ନାହାନ୍ତି । ଏହା ଶୁଣୁଶୁଣୁ ତାଙ୍କ ମନରେ ପ୍ରଥମେ ଗୋଟିଏ କଥା ଛୁଇଁଥିଲା– ଭାଇ କ'ଣ ତା ହେଲେ ସନ୍ନ୍ୟାସୀ ହେବା ପାଇଁ ତପସ୍ୟା କରିବାକୁ ଚାଲିଯାଇଛନ୍ତି !
{{gap}}ନଅ ବର୍ଷ ବୟସରେ ଭାଇଙ୍କ ବିଚ୍ଛେଦର ଅର୍ଥ ସେ କିଛି ବୁଝି ନ ଥିଲେ । ପରେ ଯେତେବେଳେ ଅନ୍ୟମାନଙ୍କ ଭାଇଙ୍କୁ ଦେଖୁଥିଲେ, ମନରେ ଏକ ଅସହ୍ୟ ବେଦନା ସୃଷ୍ଟି ହୋଇଥିଲା, ଯାହାକୁ ପରେ ସେ ବୁଝିଥିଲେ, ହୃଦୟଙ୍ଗମ କରିଥିଲେ ଯେ ଏହା ହିଁ ଭାତୃ ପ୍ରେମ ।
{{gap}}ଭାଇଙ୍କ ଘରୁ ଚାଲିଯିବାର କେତେ ବର୍ଷ ପରେ ଦିନେ ୧୬ ଶଙ୍ଖନାଦ {{Css image crop |Image = Shankhanada.pdf |Page = 17 |bSize = 399 |cWidth = 239 |cHeight = 20 |oTop = 564 |oLeft = 117 |Location = center |Description = }}<noinclude></noinclude> 9zj4y7jnjr1iv7zzu2ep3i4b8roxqsj