ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.46.0-wmf.23 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ଯମକରାଜ ଚଉତିଶା 0 11612 59437 57794 2026-04-09T13:10:01Z ~2026-21844-65 3015 59437 wikitext text/x-wiki {{header | title = ଯମକରାଜ ଚଉତିଶା | author = ଉପେନ୍ଦ୍ର ଭଞ୍ଜ | translator = | section = | previous = | next = | year = | notes = ଏହି ଚଉତିଶାରେ କୋଇଲି ମାଧ୍ୟମରେ ଶ୍ରୀକୃଷ୍ଣ ରାଧାଙ୍କ ପ୍ରତି ଥିବା ତାଙ୍କର ପ୍ରେମ ଭାବ ପ୍ରକାଶ କରିଛନ୍ତି । ଚଉତିଶାଟିରେ ଯମକ ଅଳଙ୍କାରର ପ୍ରାଧାନ୍ୟ ରହିଥିବାରୁ ଏହାରି ନାମ ‘ଯମକରାଜ ଚଉତିଶା’ ହୋଇଅଛି । }} <center> (ରାଗ କୌଶିକ) <poem> କୁଞ୍ଜବନେ କଳାନିଧି କଳାନିଧି କଳାନିଧି କଳା ଶ୍ରୀ ହରି କହନ୍ତି ସକଳ କଳକଣ୍ଠୀ ପାଶେ କଳଣ୍ଠୀ ପ୍ରୀତି ସୁମରି କୋକିଳ, କି କରୁଥିବ ରାମାମଣି କୁସୁମ ଶାୟକ ଶାୟକ ଶାୟକ ବିନ୍ଧୁଥିବ ଟାଣି ।୧। ଖଞ୍ଜନ ନୟନୀ କଟକ କଟକ କଟକ କଟକ ଶୋଭିନୀ ଖେଦନ ଘେନିବ ହାଟକ ହାଟକ ହାଟକ ସୁମନ ମୋହିନୀ କୋକିଳ, କ୍ଷିତିମଣ୍ଡନା କଞ୍ଜାନନୀ ଖଞ୍ଜିଥିଲା କଟକ କଟକ କଟକ ସୁସ୍ୱନାଗମନୀ ।୨। ଗଳାମାଳା ମୋର ପ୍ରିୟକ ପ୍ରିୟକ ପ୍ରିୟକ ପ୍ରିୟକ ଦେଖିବ ଗଉରୀ ନକରି ପ୍ରିୟକ ପ୍ରିୟକ ପ୍ରିୟକ ମୋହିନୀ ବସିବ କୋକିଳ, ଗୁଣମଣି କେହ୍ନେ ବଞ୍ଚିବ ଗୁରୁସମ ଡୋଳା ତରଳ ତରଳ ତରଳ ତାର ହେଉଥିବ ।୩। ଘେନିବ ପୁନାଗ ପୁନାଗ ପୁନାଗ ପୁନାଗ ଦେଖି ଚମକିବ ଘନକେଶୀ ଅଙ୍ଗ ପରାସେ ପରାସେ ପରାସେ ହୋଇବ କୋକିଳ, ଘୋଷ ଥିବ ପ୍ରୀତି ନିକର ଘନେ ନାଶୁଥିବ କଦମ୍ବ କଦମ୍ବ କଦମ୍ବ କଦମ୍ବ ଗତିର ।୪। ନ ଚାହୁଁ ଥିବ ସେ ଗଣିକା ଗଣିକା ଗଣିକା ଗଣିକା ଗାମିନୀ ନୟନ ଅମଳ ନଳୀନ ନଳୀନ ନଳୀନ ଦିଶୁଥିବ ପୁଣି କୋକିଳ, ନିଶ୍ଚେ ଶୋଇଥିବ ଅବନୀ ନ ଘେନି ତିଳକ ତିଳକ ତିଳକ ତିଳକ ତିଳକ ତିଳକଗାମିନୀ ।୫। ଚତୁରୀ ଚନ୍ଦ୍ରମା ଚନ୍ଦ୍ରମା ଚନ୍ଦ୍ରମା ସଦନ ଭାନୁସମ ଘେନି ଚାହିଁଲେ କରିବେ ମୋ ନାମ ତାରକ ତାରକ ତାରକମଣ୍ଡନୀ କୋକିଳ, ଚାରୁମୁଖୀ କେହ୍ନେ ବଞ୍ଚିବ ଚାହିଁଲେ ମଦନ ମଦନ ମଦନ ମଦନ ମଦନ ଦହିବ ।୬। କ୍ଷମାନିଧି ମୋର ହାରିକଣ୍ଠ ହାରିକଣ୍ଠ ହାରିକଣ୍ଠବଚନୀ ଛଇଳା କୁମୁଦ କୁମୁଦ କୁମୁଦ କୁମୁଦନିନ୍ଦିତ ହାସିନୀ କୋକିଳ, କ୍ଷିତିରେ ଗଡ଼ୁଥିବ ଧନ କ୍ଷଣେ ଶୁଣି ସୁତକଣ୍ଠ ସୁତକଣ୍ଠ ସୁତକଣ୍ଠ ମୃଦୁ ବଚନ ।୭। ଜୀବନ ଜୀବନ ଜୀବନ ଜୀବନ ଧନୀ ସୁକୁନ୍ତଳା ତେଜିବ ଜଗତ ନଳିନୀ ନଳିନୀ ନଳିନୀ ନଳିନୀ ଯେବେ ନିରେଖିବ କୋକିଳ, ଜବାଧରା ମନରଞ୍ଜନା ଜଗତ ସୁରଭି ସୁରଭି ସୁରଭି ସୁରଭି ସୁରଭି ବରନା ।୮। ଝାମ ଯିବ କଳକଣ୍ଠ କଳକଣ୍ଠ କଳକଣ୍ଠ ସୁବାଣୀ ଶୁଣି ଝଳି ଚିବୁକ ଧରିଥିବ ବୈକୁଣ୍ଠ ବୈକୁଣ୍ଠ ମାନସହାରିଣୀ କୋକିଳ, ଝାଳେ ତିନ୍ତିଥିବ ଶରୀର ଝଡ଼ିଥିବ ତା’ର ଅଧର ଅଧର ଅରୁଣ ଅରୁଣ ନିକର ।୯। ନିଶ୍ଚୟେ ସଜନୀ ପଲାଶ ପଲାଶ ପଲାଶ ପଲାଶ କରିବ ନରଞ୍ଜନା ରଞ୍ଜନା ରଞ୍ଜନା ରାତ୍ର ବରଷ ସମାନ ଗଣିବ କୋକିଳ, ନୀରବ କାଳେ କି କରିବ ନିରତେ କଣ୍ଟକ କଣ୍ଟକ କଣ୍ଟକନେତ୍ରାରେ ଜାତ ହେଉଥିବ ।୧୦। ଟେକେଣ ରମଣୀ ରମଣୀ ରମଣୀ ଏକାନ୍ତେ ଚିନ୍ତୁଥିବ ବସି ଟାଣ ଅନଳ ମଣିବ ଘନସାର ଘନସାରଜିତ ସୁକେଶୀ କୋକିଳ, ଟକି ପଡ଼ୁଥିବ ମୋ ସଖୀ ଟାଣ କଟାକ୍ଷୀ ମୋ ଜୀମୂତ ଜୀମୂତ ଜୀମତୂ ଦେଖି ହେବ ଦୁଃଖୀ ।୧୧। ଠିକେଣ ଦେଖିବ ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଭଜିବ ଠା ଠିକ ରୋହିତ ରୋହିତ ରୋହିତ ରୋହିତ ତା’ର ବିନାଶିବ କୋକିଳ, ଠକ ଶମ୍ବରାରି ଚର୍ଚ୍ଚିବ ଠିକ କୁଚ ବଳାହକ ବଳାହକ ଦମ୍ଭନାଶନେ ଟାଣୁଥିବ ।୧୨। ଡମ୍ବରୁମଧ୍ୟାର ଅଶୋକ ଅଶୋକ ଅଶୋକ ଅଶୋକ ନାଶିବ ଡାଳିମ୍ବ ଦଶନମଣ୍ଡଳୀ ଅଳୀକ ଅଳୀକ ଅଳୀକ କରିବ କୋକିଳ, ଡୋଳା ପ୍ରତିମା ଅବଳାକୁ ଡୋଳାଇଲା ଚଉରୀକ ଚଉରୀକ ଚଉରୀକ ଚମ୍ପା ଶୋଭାକୁ ।୧୩। ଢଳିଥିବ ନିକି କଦମ୍ବ କଦମ୍ବ କଦମ୍ବ କଦମ୍ବ ଶଯ୍ୟାରେ ଢାଳେ ଘେନି ପଦ୍ମ କୋରକ କୋରକ କୋର କରି ତାର ପ୍ରକାରେ କୋକିଳ, ଡାଳେ ନ ଚାହିଁବ ସେ ଧୀରେ ତାଳେ ରଖିଥିବ ସୁପର୍ଣ୍ଣ ସୁପର୍ଣ୍ଣ ସୁପର୍ଣ୍ଣ ନ ରଖି ଅଙ୍ଗରେ ।୧୪। ଏକ କରି କୁଚେ ଜଘନ କଦଳୀ କଦଳୀ କଦଳୀ-ନୟନେ ଏବେ ମଣୁଥିବ ରମଣୀ ପାବକ ପାବକ ପାବକ ସମାନେ କୋକିଳ, ଆହା ମୋ ପ୍ରିୟ ରସକଳା ଅଙ୍ଗନା ସାରଙ୍ଗ ସାରଙ୍ଗ ସାରଙ୍ଗ ବଚନ ଶୁଣି ହେବ ଭୋଳା ।୧୫। ତା ନେତ୍ର କରିବ ସାରଙ୍ଗ ସାରଙ୍ଗ ଶାରଙ୍ଗଧର ସୂନବାଣ ତରୁଣୀ ନ ଘେନି ଅଶନ ଅମୃତ ଅମୃତ ଅମୃତ କରିଣ କୋକିଳ, ତୁଙ୍ଗସ୍ତନା କେହ୍ନେ ବଞ୍ଚିବ ତା’ର ରୁନ୍ଧି ହେବ ଶ୍ରୀକଣ୍ଠ ଶ୍ରୀକଣ୍ଠ ଶ୍ରୀକଣ୍ଠଭୂଷଣ ଚିନ୍ତିବ ।୧୬। ଥିବ ଦୂର କରି ପୁଲକ ପୁଲକ ପୁଲକ ଅଙ୍ଗେ ହେବ ଜାତ ଥିର ଗତି ନିନ୍ଦେ ମଲ୍ଲିକା ମଲ୍ଲିକା ମଲ୍ଲିକା ଚାହିଁ ହେବ ନତ କୋକିଳ, ଥିଲାକ ତାକୁ ଏତେ ଦଶା ଥରେ ନାଶୁଥିବ ବିବେକ ବିବେକ ବିବେକ ଆହା ମୋ ସୁଦୃଶା ।୧୭। ଦୂର କରିଥିବ ନବୀନା ମାଳୀକା ମାଳୀକା ମାଳୀକା ମାଳୀକା ଦହିବ କଦନ ମାଳିକା ମାଳିକା ମାଳିକା ନିଃଶ୍ୱନେ, ବାଳିକା କୋକିଳ, ଦୂର କରେ ସେ ମୋ ଦୁଃଖକୁ ଦୁଃଖ ଧ୍ୱଂସିନୀ ମୋ ମଣିବ ଅଳକ ଅଳକ ଅଳକ କରକୁ ।୧୮। ଧୀରେ ଚାହିଁ ନେତ୍ରେ କକୁଭ କକୁଭ କକୁଭ କକୁଭ କକୁଭ ଧବଳ ସଦନ ଗହନ ଗହନ ଗହନ ପ୍ରାୟେ ଅସୁଲଭ କୋକିଳ, ଧରିଥିବ ସତେ ଜୀବନ ଧୀରେ ଚାହିଁ ବାଳା ଗହନ ଗହନ ଗହନମୁଖୀ ତେଜି ଜ୍ଞାନ ।୧୯। ନୂତନ ପରିଘ ପରିଘ ପରିଘ ପରିଘ ପ୍ରାୟେ ଥିବ ହୋଇ ନେତ୍ରଲୀଳା କଉଶିକ କଉଶିକ କଉଶିକ ଚିତ୍ର ଦିଶଇ କୋକିଳ, ନବ ଅଙ୍ଗନା ସେ ରମଣୀ ନୟନ କେସରୀ କେ ସରି କେଶରୀକଟି ରସିକା ଶିରୋମଣି ।୨୦। ପଦ୍ମନେତ୍ର ଟେକି ଚାହିଁଲେ କେଶରୀ କେଶରୀ ଭଜିବେ ମହୀକି ପଡ଼ିବ ମୂର୍ଚ୍ଛାରେ ପତଙ୍ଗ ପତଙ୍ଗ ପତଙ୍ଗ ଦେଖିଲେ ସହୀକି କୋକିଳ, ପୀନସ୍ତନା ଏହା ସହିଲା ପଦ ସ୍ୱର୍ଗ କରି ଲୋଡ଼ିଣ ଆଲୋକ ଆଲୋକ ଆଲୋକ ହୋଇଲା ।୨୧। ସ୍ଫୁଟହାସୀ ହେବ ବାଳୀକ ବାଳୀକ ବାଳୀକ ରତି ମୋର ଶୁଣି ଫେନୁଟି ନ ଚାହିଁ କାଳିକା କାଳିକା କାଳିକା ପରା ଏକ ମଣି କୋକିଳ, ଫୁରୁଣା ଛାଡ଼ିଥିବ ପ୍ରାଣ ଫୁଲଲୀଟକେଶୀ କେକିନୀ କଳାପ କଳାପ କଳାପ ଦେଖିଣ ।୨୨। ବାରେ ହେବ କି ତା ଲକ୍ଷଣ ଲକ୍ଷଣ ଲକ୍ଷଣ କାମ ଜାଣିବାକୁ ବଦନ ତ ରାମ ଲକ୍ଷଣ ଲକ୍ଷଣ ଲକ୍ଷଣ ମୋ କାମଜ୍ୱରକୁ କୋକିଳ, ବାଳା କୋମଳା ରସିକିନି ବସି ଚାହୁଁଥିବ ପଦ୍ମିନୀ ପଦ୍ମିନୀ ପଦ୍ମିନୀ ଗାମିନୀ ମୋ ଧନୀ ।୨୩। ଭାଜିଥିବ ଏବେ ରଜତ ରଜତ ରଜତ କାମମୁଖେ ପଡ଼ି ଭଲ ତ ଚାହିଁବ ହରିତ ହରିତ ହରିତନେତ୍ରୀ ନେତ୍ର ଫେଡ଼ି କୋକିଳ, ଭାବବତୀ ଭାବ ଜାଣଇ ଭଲା ଦୂର ହେଲା ଭାବିନୀ ଭାବିନୀ ଲଜ୍ଜାରେ ଜୀବ ଯାଉ ନାହିଁ ।୨୪। ମଣିବ ତାରକ ସମାନ କୁନ୍ଦକୁ କୁନ୍ଦକୁ କୁନ୍ଦକୁ ହୋଇବ ମଦାଳସୀ କୁନ୍ଦ ସତେ କି ମୁକୁନ୍ଦ ମୁକୁନ୍ଦ ମୁକୁନ୍ଦ ହୋଇବ କୋକିଳ, ମହାଘୋର ଭୟ କରିବ ମନେ ଚିନ୍ତୁଥିବା କାନନ କାନନ କାନନ ସମାନ ମଣିବ ।୨୫। ଯୋଷାମଣି ମୀନକେତନ କେତନ କେତନ କେତନ ରସାଇ ଯେବେ ଚାହିଁ ଦେବ କେତନ କେତନ କେତନ ତେବେ ମୋହଯାଇ କୋକିଳ, ଯତନେ ତା’ର ସଖୀଗଣ ଯୁବତୀ ଶରୀରେ କାଞ୍ଚନ କାଞ୍ଚନ କାଞ୍ଚନ କରିବେ ଲେପନ ।୨୬। ରମଣୀ ବିକ୍ରମ ବିକ୍ରମ ବିକ୍ରମ ଚାହିଁଣ ଭ୍ରମ ହେଉଥିବ ରଞ୍ଜିନୀ କାହାର ବିକ୍ରମ ବିକ୍ରମ ବିକ୍ରମ ଭାବି ତା ତେଜିବ କୋକିଳ, ରସା ଚିରିବ ନଖେ ବସି ରାମ ଅନାଇଲେ କୁସୁମ କୁସୁମ କୁସୁମରେ କର ନିବେଶି ।୨୭। ଲୀଳା ବିକାଶିନୀ ଗଉର ଗଉର ଗଉର ପରାଏ ମଣିବ ଲଳିତ ଗଉରୀ ଗଉରୀ ଗଉରୀ ଅନୁବରତରେ ଗୁଣିବ କୋକିଳ, ଲୟଥିବ ତାର ମୋ ତହିଁ ଲାବଣ୍ୟ ଅଧର ଗଉର ଗଉର ଗଉର ହୋଇଥିବ ନୋହି ।୨୮। ବ୍ୟଥିତ ହୋଇ ଚାହୁଁ ଥିବ ହରିଣ ହରିଣ ହରିଣନୟନୀ ବିନ୍ଧିବି ବିଶିଖ ବିଶିଖ କୁମୁଦ କୁମୁଦ ଶର ରୋଷ ଘେନି କୋକିଳ, ବାଣୀ ନ ଶୁଭିବ ତାହାରି ବଡ଼ ଦୁଃଖରେ ରହିଥିବ ବନ୍ଧୁଜୀବ ବନ୍ଧୁ ଜୀବଜିତ ଅଧରୀ ।୨୯। ସିଞ୍ଚୁଥିବ ଏବେ ପୁଷ୍କର ପୁଷ୍କର ପୁଷ୍କର ତାହାର ସଜନୀ ସଜନୀ ଧରିଥିବ ତୁଣ୍ଡେ ପୁଷ୍କର ପୁଷ୍କର ପୁଷ୍କରଗମନୀ କୋକିଳ, ଶଶୀଆନନୀ ହେଲା ଦୁଃଖୀ ଶୀର୍ଣ୍ଣ ହୋଇଥିବ ଅନାଇ ପୁଷ୍କର ପୁଷ୍କର ଲୋଡ଼ୁଥିବି ସଖୀ ।୩୦। ଶଶାଙ୍କ ସଙ୍ଘାତ ସଙ୍ଘାତ ସଙ୍ଘାତ ବିଶିଖା କରିବ ହୃଦରେ ସୁମନା ସୁମନା ସୁମନା ମଣ୍ଡନା ଦିନେ ହେବ ଯଶ ଉରରେ କୋକିଳ, ସରୁ ନ ଥିବ ଦିବା ରାତି ଶୋକ କରୁଥିବ ଅନାଇ ସୁମନା ସୁମନା ସୁମନା ସୁଚିତ୍ରୀ ।୩୧। ସକଳ କରିବ ଯମକ ଯମକ ଯମକ ଅଳିସୁତ ସ୍ୱରେ ଶୋଇ ନଥିବ ସେ ପଲକେ ପଲକେ ମୋର କେଳି ଗୁଣି ମନରେ କୋକିଳ, ଶଶୀକଳା ପ୍ରାୟ ହେବନି ଶ୍ରବଣେ ଶୁଣି ସେ ଅଳପକ ଅଳପକ ଅଳପକ ମୋ ଧନୀ ।୩୨। ହେବନି ତା ମୁଖ ବନଜ ବନଜ ବନଜ ବାଛିଳା ପରାଏ ହଂସଗତି କରିବାକୁ ଶିବ ଶିବ ଶିବ ଗୁଣୁଥିବ ହୃଦୟେ କୋକିଳ, ହେଳାବତୀ ପାଶେ କହିବ ହେଳେ ନାଶୁଅଛି ଦର୍ପକ ଦର୍ପକ ଏଥିରୁ କେ ମୋତେ ତାରିବ ।୩୩। କ୍ଷମାସିନ୍ଧୁ ଥାଉ ବୃଷାଙ୍କ ବୃଷାଙ୍କ ବୃଷାଙ୍କ ଦହୁଛି କ୍ଷିତିମଣ୍ଡନା ପାଶେ ଏତେ କହିବୁ, କର ଧରି ତୋତେ କହୁଛି କୋକିଳ, କ୍ଷମ ହେ ଅଗମ ବ୍ରଜକୁ କ୍ଷମେ ରକ୍ଷାକର ଉପଇନ୍ଦ୍ର ଉପଇନ୍ଦ୍ର ଭଞ୍ଜ ମଙ୍ଗରାଜକୁ ।୩୪। </poem> <center> [[ଶ୍ରେଣୀ:ଉପେନ୍ଦ୍ର ଭଞ୍ଜ ରଚନାବଳୀ]] [[ଶ୍ରେଣୀ:ଚଉତିଶା]] kzxbsu2rnjy4qzk9iwmfcxj9x7paqce 59438 59437 2026-04-09T13:10:38Z ~2026-21844-65 3015 59438 wikitext text/x-wiki {{header | title = ଯମକରାଜ ଚଉତିଶା | author = ଉପେନ୍ଦ୍ର ଭଞ୍ଜ | translator = | section = | previous = | next = | year = | notes = ଏହି ଚଉତିଶାରେ କୋଇଲି ମାଧ୍ୟମରେ ଶ୍ରୀକୃଷ୍ଣ ରାଧାଙ୍କ ପ୍ରତି ଥିବା ତାଙ୍କର ପ୍ରେମ ଭାବ ପ୍ରକାଶ କରିଛନ୍ତି । ଚଉତିଶାଟିରେ ଯମକ ଅଳଙ୍କାରର ପ୍ରାଧାନ୍ୟ ରହିଥିବାରୁ ଏହାରି ନାମ ‘ଯମକରାଜ ଚଉତିଶା’ ହୋଇଅଛି । }} <center> (ରାଗ କୌଶିକ) <poem> କୁଞ୍ଜବନେ କଳାନିଧି କଳାନିଧି କଳାନିଧି କଳା ଶ୍ରୀ ହରି କହନ୍ତି ସକଳ କଳକଣ୍ଠୀ ପାଶେ କଳକଣ୍ଠୀ ପ୍ରୀତି ସୁମରି କୋକିଳ, କି କରୁଥିବ ରାମାମଣି କୁସୁମ ଶାୟକ ଶାୟକ ଶାୟକ ବିନ୍ଧୁଥିବ ଟାଣି ।୧। ଖଞ୍ଜନ ନୟନୀ କଟକ କଟକ କଟକ କଟକ ଶୋଭିନୀ ଖେଦନ ଘେନିବ ହାଟକ ହାଟକ ହାଟକ ସୁମନ ମୋହିନୀ କୋକିଳ, କ୍ଷିତିମଣ୍ଡନା କଞ୍ଜାନନୀ ଖଞ୍ଜିଥିଲା କଟକ କଟକ କଟକ ସୁସ୍ୱନାଗମନୀ ।୨। ଗଳାମାଳା ମୋର ପ୍ରିୟକ ପ୍ରିୟକ ପ୍ରିୟକ ପ୍ରିୟକ ଦେଖିବ ଗଉରୀ ନକରି ପ୍ରିୟକ ପ୍ରିୟକ ପ୍ରିୟକ ମୋହିନୀ ବସିବ କୋକିଳ, ଗୁଣମଣି କେହ୍ନେ ବଞ୍ଚିବ ଗୁରୁସମ ଡୋଳା ତରଳ ତରଳ ତରଳ ତାର ହେଉଥିବ ।୩। ଘେନିବ ପୁନାଗ ପୁନାଗ ପୁନାଗ ପୁନାଗ ଦେଖି ଚମକିବ ଘନକେଶୀ ଅଙ୍ଗ ପରାସେ ପରାସେ ପରାସେ ହୋଇବ କୋକିଳ, ଘୋଷ ଥିବ ପ୍ରୀତି ନିକର ଘନେ ନାଶୁଥିବ କଦମ୍ବ କଦମ୍ବ କଦମ୍ବ କଦମ୍ବ ଗତିର ।୪। ନ ଚାହୁଁ ଥିବ ସେ ଗଣିକା ଗଣିକା ଗଣିକା ଗଣିକା ଗାମିନୀ ନୟନ ଅମଳ ନଳୀନ ନଳୀନ ନଳୀନ ଦିଶୁଥିବ ପୁଣି କୋକିଳ, ନିଶ୍ଚେ ଶୋଇଥିବ ଅବନୀ ନ ଘେନି ତିଳକ ତିଳକ ତିଳକ ତିଳକ ତିଳକ ତିଳକଗାମିନୀ ।୫। ଚତୁରୀ ଚନ୍ଦ୍ରମା ଚନ୍ଦ୍ରମା ଚନ୍ଦ୍ରମା ସଦନ ଭାନୁସମ ଘେନି ଚାହିଁଲେ କରିବେ ମୋ ନାମ ତାରକ ତାରକ ତାରକମଣ୍ଡନୀ କୋକିଳ, ଚାରୁମୁଖୀ କେହ୍ନେ ବଞ୍ଚିବ ଚାହିଁଲେ ମଦନ ମଦନ ମଦନ ମଦନ ମଦନ ଦହିବ ।୬। କ୍ଷମାନିଧି ମୋର ହାରିକଣ୍ଠ ହାରିକଣ୍ଠ ହାରିକଣ୍ଠବଚନୀ ଛଇଳା କୁମୁଦ କୁମୁଦ କୁମୁଦ କୁମୁଦନିନ୍ଦିତ ହାସିନୀ କୋକିଳ, କ୍ଷିତିରେ ଗଡ଼ୁଥିବ ଧନ କ୍ଷଣେ ଶୁଣି ସୁତକଣ୍ଠ ସୁତକଣ୍ଠ ସୁତକଣ୍ଠ ମୃଦୁ ବଚନ ।୭। ଜୀବନ ଜୀବନ ଜୀବନ ଜୀବନ ଧନୀ ସୁକୁନ୍ତଳା ତେଜିବ ଜଗତ ନଳିନୀ ନଳିନୀ ନଳିନୀ ନଳିନୀ ଯେବେ ନିରେଖିବ କୋକିଳ, ଜବାଧରା ମନରଞ୍ଜନା ଜଗତ ସୁରଭି ସୁରଭି ସୁରଭି ସୁରଭି ସୁରଭି ବରନା ।୮। ଝାମ ଯିବ କଳକଣ୍ଠ କଳକଣ୍ଠ କଳକଣ୍ଠ ସୁବାଣୀ ଶୁଣି ଝଳି ଚିବୁକ ଧରିଥିବ ବୈକୁଣ୍ଠ ବୈକୁଣ୍ଠ ମାନସହାରିଣୀ କୋକିଳ, ଝାଳେ ତିନ୍ତିଥିବ ଶରୀର ଝଡ଼ିଥିବ ତା’ର ଅଧର ଅଧର ଅରୁଣ ଅରୁଣ ନିକର ।୯। ନିଶ୍ଚୟେ ସଜନୀ ପଲାଶ ପଲାଶ ପଲାଶ ପଲାଶ କରିବ ନରଞ୍ଜନା ରଞ୍ଜନା ରଞ୍ଜନା ରାତ୍ର ବରଷ ସମାନ ଗଣିବ କୋକିଳ, ନୀରବ କାଳେ କି କରିବ ନିରତେ କଣ୍ଟକ କଣ୍ଟକ କଣ୍ଟକନେତ୍ରାରେ ଜାତ ହେଉଥିବ ।୧୦। ଟେକେଣ ରମଣୀ ରମଣୀ ରମଣୀ ଏକାନ୍ତେ ଚିନ୍ତୁଥିବ ବସି ଟାଣ ଅନଳ ମଣିବ ଘନସାର ଘନସାରଜିତ ସୁକେଶୀ କୋକିଳ, ଟକି ପଡ଼ୁଥିବ ମୋ ସଖୀ ଟାଣ କଟାକ୍ଷୀ ମୋ ଜୀମୂତ ଜୀମୂତ ଜୀମତୂ ଦେଖି ହେବ ଦୁଃଖୀ ।୧୧। ଠିକେଣ ଦେଖିବ ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଭଜିବ ଠା ଠିକ ରୋହିତ ରୋହିତ ରୋହିତ ରୋହିତ ତା’ର ବିନାଶିବ କୋକିଳ, ଠକ ଶମ୍ବରାରି ଚର୍ଚ୍ଚିବ ଠିକ କୁଚ ବଳାହକ ବଳାହକ ଦମ୍ଭନାଶନେ ଟାଣୁଥିବ ।୧୨। ଡମ୍ବରୁମଧ୍ୟାର ଅଶୋକ ଅଶୋକ ଅଶୋକ ଅଶୋକ ନାଶିବ ଡାଳିମ୍ବ ଦଶନମଣ୍ଡଳୀ ଅଳୀକ ଅଳୀକ ଅଳୀକ କରିବ କୋକିଳ, ଡୋଳା ପ୍ରତିମା ଅବଳାକୁ ଡୋଳାଇଲା ଚଉରୀକ ଚଉରୀକ ଚଉରୀକ ଚମ୍ପା ଶୋଭାକୁ ।୧୩। ଢଳିଥିବ ନିକି କଦମ୍ବ କଦମ୍ବ କଦମ୍ବ କଦମ୍ବ ଶଯ୍ୟାରେ ଢାଳେ ଘେନି ପଦ୍ମ କୋରକ କୋରକ କୋର କରି ତାର ପ୍ରକାରେ କୋକିଳ, ଡାଳେ ନ ଚାହିଁବ ସେ ଧୀରେ ତାଳେ ରଖିଥିବ ସୁପର୍ଣ୍ଣ ସୁପର୍ଣ୍ଣ ସୁପର୍ଣ୍ଣ ନ ରଖି ଅଙ୍ଗରେ ।୧୪। ଏକ କରି କୁଚେ ଜଘନ କଦଳୀ କଦଳୀ କଦଳୀ-ନୟନେ ଏବେ ମଣୁଥିବ ରମଣୀ ପାବକ ପାବକ ପାବକ ସମାନେ କୋକିଳ, ଆହା ମୋ ପ୍ରିୟ ରସକଳା ଅଙ୍ଗନା ସାରଙ୍ଗ ସାରଙ୍ଗ ସାରଙ୍ଗ ବଚନ ଶୁଣି ହେବ ଭୋଳା ।୧୫। ତା ନେତ୍ର କରିବ ସାରଙ୍ଗ ସାରଙ୍ଗ ଶାରଙ୍ଗଧର ସୂନବାଣ ତରୁଣୀ ନ ଘେନି ଅଶନ ଅମୃତ ଅମୃତ ଅମୃତ କରିଣ କୋକିଳ, ତୁଙ୍ଗସ୍ତନା କେହ୍ନେ ବଞ୍ଚିବ ତା’ର ରୁନ୍ଧି ହେବ ଶ୍ରୀକଣ୍ଠ ଶ୍ରୀକଣ୍ଠ ଶ୍ରୀକଣ୍ଠଭୂଷଣ ଚିନ୍ତିବ ।୧୬। ଥିବ ଦୂର କରି ପୁଲକ ପୁଲକ ପୁଲକ ଅଙ୍ଗେ ହେବ ଜାତ ଥିର ଗତି ନିନ୍ଦେ ମଲ୍ଲିକା ମଲ୍ଲିକା ମଲ୍ଲିକା ଚାହିଁ ହେବ ନତ କୋକିଳ, ଥିଲାକ ତାକୁ ଏତେ ଦଶା ଥରେ ନାଶୁଥିବ ବିବେକ ବିବେକ ବିବେକ ଆହା ମୋ ସୁଦୃଶା ।୧୭। ଦୂର କରିଥିବ ନବୀନା ମାଳୀକା ମାଳୀକା ମାଳୀକା ମାଳୀକା ଦହିବ କଦନ ମାଳିକା ମାଳିକା ମାଳିକା ନିଃଶ୍ୱନେ, ବାଳିକା କୋକିଳ, ଦୂର କରେ ସେ ମୋ ଦୁଃଖକୁ ଦୁଃଖ ଧ୍ୱଂସିନୀ ମୋ ମଣିବ ଅଳକ ଅଳକ ଅଳକ କରକୁ ।୧୮। ଧୀରେ ଚାହିଁ ନେତ୍ରେ କକୁଭ କକୁଭ କକୁଭ କକୁଭ କକୁଭ ଧବଳ ସଦନ ଗହନ ଗହନ ଗହନ ପ୍ରାୟେ ଅସୁଲଭ କୋକିଳ, ଧରିଥିବ ସତେ ଜୀବନ ଧୀରେ ଚାହିଁ ବାଳା ଗହନ ଗହନ ଗହନମୁଖୀ ତେଜି ଜ୍ଞାନ ।୧୯। ନୂତନ ପରିଘ ପରିଘ ପରିଘ ପରିଘ ପ୍ରାୟେ ଥିବ ହୋଇ ନେତ୍ରଲୀଳା କଉଶିକ କଉଶିକ କଉଶିକ ଚିତ୍ର ଦିଶଇ କୋକିଳ, ନବ ଅଙ୍ଗନା ସେ ରମଣୀ ନୟନ କେସରୀ କେ ସରି କେଶରୀକଟି ରସିକା ଶିରୋମଣି ।୨୦। ପଦ୍ମନେତ୍ର ଟେକି ଚାହିଁଲେ କେଶରୀ କେଶରୀ ଭଜିବେ ମହୀକି ପଡ଼ିବ ମୂର୍ଚ୍ଛାରେ ପତଙ୍ଗ ପତଙ୍ଗ ପତଙ୍ଗ ଦେଖିଲେ ସହୀକି କୋକିଳ, ପୀନସ୍ତନା ଏହା ସହିଲା ପଦ ସ୍ୱର୍ଗ କରି ଲୋଡ଼ିଣ ଆଲୋକ ଆଲୋକ ଆଲୋକ ହୋଇଲା ।୨୧। ସ୍ଫୁଟହାସୀ ହେବ ବାଳୀକ ବାଳୀକ ବାଳୀକ ରତି ମୋର ଶୁଣି ଫେନୁଟି ନ ଚାହିଁ କାଳିକା କାଳିକା କାଳିକା ପରା ଏକ ମଣି କୋକିଳ, ଫୁରୁଣା ଛାଡ଼ିଥିବ ପ୍ରାଣ ଫୁଲଲୀଟକେଶୀ କେକିନୀ କଳାପ କଳାପ କଳାପ ଦେଖିଣ ।୨୨। ବାରେ ହେବ କି ତା ଲକ୍ଷଣ ଲକ୍ଷଣ ଲକ୍ଷଣ କାମ ଜାଣିବାକୁ ବଦନ ତ ରାମ ଲକ୍ଷଣ ଲକ୍ଷଣ ଲକ୍ଷଣ ମୋ କାମଜ୍ୱରକୁ କୋକିଳ, ବାଳା କୋମଳା ରସିକିନି ବସି ଚାହୁଁଥିବ ପଦ୍ମିନୀ ପଦ୍ମିନୀ ପଦ୍ମିନୀ ଗାମିନୀ ମୋ ଧନୀ ।୨୩। ଭାଜିଥିବ ଏବେ ରଜତ ରଜତ ରଜତ କାମମୁଖେ ପଡ଼ି ଭଲ ତ ଚାହିଁବ ହରିତ ହରିତ ହରିତନେତ୍ରୀ ନେତ୍ର ଫେଡ଼ି କୋକିଳ, ଭାବବତୀ ଭାବ ଜାଣଇ ଭଲା ଦୂର ହେଲା ଭାବିନୀ ଭାବିନୀ ଲଜ୍ଜାରେ ଜୀବ ଯାଉ ନାହିଁ ।୨୪। ମଣିବ ତାରକ ସମାନ କୁନ୍ଦକୁ କୁନ୍ଦକୁ କୁନ୍ଦକୁ ହୋଇବ ମଦାଳସୀ କୁନ୍ଦ ସତେ କି ମୁକୁନ୍ଦ ମୁକୁନ୍ଦ ମୁକୁନ୍ଦ ହୋଇବ କୋକିଳ, ମହାଘୋର ଭୟ କରିବ ମନେ ଚିନ୍ତୁଥିବା କାନନ କାନନ କାନନ ସମାନ ମଣିବ ।୨୫। ଯୋଷାମଣି ମୀନକେତନ କେତନ କେତନ କେତନ ରସାଇ ଯେବେ ଚାହିଁ ଦେବ କେତନ କେତନ କେତନ ତେବେ ମୋହଯାଇ କୋକିଳ, ଯତନେ ତା’ର ସଖୀଗଣ ଯୁବତୀ ଶରୀରେ କାଞ୍ଚନ କାଞ୍ଚନ କାଞ୍ଚନ କରିବେ ଲେପନ ।୨୬। ରମଣୀ ବିକ୍ରମ ବିକ୍ରମ ବିକ୍ରମ ଚାହିଁଣ ଭ୍ରମ ହେଉଥିବ ରଞ୍ଜିନୀ କାହାର ବିକ୍ରମ ବିକ୍ରମ ବିକ୍ରମ ଭାବି ତା ତେଜିବ କୋକିଳ, ରସା ଚିରିବ ନଖେ ବସି ରାମ ଅନାଇଲେ କୁସୁମ କୁସୁମ କୁସୁମରେ କର ନିବେଶି ।୨୭। ଲୀଳା ବିକାଶିନୀ ଗଉର ଗଉର ଗଉର ପରାଏ ମଣିବ ଲଳିତ ଗଉରୀ ଗଉରୀ ଗଉରୀ ଅନୁବରତରେ ଗୁଣିବ କୋକିଳ, ଲୟଥିବ ତାର ମୋ ତହିଁ ଲାବଣ୍ୟ ଅଧର ଗଉର ଗଉର ଗଉର ହୋଇଥିବ ନୋହି ।୨୮। ବ୍ୟଥିତ ହୋଇ ଚାହୁଁ ଥିବ ହରିଣ ହରିଣ ହରିଣନୟନୀ ବିନ୍ଧିବି ବିଶିଖ ବିଶିଖ କୁମୁଦ କୁମୁଦ ଶର ରୋଷ ଘେନି କୋକିଳ, ବାଣୀ ନ ଶୁଭିବ ତାହାରି ବଡ଼ ଦୁଃଖରେ ରହିଥିବ ବନ୍ଧୁଜୀବ ବନ୍ଧୁ ଜୀବଜିତ ଅଧରୀ ।୨୯। ସିଞ୍ଚୁଥିବ ଏବେ ପୁଷ୍କର ପୁଷ୍କର ପୁଷ୍କର ତାହାର ସଜନୀ ସଜନୀ ଧରିଥିବ ତୁଣ୍ଡେ ପୁଷ୍କର ପୁଷ୍କର ପୁଷ୍କରଗମନୀ କୋକିଳ, ଶଶୀଆନନୀ ହେଲା ଦୁଃଖୀ ଶୀର୍ଣ୍ଣ ହୋଇଥିବ ଅନାଇ ପୁଷ୍କର ପୁଷ୍କର ଲୋଡ଼ୁଥିବି ସଖୀ ।୩୦। ଶଶାଙ୍କ ସଙ୍ଘାତ ସଙ୍ଘାତ ସଙ୍ଘାତ ବିଶିଖା କରିବ ହୃଦରେ ସୁମନା ସୁମନା ସୁମନା ମଣ୍ଡନା ଦିନେ ହେବ ଯଶ ଉରରେ କୋକିଳ, ସରୁ ନ ଥିବ ଦିବା ରାତି ଶୋକ କରୁଥିବ ଅନାଇ ସୁମନା ସୁମନା ସୁମନା ସୁଚିତ୍ରୀ ।୩୧। ସକଳ କରିବ ଯମକ ଯମକ ଯମକ ଅଳିସୁତ ସ୍ୱରେ ଶୋଇ ନଥିବ ସେ ପଲକେ ପଲକେ ମୋର କେଳି ଗୁଣି ମନରେ କୋକିଳ, ଶଶୀକଳା ପ୍ରାୟ ହେବନି ଶ୍ରବଣେ ଶୁଣି ସେ ଅଳପକ ଅଳପକ ଅଳପକ ମୋ ଧନୀ ।୩୨। ହେବନି ତା ମୁଖ ବନଜ ବନଜ ବନଜ ବାଛିଳା ପରାଏ ହଂସଗତି କରିବାକୁ ଶିବ ଶିବ ଶିବ ଗୁଣୁଥିବ ହୃଦୟେ କୋକିଳ, ହେଳାବତୀ ପାଶେ କହିବ ହେଳେ ନାଶୁଅଛି ଦର୍ପକ ଦର୍ପକ ଏଥିରୁ କେ ମୋତେ ତାରିବ ।୩୩। କ୍ଷମାସିନ୍ଧୁ ଥାଉ ବୃଷାଙ୍କ ବୃଷାଙ୍କ ବୃଷାଙ୍କ ଦହୁଛି କ୍ଷିତିମଣ୍ଡନା ପାଶେ ଏତେ କହିବୁ, କର ଧରି ତୋତେ କହୁଛି କୋକିଳ, କ୍ଷମ ହେ ଅଗମ ବ୍ରଜକୁ କ୍ଷମେ ରକ୍ଷାକର ଉପଇନ୍ଦ୍ର ଉପଇନ୍ଦ୍ର ଭଞ୍ଜ ମଙ୍ଗରାଜକୁ ।୩୪। </poem> <center> [[ଶ୍ରେଣୀ:ଉପେନ୍ଦ୍ର ଭଞ୍ଜ ରଚନାବଳୀ]] [[ଶ୍ରେଣୀ:ଚଉତିଶା]] aujbh81vze22wgm58k9hqyd99xnkb7x 59439 59438 2026-04-09T13:12:04Z ~2026-21844-65 3015 59439 wikitext text/x-wiki {{header | title = ଯମକରାଜ ଚଉତିଶା | author = ଉପେନ୍ଦ୍ର ଭଞ୍ଜ | translator = | section = | previous = | next = | year = | notes = ଏହି ଚଉତିଶାରେ କୋଇଲି ମାଧ୍ୟମରେ ଶ୍ରୀକୃଷ୍ଣ ରାଧାଙ୍କ ପ୍ରତି ଥିବା ତାଙ୍କର ପ୍ରେମ ଭାବ ପ୍ରକାଶ କରିଛନ୍ତି । ଚଉତିଶାଟିରେ ଯମକ ଅଳଙ୍କାରର ପ୍ରାଧାନ୍ୟ ରହିଥିବାରୁ ଏହାରି ନାମ ‘ଯମକରାଜ ଚଉତିଶା’ ହୋଇଅଛି । }} <center> (ରାଗ କୌଶିକ) <poem> କୁଞ୍ଜବନେ କଳାନିଧି କଳାନିଧି କଳାନିଧି କଳା ଶ୍ରୀ ହରି କହନ୍ତି ସକଳ କଳକଣ୍ଠୀ ପାଶେ କଳକଣ୍ଠୀ ପ୍ରୀତି ସୁମରି କୋକିଳ, କି କରୁଥିବ ରାମାମଣି କୁସୁମ ଶାୟକ ଶାୟକ ଶାୟକ ଶାୟକ ବିନ୍ଧୁଥିବ ଟାଣି ।୧। ଖଞ୍ଜନ ନୟନୀ କଟକ କଟକ କଟକ କଟକ ଶୋଭିନୀ ଖେଦ ନ ଘେନିବ ହାଟକ ହାଟକ ହାଟକ ସୁମନ ମୋହିନୀ କୋକିଳ, କ୍ଷିତିମଣ୍ଡନା କଞ୍ଜାନନୀ ଖଞ୍ଜିଥିଲା କଟକ କଟକ କଟକ ସୁସ୍ୱନାଗମନୀ ।୨। ଗଳାମାଳା ମୋର ପ୍ରିୟକ ପ୍ରିୟକ ପ୍ରିୟକ ପ୍ରିୟକ ଦେଖିବ ଗଉରୀ ନକରି ପ୍ରିୟକ ପ୍ରିୟକ ପ୍ରିୟକ ମୋହିନୀ ବସିବ କୋକିଳ, ଗୁଣମଣି କେହ୍ନେ ବଞ୍ଚିବ ଗୁରୁସମ ଡୋଳା ତରଳ ତରଳ ତରଳ ତାର ହେଉଥିବ ।୩। ଘେନିବ ପୁନାଗ ପୁନାଗ ପୁନାଗ ପୁନାଗ ଦେଖି ଚମକିବ ଘନକେଶୀ ଅଙ୍ଗ ପରାସେ ପରାସେ ପରାସେ ହୋଇବ କୋକିଳ, ଘୋଷ ଥିବ ପ୍ରୀତି ନିକର ଘନେ ନାଶୁଥିବ କଦମ୍ବ କଦମ୍ବ କଦମ୍ବ କଦମ୍ବ ଗତିର ।୪। ନ ଚାହୁଁ ଥିବ ସେ ଗଣିକା ଗଣିକା ଗଣିକା ଗଣିକା ଗାମିନୀ ନୟନ ଅମଳ ନଳୀନ ନଳୀନ ନଳୀନ ଦିଶୁଥିବ ପୁଣି କୋକିଳ, ନିଶ୍ଚେ ଶୋଇଥିବ ଅବନୀ ନ ଘେନି ତିଳକ ତିଳକ ତିଳକ ତିଳକ ତିଳକ ତିଳକଗାମିନୀ ।୫। ଚତୁରୀ ଚନ୍ଦ୍ରମା ଚନ୍ଦ୍ରମା ଚନ୍ଦ୍ରମା ସଦନ ଭାନୁସମ ଘେନି ଚାହିଁଲେ କରିବେ ମୋ ନାମ ତାରକ ତାରକ ତାରକମଣ୍ଡନୀ କୋକିଳ, ଚାରୁମୁଖୀ କେହ୍ନେ ବଞ୍ଚିବ ଚାହିଁଲେ ମଦନ ମଦନ ମଦନ ମଦନ ମଦନ ଦହିବ ।୬। କ୍ଷମାନିଧି ମୋର ହାରିକଣ୍ଠ ହାରିକଣ୍ଠ ହାରିକଣ୍ଠବଚନୀ ଛଇଳା କୁମୁଦ କୁମୁଦ କୁମୁଦ କୁମୁଦନିନ୍ଦିତ ହାସିନୀ କୋକିଳ, କ୍ଷିତିରେ ଗଡ଼ୁଥିବ ଧନ କ୍ଷଣେ ଶୁଣି ସୁତକଣ୍ଠ ସୁତକଣ୍ଠ ସୁତକଣ୍ଠ ମୃଦୁ ବଚନ ।୭। ଜୀବନ ଜୀବନ ଜୀବନ ଜୀବନ ଧନୀ ସୁକୁନ୍ତଳା ତେଜିବ ଜଗତ ନଳିନୀ ନଳିନୀ ନଳିନୀ ନଳିନୀ ଯେବେ ନିରେଖିବ କୋକିଳ, ଜବାଧରା ମନରଞ୍ଜନା ଜଗତ ସୁରଭି ସୁରଭି ସୁରଭି ସୁରଭି ସୁରଭି ବରନା ।୮। ଝାମ ଯିବ କଳକଣ୍ଠ କଳକଣ୍ଠ କଳକଣ୍ଠ ସୁବାଣୀ ଶୁଣି ଝଳି ଚିବୁକ ଧରିଥିବ ବୈକୁଣ୍ଠ ବୈକୁଣ୍ଠ ମାନସହାରିଣୀ କୋକିଳ, ଝାଳେ ତିନ୍ତିଥିବ ଶରୀର ଝଡ଼ିଥିବ ତା’ର ଅଧର ଅଧର ଅରୁଣ ଅରୁଣ ନିକର ।୯। ନିଶ୍ଚୟେ ସଜନୀ ପଲାଶ ପଲାଶ ପଲାଶ ପଲାଶ କରିବ ନରଞ୍ଜନା ରଞ୍ଜନା ରଞ୍ଜନା ରାତ୍ର ବରଷ ସମାନ ଗଣିବ କୋକିଳ, ନୀରବ କାଳେ କି କରିବ ନିରତେ କଣ୍ଟକ କଣ୍ଟକ କଣ୍ଟକନେତ୍ରାରେ ଜାତ ହେଉଥିବ ।୧୦। ଟେକେଣ ରମଣୀ ରମଣୀ ରମଣୀ ଏକାନ୍ତେ ଚିନ୍ତୁଥିବ ବସି ଟାଣ ଅନଳ ମଣିବ ଘନସାର ଘନସାରଜିତ ସୁକେଶୀ କୋକିଳ, ଟକି ପଡ଼ୁଥିବ ମୋ ସଖୀ ଟାଣ କଟାକ୍ଷୀ ମୋ ଜୀମୂତ ଜୀମୂତ ଜୀମତୂ ଦେଖି ହେବ ଦୁଃଖୀ ।୧୧। ଠିକେଣ ଦେଖିବ ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଭଜିବ ଠା ଠିକ ରୋହିତ ରୋହିତ ରୋହିତ ରୋହିତ ତା’ର ବିନାଶିବ କୋକିଳ, ଠକ ଶମ୍ବରାରି ଚର୍ଚ୍ଚିବ ଠିକ କୁଚ ବଳାହକ ବଳାହକ ଦମ୍ଭନାଶନେ ଟାଣୁଥିବ ।୧୨। ଡମ୍ବରୁମଧ୍ୟାର ଅଶୋକ ଅଶୋକ ଅଶୋକ ଅଶୋକ ନାଶିବ ଡାଳିମ୍ବ ଦଶନମଣ୍ଡଳୀ ଅଳୀକ ଅଳୀକ ଅଳୀକ କରିବ କୋକିଳ, ଡୋଳା ପ୍ରତିମା ଅବଳାକୁ ଡୋଳାଇଲା ଚଉରୀକ ଚଉରୀକ ଚଉରୀକ ଚମ୍ପା ଶୋଭାକୁ ।୧୩। ଢଳିଥିବ ନିକି କଦମ୍ବ କଦମ୍ବ କଦମ୍ବ କଦମ୍ବ ଶଯ୍ୟାରେ ଢାଳେ ଘେନି ପଦ୍ମ କୋରକ କୋରକ କୋର କରି ତାର ପ୍ରକାରେ କୋକିଳ, ଡାଳେ ନ ଚାହିଁବ ସେ ଧୀରେ ତାଳେ ରଖିଥିବ ସୁପର୍ଣ୍ଣ ସୁପର୍ଣ୍ଣ ସୁପର୍ଣ୍ଣ ନ ରଖି ଅଙ୍ଗରେ ।୧୪। ଏକ କରି କୁଚେ ଜଘନ କଦଳୀ କଦଳୀ କଦଳୀ-ନୟନେ ଏବେ ମଣୁଥିବ ରମଣୀ ପାବକ ପାବକ ପାବକ ସମାନେ କୋକିଳ, ଆହା ମୋ ପ୍ରିୟ ରସକଳା ଅଙ୍ଗନା ସାରଙ୍ଗ ସାରଙ୍ଗ ସାରଙ୍ଗ ବଚନ ଶୁଣି ହେବ ଭୋଳା ।୧୫। ତା ନେତ୍ର କରିବ ସାରଙ୍ଗ ସାରଙ୍ଗ ଶାରଙ୍ଗଧର ସୂନବାଣ ତରୁଣୀ ନ ଘେନି ଅଶନ ଅମୃତ ଅମୃତ ଅମୃତ କରିଣ କୋକିଳ, ତୁଙ୍ଗସ୍ତନା କେହ୍ନେ ବଞ୍ଚିବ ତା’ର ରୁନ୍ଧି ହେବ ଶ୍ରୀକଣ୍ଠ ଶ୍ରୀକଣ୍ଠ ଶ୍ରୀକଣ୍ଠଭୂଷଣ ଚିନ୍ତିବ ।୧୬। ଥିବ ଦୂର କରି ପୁଲକ ପୁଲକ ପୁଲକ ଅଙ୍ଗେ ହେବ ଜାତ ଥିର ଗତି ନିନ୍ଦେ ମଲ୍ଲିକା ମଲ୍ଲିକା ମଲ୍ଲିକା ଚାହିଁ ହେବ ନତ କୋକିଳ, ଥିଲାକ ତାକୁ ଏତେ ଦଶା ଥରେ ନାଶୁଥିବ ବିବେକ ବିବେକ ବିବେକ ଆହା ମୋ ସୁଦୃଶା ।୧୭। ଦୂର କରିଥିବ ନବୀନା ମାଳୀକା ମାଳୀକା ମାଳୀକା ମାଳୀକା ଦହିବ କଦନ ମାଳିକା ମାଳିକା ମାଳିକା ନିଃଶ୍ୱନେ, ବାଳିକା କୋକିଳ, ଦୂର କରେ ସେ ମୋ ଦୁଃଖକୁ ଦୁଃଖ ଧ୍ୱଂସିନୀ ମୋ ମଣିବ ଅଳକ ଅଳକ ଅଳକ କରକୁ ।୧୮। ଧୀରେ ଚାହିଁ ନେତ୍ରେ କକୁଭ କକୁଭ କକୁଭ କକୁଭ କକୁଭ ଧବଳ ସଦନ ଗହନ ଗହନ ଗହନ ପ୍ରାୟେ ଅସୁଲଭ କୋକିଳ, ଧରିଥିବ ସତେ ଜୀବନ ଧୀରେ ଚାହିଁ ବାଳା ଗହନ ଗହନ ଗହନମୁଖୀ ତେଜି ଜ୍ଞାନ ।୧୯। ନୂତନ ପରିଘ ପରିଘ ପରିଘ ପରିଘ ପ୍ରାୟେ ଥିବ ହୋଇ ନେତ୍ରଲୀଳା କଉଶିକ କଉଶିକ କଉଶିକ ଚିତ୍ର ଦିଶଇ କୋକିଳ, ନବ ଅଙ୍ଗନା ସେ ରମଣୀ ନୟନ କେସରୀ କେ ସରି କେଶରୀକଟି ରସିକା ଶିରୋମଣି ।୨୦। ପଦ୍ମନେତ୍ର ଟେକି ଚାହିଁଲେ କେଶରୀ କେଶରୀ ଭଜିବେ ମହୀକି ପଡ଼ିବ ମୂର୍ଚ୍ଛାରେ ପତଙ୍ଗ ପତଙ୍ଗ ପତଙ୍ଗ ଦେଖିଲେ ସହୀକି କୋକିଳ, ପୀନସ୍ତନା ଏହା ସହିଲା ପଦ ସ୍ୱର୍ଗ କରି ଲୋଡ଼ିଣ ଆଲୋକ ଆଲୋକ ଆଲୋକ ହୋଇଲା ।୨୧। ସ୍ଫୁଟହାସୀ ହେବ ବାଳୀକ ବାଳୀକ ବାଳୀକ ରତି ମୋର ଶୁଣି ଫେନୁଟି ନ ଚାହିଁ କାଳିକା କାଳିକା କାଳିକା ପରା ଏକ ମଣି କୋକିଳ, ଫୁରୁଣା ଛାଡ଼ିଥିବ ପ୍ରାଣ ଫୁଲଲୀଟକେଶୀ କେକିନୀ କଳାପ କଳାପ କଳାପ ଦେଖିଣ ।୨୨। ବାରେ ହେବ କି ତା ଲକ୍ଷଣ ଲକ୍ଷଣ ଲକ୍ଷଣ କାମ ଜାଣିବାକୁ ବଦନ ତ ରାମ ଲକ୍ଷଣ ଲକ୍ଷଣ ଲକ୍ଷଣ ମୋ କାମଜ୍ୱରକୁ କୋକିଳ, ବାଳା କୋମଳା ରସିକିନି ବସି ଚାହୁଁଥିବ ପଦ୍ମିନୀ ପଦ୍ମିନୀ ପଦ୍ମିନୀ ଗାମିନୀ ମୋ ଧନୀ ।୨୩। ଭାଜିଥିବ ଏବେ ରଜତ ରଜତ ରଜତ କାମମୁଖେ ପଡ଼ି ଭଲ ତ ଚାହିଁବ ହରିତ ହରିତ ହରିତନେତ୍ରୀ ନେତ୍ର ଫେଡ଼ି କୋକିଳ, ଭାବବତୀ ଭାବ ଜାଣଇ ଭଲା ଦୂର ହେଲା ଭାବିନୀ ଭାବିନୀ ଲଜ୍ଜାରେ ଜୀବ ଯାଉ ନାହିଁ ।୨୪। ମଣିବ ତାରକ ସମାନ କୁନ୍ଦକୁ କୁନ୍ଦକୁ କୁନ୍ଦକୁ ହୋଇବ ମଦାଳସୀ କୁନ୍ଦ ସତେ କି ମୁକୁନ୍ଦ ମୁକୁନ୍ଦ ମୁକୁନ୍ଦ ହୋଇବ କୋକିଳ, ମହାଘୋର ଭୟ କରିବ ମନେ ଚିନ୍ତୁଥିବା କାନନ କାନନ କାନନ ସମାନ ମଣିବ ।୨୫। ଯୋଷାମଣି ମୀନକେତନ କେତନ କେତନ କେତନ ରସାଇ ଯେବେ ଚାହିଁ ଦେବ କେତନ କେତନ କେତନ ତେବେ ମୋହଯାଇ କୋକିଳ, ଯତନେ ତା’ର ସଖୀଗଣ ଯୁବତୀ ଶରୀରେ କାଞ୍ଚନ କାଞ୍ଚନ କାଞ୍ଚନ କରିବେ ଲେପନ ।୨୬। ରମଣୀ ବିକ୍ରମ ବିକ୍ରମ ବିକ୍ରମ ଚାହିଁଣ ଭ୍ରମ ହେଉଥିବ ରଞ୍ଜିନୀ କାହାର ବିକ୍ରମ ବିକ୍ରମ ବିକ୍ରମ ଭାବି ତା ତେଜିବ କୋକିଳ, ରସା ଚିରିବ ନଖେ ବସି ରାମ ଅନାଇଲେ କୁସୁମ କୁସୁମ କୁସୁମରେ କର ନିବେଶି ।୨୭। ଲୀଳା ବିକାଶିନୀ ଗଉର ଗଉର ଗଉର ପରାଏ ମଣିବ ଲଳିତ ଗଉରୀ ଗଉରୀ ଗଉରୀ ଅନୁବରତରେ ଗୁଣିବ କୋକିଳ, ଲୟଥିବ ତାର ମୋ ତହିଁ ଲାବଣ୍ୟ ଅଧର ଗଉର ଗଉର ଗଉର ହୋଇଥିବ ନୋହି ।୨୮। ବ୍ୟଥିତ ହୋଇ ଚାହୁଁ ଥିବ ହରିଣ ହରିଣ ହରିଣନୟନୀ ବିନ୍ଧିବି ବିଶିଖ ବିଶିଖ କୁମୁଦ କୁମୁଦ ଶର ରୋଷ ଘେନି କୋକିଳ, ବାଣୀ ନ ଶୁଭିବ ତାହାରି ବଡ଼ ଦୁଃଖରେ ରହିଥିବ ବନ୍ଧୁଜୀବ ବନ୍ଧୁ ଜୀବଜିତ ଅଧରୀ ।୨୯। ସିଞ୍ଚୁଥିବ ଏବେ ପୁଷ୍କର ପୁଷ୍କର ପୁଷ୍କର ତାହାର ସଜନୀ ସଜନୀ ଧରିଥିବ ତୁଣ୍ଡେ ପୁଷ୍କର ପୁଷ୍କର ପୁଷ୍କରଗମନୀ କୋକିଳ, ଶଶୀଆନନୀ ହେଲା ଦୁଃଖୀ ଶୀର୍ଣ୍ଣ ହୋଇଥିବ ଅନାଇ ପୁଷ୍କର ପୁଷ୍କର ଲୋଡ଼ୁଥିବି ସଖୀ ।୩୦। ଶଶାଙ୍କ ସଙ୍ଘାତ ସଙ୍ଘାତ ସଙ୍ଘାତ ବିଶିଖା କରିବ ହୃଦରେ ସୁମନା ସୁମନା ସୁମନା ମଣ୍ଡନା ଦିନେ ହେବ ଯଶ ଉରରେ କୋକିଳ, ସରୁ ନ ଥିବ ଦିବା ରାତି ଶୋକ କରୁଥିବ ଅନାଇ ସୁମନା ସୁମନା ସୁମନା ସୁଚିତ୍ରୀ ।୩୧। ସକଳ କରିବ ଯମକ ଯମକ ଯମକ ଅଳିସୁତ ସ୍ୱରେ ଶୋଇ ନଥିବ ସେ ପଲକେ ପଲକେ ମୋର କେଳି ଗୁଣି ମନରେ କୋକିଳ, ଶଶୀକଳା ପ୍ରାୟ ହେବନି ଶ୍ରବଣେ ଶୁଣି ସେ ଅଳପକ ଅଳପକ ଅଳପକ ମୋ ଧନୀ ।୩୨। ହେବନି ତା ମୁଖ ବନଜ ବନଜ ବନଜ ବାଛିଳା ପରାଏ ହଂସଗତି କରିବାକୁ ଶିବ ଶିବ ଶିବ ଗୁଣୁଥିବ ହୃଦୟେ କୋକିଳ, ହେଳାବତୀ ପାଶେ କହିବ ହେଳେ ନାଶୁଅଛି ଦର୍ପକ ଦର୍ପକ ଏଥିରୁ କେ ମୋତେ ତାରିବ ।୩୩। କ୍ଷମାସିନ୍ଧୁ ଥାଉ ବୃଷାଙ୍କ ବୃଷାଙ୍କ ବୃଷାଙ୍କ ଦହୁଛି କ୍ଷିତିମଣ୍ଡନା ପାଶେ ଏତେ କହିବୁ, କର ଧରି ତୋତେ କହୁଛି କୋକିଳ, କ୍ଷମ ହେ ଅଗମ ବ୍ରଜକୁ କ୍ଷମେ ରକ୍ଷାକର ଉପଇନ୍ଦ୍ର ଉପଇନ୍ଦ୍ର ଭଞ୍ଜ ମଙ୍ଗରାଜକୁ ।୩୪। </poem> <center> [[ଶ୍ରେଣୀ:ଉପେନ୍ଦ୍ର ଭଞ୍ଜ ରଚନାବଳୀ]] [[ଶ୍ରେଣୀ:ଚଉତିଶା]] 1r4pykdt82948zi0esn5ys7ni7e6nyv ପୃଷ୍ଠା:Boudhabatara Kabya.pdf/୧୨୭ 250 12517 59440 2026-04-09T15:08:43Z Ssgapu22 248 /* ପ୍ରମାଣିତ ହୋଇନଥିବା */ "( ( ( ) ଗର କାହି ଷ୍ଟ୍ରକ୍ଟକଲା, ଅକଳା କାହି ବା କଅଁଲା । ଶୈବାଳ କାଲ ସ୍ଥାନେ ସ୍ଥାନେ ଛନ୍ଦ କବର ସମାନେ । ସେ ନଦୀ କୂଳେ କ୍ୟୁଭବନେ, ଗ୍ରାମାରେ, କବଡ, ବର୍କରେ, ବୃହଦ୍ଦ, ବ୍ୟୁତ ଇରୁଥିଲେ ; ଜନ ସନ୍ନ୍ୟ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59440 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>( ( ( ) ଗର କାହି ଷ୍ଟ୍ରକ୍ଟକଲା, ଅକଳା କାହି ବା କଅଁଲା । ଶୈବାଳ କାଲ ସ୍ଥାନେ ସ୍ଥାନେ ଛନ୍ଦ କବର ସମାନେ । ସେ ନଦୀ କୂଳେ କ୍ୟୁଭବନେ, ଗ୍ରାମାରେ, କବଡ, ବର୍କରେ, ବୃହଦ୍ଦ, ବ୍ୟୁତ ଇରୁଥିଲେ ; ଜନ ସନ୍ନ୍ୟାସୀ, ଚଞ୍ଜଳେ ବସିଣ ଅଛନ୍ନ ଉଦାସେ, ଜଳ ମାନବ ନାହିଁ ପାଶେ । ଇବେ ୟୂରଣ ବନସ୍ଥଳୀ । ମଧୀରେ ଶୀତଳ ପବନ କହେ, ଆକାଶେ ଜାରଗଣ ନନ ମେଲିଛନ୍ତି । ଗୃହ, ଯୋଗିଙ୍କୁ ଦେଖିବାର ପାଇଁ । 1 ଅସଂଖ୍ୟ ଦ୍ଵୀପ, ଦାସୀ ଗହଣେ, କେହି ଯାହାଙ୍କ ଅନୁକ୍ଷଣେ ଥିଲେ—ଚନ ରୁ ଭାବଳୀ ଭୁସୁମେ ବେଷ୍ଟିତ ଭଙ୍ଗାଳୀ । ସେ ଏବେ ଏକା ନିର୍ଜନରେ, ଧାନ ନିମଗ୍ନ ହରଇନରେ । ଶିଷ କୁସୁମ ଶରୀର ଯୌବନ ଲବଣ୍ୟ ରୁଷର, Digitized by PPRACHIN, SOA<noinclude></noinclude> olts50aavf5tmbxemp187054d9vhdbb