ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.45.0-wmf.9 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା ପୃଷ୍ଠା:Shankhanada.pdf/୧୧ 250 12224 59039 59014 2025-07-10T18:58:57Z Chinmayee Mishra 609 /* Proofread */ 59039 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude>{{gap}}ହେ ଆଦିକନ୍ଦ ! {{gap}}ଆପଣଙ୍କ ଚିନ୍ତନେ, ଅଭଙ୍ଗ ସ୍ଥିର ସମୟେ ଏକାଗ୍ରଚିତ୍ତେ, ଶୂନ୍ୟ ବିଚାର ସମାହିତ ସପ୍ତରଙ୍ଗେ ସବୁ ଦ୍ବନ୍ଦ ଉଭେଇଯାଏ । ସମ୍ବନ୍ଧିର ଶୀର୍ଷରେ ରହିଥିବା ଅନନ୍ତଜନ୍ମର ନିଶ୍ଚିତ ସମ୍ପର୍କୀୟ ଆପଣଙ୍କୁ ଆମର ସମ୍ପ୍ରସାରିତ ଅହଙ୍କାରେ, ମୂଢ଼ମତି ଅଜ୍ଞାନୀ ଆମେ ମୁଁତ୍ବର ଜଞ୍ଜାଳରେ ଲଢୁଛୁ ସଂକ୍ଷିପ୍ତ ସମ୍ବନ୍ଧ-ସମ୍ପର୍କରେ ବାନ୍ଧିବା ପାଇଁ । {{gap}}କିଏ ଏହି ମୁଁ ? {{gap}}ପୂର୍ବର ସୁନେଲୀ ମୈତ୍ରୟ କିରଣରେ ସ୍ଥିର ଅଥଚ ଉତ୍ତର-ପୂର୍ବ ଦିଗେ ସାମାନ୍ୟ ଗତିଶୀଳ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର ତୃତୀୟ ନକ୍ଷତ୍ର କୃତ୍ତିକାର ସମୟ ରାଗ? ଧରାପୃଷେ ବିଞ୍ଛାଡ଼ି ହୋଇ ପଡୁଥିବା ଅସହ୍ୟ ସ୍ଵର୍ଣ୍ଣରେଣୁ ଜନିତ ପ୍ରଖର ଉତ୍ତାପର ବିକିରଣ? ସାୟଂକାଳୀନ ଦୂରଗାମୀ ଲୋହିତରଙ୍ଗ ଆକାଶରେ ଧୀରପଦରେ ଗମନକ୍ରମେ ଅପେକ୍ଷିତ ତାରାରୂପୀ ମୃତ-ଅଣ୍ଡଜ-ବୋଳା ରଙ୍ଗର ନଭମଣ୍ଡଳ? {{gap}}କ'ଣ ମୋର ପରିଚୟ? {{gap}}ପ୍ରସ୍ତର, ଲୌହ ଅବା କାଂସ୍ୟଯୁଗୀୟ ସ୍ତୁପ? ଅବହେଳିତ ପୂର୍ବତଟ ପାଇଁ ପ୍ରାର୍ଥନାରତ ସ୍ତୁପୀଭୂତ ମହେଞ୍ଜୋଦାରର ପୁରୋହିତ ସମ୍ରାଟ? ପ୍ରାଚୀ ନଦୀ ଅବବାହିକାରେ ଆବିଷ୍କୃତ ସୌର ଉପାସନାର ସଭ୍ୟତା-ଚିହ୍ନ? ପଶ୍ଚିମୀ ସୁରର ଅଟ୍ଟହାସ ନାଦେ ନାଦିତ ବୈଜ୍ଞାନିକି ଜ୍ଞାନର ଅହଂକାର? ୧୦ ଶଙ୍ଖନାଦ--------------------------------------<noinclude></noinclude> gl78wbxtu5s77t6dh0ackofduux0fe4 59040 59039 2025-07-10T18:59:57Z Chinmayee Mishra 609 59040 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude>{{gap}}ହେ ଆଦିକନ୍ଦ !
{{gap}}ଆପଣଙ୍କ ଚିନ୍ତନେ, ଅଭଙ୍ଗ ସ୍ଥିର ସମୟେ ଏକାଗ୍ରଚିତ୍ତେ, ଶୂନ୍ୟ ବିଚାର ସମାହିତ ସପ୍ତରଙ୍ଗେ ସବୁ ଦ୍ବନ୍ଦ ଉଭେଇଯାଏ । ସମ୍ବନ୍ଧିର ଶୀର୍ଷରେ ରହିଥିବା ଅନନ୍ତଜନ୍ମର ନିଶ୍ଚିତ ସମ୍ପର୍କୀୟ ଆପଣଙ୍କୁ ଆମର ସମ୍ପ୍ରସାରିତ ଅହଙ୍କାରେ, ମୂଢ଼ମତି ଅଜ୍ଞାନୀ ଆମେ ମୁଁତ୍ବର ଜଞ୍ଜାଳରେ ଲଢୁଛୁ ସଂକ୍ଷିପ୍ତ ସମ୍ବନ୍ଧ-ସମ୍ପର୍କରେ ବାନ୍ଧିବା ପାଇଁ ।
{{gap}}କିଏ ଏହି ମୁଁ ?
{{gap}}ପୂର୍ବର ସୁନେଲୀ ମୈତ୍ରୟ କିରଣରେ ସ୍ଥିର ଅଥଚ ଉତ୍ତର-ପୂର୍ବ ଦିଗେ ସାମାନ୍ୟ ଗତିଶୀଳ ହିନ୍ଦୁ ଜ୍ୟୋତିଷ ଶାସ୍ତ୍ରର ତୃତୀୟ ନକ୍ଷତ୍ର କୃତ୍ତିକାର ସମୟ ରାଗ? ଧରାପୃଷେ ବିଞ୍ଛାଡ଼ି ହୋଇ ପଡୁଥିବା ଅସହ୍ୟ ସ୍ଵର୍ଣ୍ଣରେଣୁ ଜନିତ ପ୍ରଖର ଉତ୍ତାପର ବିକିରଣ? ସାୟଂକାଳୀନ ଦୂରଗାମୀ ଲୋହିତରଙ୍ଗ ଆକାଶରେ ଧୀରପଦରେ ଗମନକ୍ରମେ ଅପେକ୍ଷିତ ତାରାରୂପୀ ମୃତ-ଅଣ୍ଡଜ-ବୋଳା ରଙ୍ଗର ନଭମଣ୍ଡଳ?
{{gap}}କ'ଣ ମୋର ପରିଚୟ?
{{gap}}ପ୍ରସ୍ତର, ଲୌହ ଅବା କାଂସ୍ୟଯୁଗୀୟ ସ୍ତୁପ? ଅବହେଳିତ ପୂର୍ବତଟ ପାଇଁ ପ୍ରାର୍ଥନାରତ ସ୍ତୁପୀଭୂତ ମହେଞ୍ଜୋଦାରର ପୁରୋହିତ ସମ୍ରାଟ? ପ୍ରାଚୀ ନଦୀ ଅବବାହିକାରେ ଆବିଷ୍କୃତ ସୌର ଉପାସନାର ସଭ୍ୟତା-ଚିହ୍ନ? ପଶ୍ଚିମୀ ସୁରର ଅଟ୍ଟହାସ ନାଦେ ନାଦିତ ବୈଜ୍ଞାନିକି ଜ୍ଞାନର ଅହଂକାର?
୧୦ ଶଙ୍ଖନାଦ--------------------------------------<noinclude></noinclude> swa2dtzbhbqusmlnerfrtooxtiof1dn ପୃଷ୍ଠା:Shankhanada.pdf/୧୨ 250 12225 59041 59018 2025-07-10T19:04:08Z Chinmayee Mishra 609 59041 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>{{gap}}କେଉଁ ଜୀବନ ମୋର?
{{gap}}ଶୃଙ୍ଗାରିତ ମଞ୍ଚର ମତ୍ତଗର୍ବିତ ନର୍ତ୍ତକୀର ସ୍ଥିର, ଅକାରଣ ଆହରିତ ଜୀବନ-ଦର୍ଶନ ଜ୍ଞାନ? ଶ୍ରୀପାଦ ଶିଳାରେ ଧ୍ୟାନରତା ଦେବୀ କନ୍ୟାକୁମାରୀଙ୍କ ଏକପାଦେ ଶୃଙ୍ଖଳିତ ଜଳପୂର୍ଣ୍ଣ ସରଣୀରେ ସନ୍ତରିତ ସଜୀବ ମତ୍ସ୍ୟ ପରାୟେ ଉର୍ଦ୍ଧଲକ୍ଷ୍ୟ ସାଧନେ ଆତ୍ମଲୀନ, ଫଳପ୍ରସୂ ଜୀବନ?
{{gap}}କୁଆଡ଼େ ମୋ ଲକ୍ଷ୍ୟ?
{{gap}}ଗୋଧୂଳିର କାବ୍ୟପଟଳରେ ନୀଡ଼େ ଅପେକ୍ଷିତ ଶାବକଙ୍କ ଉନ୍ମୁକ୍ତ ଅସଂଲଗ୍ନ, ଅବ୍ୟକ୍ତ ନିସ୍ତବ୍ଧତାରେ ଅଣଲୋଡ଼ିତ ଅବୋଧ୍ୟ କିଚିରି ମିଚିରି ଅସଂବନ୍ଧିତ ଶବ୍ଦ ସଂଯୋଜିତ ଥଳ୍ପ ପ୍ରତୀକ୍ଷାରେ ଯେଉଁଠାରୁ ଶବ୍ଦମାଳ ଡେଣା ଝାଡ଼ି ଉଡ଼ନ୍ତି ।
{{gap}}ଅଥବା ଶରୀର ଓ ଜୀବନର ନେତୃତ୍ଵ ଭାରରେ, ଆତ୍ମାର ବୈଚାରିକ ପରିବାହକ ସ୍ବରେ; ମନ ପ୍ରକାଶ ପୁଞ୍ଜ ଯାତ୍ରୀଙ୍କୁ ରାତ୍ରିକାଳେ ବୋହି ନେଉଥ‌ିବା ଅନିଶ୍ଚିତ ଦୂର ପାହାନ୍ତାର ବିଚାରସୌମ୍ୟ ଦିଗରେ?
{{gap}}ଶ୍ରୀଦେବୀଙ୍କ ଶ୍ରୀ ଆପଣ, ହେ ମାଧବ !
{{gap}}ଭୂଦେବୀଙ୍କୁ ଭୂମି, ଅଜନ୍ମା, ଅଯୋନିଗର୍ଭା, ଅଯୋନିସମ୍ଭୂତା, ଆଦିଦେବ, ସର୍ବବ୍ୟାପୀ ଅହଙ୍କାର, ବୃହଦାରଣ୍ୟକୋପନିଷଦର ତପସ୍ବୀ, ମୃତ୍ୟୁ କାଳୀନ ସ୍ଵୀକାରୋକ୍ତି ଆପଣ । ଜୀବନଶକ୍ତିର ରଙ୍ଗହୀନ-ରସାବୃତ୍ତ ହୃଦସ୍ଥ ଆତ୍ମା ଭିତରେ ଆପଣ ଅଜନ୍ମା ପରମ, ଶ୍ରେଷ୍ଠ ଶାସକ, ସମସ୍ତଙ୍କ ସମ୍ରାଟ ବିଶ୍ରାମ ନେଇଥାନ୍ତି । ଆମ ସୁକର୍ମ ଦ୍ବାରା ଉର୍ଦ୍ଧ୍ୱଗାମୀ ଅଥବା କୁକର୍ମ ଦ୍ବାରା ନିମ୍ନଗାମୀ ଆପଣ ହୋଇ ନଥାନ୍ତି ।
{{gap}}ଅଥଚ ଆପଣ ହିଁ ସମସ୍ତଙ୍କ ଈଶ୍ବର, ସର୍ବବିଷୟୀ ରାଜା, ଶଙ୍ଖନାଦ। ------------------------------------- ୧୧<noinclude></noinclude> ih21gqide05noeynlxe32jmgkoefzfp 59042 59041 2025-07-10T19:04:36Z Chinmayee Mishra 609 59042 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>{{gap}}କେଉଁ ଜୀବନ ମୋର?
{{gap}}ଶୃଙ୍ଗାରିତ ମଞ୍ଚର ମତ୍ତଗର୍ବିତ ନର୍ତ୍ତକୀର ସ୍ଥିର, ଅକାରଣ ଆହରିତ ଜୀବନ-ଦର୍ଶନ ଜ୍ଞାନ? ଶ୍ରୀପାଦ ଶିଳାରେ ଧ୍ୟାନରତା ଦେବୀ କନ୍ୟାକୁମାରୀଙ୍କ ଏକପାଦେ ଶୃଙ୍ଖଳିତ ଜଳପୂର୍ଣ୍ଣ ସରଣୀରେ ସନ୍ତରିତ ସଜୀବ ମତ୍ସ୍ୟ ପରାୟେ ଉର୍ଦ୍ଧଲକ୍ଷ୍ୟ ସାଧନେ ଆତ୍ମଲୀନ, ଫଳପ୍ରସୂ ଜୀବନ?
{{gap}}କୁଆଡ଼େ ମୋ ଲକ୍ଷ୍ୟ?
{{gap}}ଗୋଧୂଳିର କାବ୍ୟପଟଳରେ ନୀଡ଼େ ଅପେକ୍ଷିତ ଶାବକଙ୍କ ଉନ୍ମୁକ୍ତ ଅସଂଲଗ୍ନ, ଅବ୍ୟକ୍ତ ନିସ୍ତବ୍ଧତାରେ ଅଣଲୋଡ଼ିତ ଅବୋଧ୍ୟ କିଚିରି ମିଚିରି ଅସଂବନ୍ଧିତ ଶବ୍ଦ ସଂଯୋଜିତ ଥଳ୍ପ ପ୍ରତୀକ୍ଷାରେ ଯେଉଁଠାରୁ ଶବ୍ଦମାଳ ଡେଣା ଝାଡ଼ି ଉଡ଼ନ୍ତି ।
{{gap}}ଅଥବା ଶରୀର ଓ ଜୀବନର ନେତୃତ୍ଵ ଭାରରେ, ଆତ୍ମାର ବୈଚାରିକ ପରିବାହକ ସ୍ବରେ; ମନ ପ୍ରକାଶ ପୁଞ୍ଜ ଯାତ୍ରୀଙ୍କୁ ରାତ୍ରିକାଳେ ବୋହି ନେଉଥ‌ିବା ଅନିଶ୍ଚିତ ଦୂର ପାହାନ୍ତାର ବିଚାରସୌମ୍ୟ ଦିଗରେ?
{{gap}}ଶ୍ରୀଦେବୀଙ୍କ ଶ୍ରୀ ଆପଣ, ହେ ମାଧବ !
{{gap}}ଭୂଦେବୀଙ୍କୁ ଭୂମି, ଅଜନ୍ମା, ଅଯୋନିଗର୍ଭା, ଅଯୋନିସମ୍ଭୂତା, ଆଦିଦେବ, ସର୍ବବ୍ୟାପୀ ଅହଙ୍କାର, ବୃହଦାରଣ୍ୟକୋପନିଷଦର ତପସ୍ବୀ, ମୃତ୍ୟୁ କାଳୀନ ସ୍ଵୀକାରୋକ୍ତି ଆପଣ । ଜୀବନଶକ୍ତିର ରଙ୍ଗହୀନ-ରସାବୃତ୍ତ ହୃଦସ୍ଥ ଆତ୍ମା ଭିତରେ ଆପଣ ଅଜନ୍ମା ପରମ, ଶ୍ରେଷ୍ଠ ଶାସକ, ସମସ୍ତଙ୍କ ସମ୍ରାଟ ବିଶ୍ରାମ ନେଇଥାନ୍ତି । ଆମ ସୁକର୍ମ ଦ୍ବାରା ଉର୍ଦ୍ଧ୍ୱଗାମୀ ଅଥବା କୁକର୍ମ ଦ୍ବାରା ନିମ୍ନଗାମୀ ଆପଣ ହୋଇ ନଥାନ୍ତି ।
{{gap}}ଅଥଚ ଆପଣ ହିଁ ସମସ୍ତଙ୍କ ଈଶ୍ବର, ସର୍ବବିଷୟୀ ରାଜା,
ଶଙ୍ଖନାଦ। ------------------------------------- ୧୧<noinclude></noinclude> huaf53cilreqtjghh0byhacazfk1c3d 59043 59042 2025-07-10T19:04:50Z Chinmayee Mishra 609 /* Proofread */ 59043 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude>{{gap}}କେଉଁ ଜୀବନ ମୋର?
{{gap}}ଶୃଙ୍ଗାରିତ ମଞ୍ଚର ମତ୍ତଗର୍ବିତ ନର୍ତ୍ତକୀର ସ୍ଥିର, ଅକାରଣ ଆହରିତ ଜୀବନ-ଦର୍ଶନ ଜ୍ଞାନ? ଶ୍ରୀପାଦ ଶିଳାରେ ଧ୍ୟାନରତା ଦେବୀ କନ୍ୟାକୁମାରୀଙ୍କ ଏକପାଦେ ଶୃଙ୍ଖଳିତ ଜଳପୂର୍ଣ୍ଣ ସରଣୀରେ ସନ୍ତରିତ ସଜୀବ ମତ୍ସ୍ୟ ପରାୟେ ଉର୍ଦ୍ଧଲକ୍ଷ୍ୟ ସାଧନେ ଆତ୍ମଲୀନ, ଫଳପ୍ରସୂ ଜୀବନ?
{{gap}}କୁଆଡ଼େ ମୋ ଲକ୍ଷ୍ୟ?
{{gap}}ଗୋଧୂଳିର କାବ୍ୟପଟଳରେ ନୀଡ଼େ ଅପେକ୍ଷିତ ଶାବକଙ୍କ ଉନ୍ମୁକ୍ତ ଅସଂଲଗ୍ନ, ଅବ୍ୟକ୍ତ ନିସ୍ତବ୍ଧତାରେ ଅଣଲୋଡ଼ିତ ଅବୋଧ୍ୟ କିଚିରି ମିଚିରି ଅସଂବନ୍ଧିତ ଶବ୍ଦ ସଂଯୋଜିତ ଥଳ୍ପ ପ୍ରତୀକ୍ଷାରେ ଯେଉଁଠାରୁ ଶବ୍ଦମାଳ ଡେଣା ଝାଡ଼ି ଉଡ଼ନ୍ତି ।
{{gap}}ଅଥବା ଶରୀର ଓ ଜୀବନର ନେତୃତ୍ଵ ଭାରରେ, ଆତ୍ମାର ବୈଚାରିକ ପରିବାହକ ସ୍ବରେ; ମନ ପ୍ରକାଶ ପୁଞ୍ଜ ଯାତ୍ରୀଙ୍କୁ ରାତ୍ରିକାଳେ ବୋହି ନେଉଥ‌ିବା ଅନିଶ୍ଚିତ ଦୂର ପାହାନ୍ତାର ବିଚାରସୌମ୍ୟ ଦିଗରେ?
{{gap}}ଶ୍ରୀଦେବୀଙ୍କ ଶ୍ରୀ ଆପଣ, ହେ ମାଧବ !
{{gap}}ଭୂଦେବୀଙ୍କୁ ଭୂମି, ଅଜନ୍ମା, ଅଯୋନିଗର୍ଭା, ଅଯୋନିସମ୍ଭୂତା, ଆଦିଦେବ, ସର୍ବବ୍ୟାପୀ ଅହଙ୍କାର, ବୃହଦାରଣ୍ୟକୋପନିଷଦର ତପସ୍ବୀ, ମୃତ୍ୟୁ କାଳୀନ ସ୍ଵୀକାରୋକ୍ତି ଆପଣ । ଜୀବନଶକ୍ତିର ରଙ୍ଗହୀନ-ରସାବୃତ୍ତ ହୃଦସ୍ଥ ଆତ୍ମା ଭିତରେ ଆପଣ ଅଜନ୍ମା ପରମ, ଶ୍ରେଷ୍ଠ ଶାସକ, ସମସ୍ତଙ୍କ ସମ୍ରାଟ ବିଶ୍ରାମ ନେଇଥାନ୍ତି । ଆମ ସୁକର୍ମ ଦ୍ବାରା ଉର୍ଦ୍ଧ୍ୱଗାମୀ ଅଥବା କୁକର୍ମ ଦ୍ବାରା ନିମ୍ନଗାମୀ ଆପଣ ହୋଇ ନଥାନ୍ତି ।
{{gap}}ଅଥଚ ଆପଣ ହିଁ ସମସ୍ତଙ୍କ ଈଶ୍ବର, ସର୍ବବିଷୟୀ ରାଜା,
ଶଙ୍ଖନାଦ। ------------------------------------- ୧୧<noinclude></noinclude> jkcbheg95mla7rw8e7ifgytt2xypfvv ପୃଷ୍ଠା:Shankhanada.pdf/୧୩ 250 12226 59044 59019 2025-07-10T19:08:53Z Chinmayee Mishra 609 59044 proofread-page text/x-wiki <noinclude><pagequality level="1" user="Ssgapu22" /></noinclude> ସମସ୍ତଙ୍କ ତ୍ରାଣକର୍ତ୍ତା ଅଟନ୍ତି । ସଂସାରକୁ ଘୃଣିତ ହେବାରୁ ରକ୍ଷା କରିବା ନିମନ୍ତେ ଆପଣ ତଟ ଓ ତଟରକ୍ଷକ ଅଟନ୍ତି । ଆମ ଆତ୍ମା ଭିତରେ ଆପଣଙ୍କୁ ହୃଦୟଙ୍ଗମ କରିବା ବ୍ୟକ୍ତି ତପସ୍ବୀ ଅଟନ୍ତି । ସଂସାର ମଙ୍ଗଳ କାମନା କରି ଭିକ୍ଷୁ ସାଜି ଗୃହତ୍ୟାଗୀ ହୋଇଥାନ୍ତି । ବିଛୁରିତ ସୂର୍ଯ୍ୟଙ୍କ କିରଣ ଦ୍ବାରା ଆଲୋକ ପ୍ରଦାନ କରନ୍ତୁ । ହେ ସୂର୍ଯ୍ୟ ! ହେଁ ବିଷ୍ଣୁ ! ହେ ମାଧବ ! ଅର୍ଥ-ଉନ୍ନୀଳିତ ଜ୍ଞାନ ଚକ୍ଷୁରେ ପୁଣି ଥରେ ଶିବ-ତାଣ୍ଡବ ନୃତ୍ୟର ଉଡ୍ରଧୈବତ ସୁର ଝଙ୍କୃତ କରିଉଠୁ । {{Css image crop |Image = Shankhanada.pdf |Page = 13 |bSize = 399 |cWidth = 135 |cHeight = 47 |oTop = 203 |oLeft = 131 |Location = center |Description = }} ୧୨ | ଶଙ୍ଖନାଦ --------------------------------------------------------<noinclude></noinclude> 3fey66orfhpbjel2q0ovcb4ttxx00wp 59045 59044 2025-07-10T19:09:12Z Chinmayee Mishra 609 /* Proofread */ 59045 proofread-page text/x-wiki <noinclude><pagequality level="3" user="Chinmayee Mishra" /></noinclude> ସମସ୍ତଙ୍କ ତ୍ରାଣକର୍ତ୍ତା ଅଟନ୍ତି । ସଂସାରକୁ ଘୃଣିତ ହେବାରୁ ରକ୍ଷା କରିବା ନିମନ୍ତେ ଆପଣ ତଟ ଓ ତଟରକ୍ଷକ ଅଟନ୍ତି । ଆମ ଆତ୍ମା ଭିତରେ ଆପଣଙ୍କୁ ହୃଦୟଙ୍ଗମ କରିବା ବ୍ୟକ୍ତି ତପସ୍ବୀ ଅଟନ୍ତି । ସଂସାର ମଙ୍ଗଳ କାମନା କରି ଭିକ୍ଷୁ ସାଜି ଗୃହତ୍ୟାଗୀ ହୋଇଥାନ୍ତି । ବିଛୁରିତ ସୂର୍ଯ୍ୟଙ୍କ କିରଣ ଦ୍ବାରା ଆଲୋକ ପ୍ରଦାନ କରନ୍ତୁ । ହେ ସୂର୍ଯ୍ୟ ! ହେଁ ବିଷ୍ଣୁ ! ହେ ମାଧବ ! ଅର୍ଥ-ଉନ୍ନୀଳିତ ଜ୍ଞାନ ଚକ୍ଷୁରେ ପୁଣି ଥରେ ଶିବ-ତାଣ୍ଡବ ନୃତ୍ୟର ଉଡ୍ରଧୈବତ ସୁର ଝଙ୍କୃତ କରିଉଠୁ । {{Css image crop |Image = Shankhanada.pdf |Page = 13 |bSize = 399 |cWidth = 135 |cHeight = 47 |oTop = 203 |oLeft = 131 |Location = center |Description = }} ୧୨ | ଶଙ୍ଖନାଦ --------------------------------------------------------<noinclude></noinclude> rfwrk6q2ldb34ujrnvt6hrkd05czohj ପୃଷ୍ଠା:Shankhanada.pdf/୧୮ 250 12231 59038 2025-07-10T14:46:39Z Ssgapu22 248 /* ପ୍ରମାଣିତ ହୋଇନଥିବା */ "ସନ୍ଧ୍ୟାରେ ବାବା ଘରକୁ ଆସି ଗମ୍ଭୀର ହୋଇ ବସି ରହିଥିଲେ । ମାଆଙ୍କ ବାରମ୍ବାର ପ୍ରଶ୍ନରେ କହିଥିଲେ ଯେ ସେ କାଲି ସକାଳେ କଟକ ଯାଉଛନ୍ତି । ଭାଇଙ୍କ ସେଠାରେ ରହିଥ‌ିବାର ଖବର ପାଇଛନ୍ତି । ବାବା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59038 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>ସନ୍ଧ୍ୟାରେ ବାବା ଘରକୁ ଆସି ଗମ୍ଭୀର ହୋଇ ବସି ରହିଥିଲେ । ମାଆଙ୍କ ବାରମ୍ବାର ପ୍ରଶ୍ନରେ କହିଥିଲେ ଯେ ସେ କାଲି ସକାଳେ କଟକ ଯାଉଛନ୍ତି । ଭାଇଙ୍କ ସେଠାରେ ରହିଥ‌ିବାର ଖବର ପାଇଛନ୍ତି । ବାବାଙ୍କ ସହ ଭାଇ ଆସି ନ ଥିଲେ । ବାବାଙ୍କ ପଛରେ କେହି ନ ଥ‌ିବାର ଶୂନ୍ୟତାକୁ ଅନୁଭବ କରି ବିକଳ ହୋଇ ମା' ବାବାଙ୍କୁ ଚାହିଁ ପଚାରିଥିଲେ, ‘କୁଆଡେ ଗଲା? ଆସିଲାନି?' ନିରାଶ ହୋଇ ବାବା ମୁଣ୍ଡ ହଲାଇ ନାହିଁ କଲେ, ‘ସଂଘ ଅଫିସରେ ରହି ପାଠ ପଢୁଛି । ଖାକି ପେଣ୍ଟ ପିନ୍ଧୁଛି । ଲାଠି ଧରୁଛି । ବି.ଏ. ଶେଷ ବର୍ଷ ତା'ର । ମା' ଚିହିଁକି ଉଠିଲେ, 'ସେମାନଙ୍କର ଏତେ ସାହସ? ମୋ ପିଲା ଉପରେ ତାଙ୍କର କି ଅଧିକାର ଅଛି? ପୋଲିସରେ କହିଲନି?' ସମର୍ପିତ ସ୍ବରରେ ବାବା କହିଥିଲେ, 'ସେମାନେ ତା'କୁ କ'ଣ ଜବରଦସ୍ତ ରଖୁଛନ୍ତି? ବୟସ ହେଲାଣି । ପାଠ ପଢୁଛି । ତା' ଇଚ୍ଛା ବିରୁଦ୍ଧରେ ଯାଇ ଆଉ ଥରେ ତାକୁ ହରେଇବା ପାଇଁ ମୋର ସାହସ ନାହିଁ ।’ ବାବାଙ୍କ କଣ୍ଠରେ ପୂର୍ବର ଦମ୍ଭ ନ ଥିଲା । ସ୍ବୟଂପ୍ରଭାଙ୍କ ଆଖ‌ିରେ ବିଦ୍ୟୁତ ତରଙ୍ଗରେ ଚତୁର୍ଥ ଶ୍ରେଣୀରେ ପଢୁଥ‌ିବା ବେଳର ଯାତ୍ରାର ଦୃଶ୍ୟ ନାଚି ଉଠିଥିଲା । ସ୍ଵାମୀ ବିବେକାନନ୍ଦଙ୍କ ଶୋଭାଯାତ୍ରାରେ ଚାଲୁଥ‌ିବା ଭିଡ଼ ଭିତରେ ଗେରୁଆ ପୋଷାକ ପିନ୍ଧିଥ‌ିବା କିଛି ଲୋକଙ୍କ ସହ ଖାକି ପେଣ୍ଟ ଓ ଧଳା ସାର୍ଟ ପିନ୍ଧା ଲାଠି ଧରା ଯୁବକମାନେ ମଧ୍ୟ ଥିଲେ । ଦିନେ ଅର୍ଦ୍ଧରାତ୍ର ସମୟରେ କିଛି ଶବ୍ଦର କଣ୍ଠସ୍ପର୍ଶରେ ଶଙ୍ଖନାଦ ୧୭<noinclude></noinclude> skecxfkx2uptikahyk9r9tpdgm91dzy