ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.46.0-wmf.24 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ଜୟ ଜୟ ସରସ୍ୱତୀ 0 12549 59475 2026-04-24T14:27:05Z Monaj kumar muduli 3017 "{{header | title = [[ବିଚିତ୍ର ରାମାୟଣ]] | author = ବିଶ୍ୱନାଥ ଖୁଣ୍ଟିଆ | translator = | section = ଆଦ୍ୟକାଣ୍ଡ | previous = [[ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି]] | next = [[ଜୟ ଜୟ ଦେବୀ ମା ଗୋ ଜୟ କଟକ ଚଣ୍ଡୀ]] | year = | notes = }} <..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59475 wikitext text/x-wiki {{header | title = [[ବିଚିତ୍ର ରାମାୟଣ]] | author = ବିଶ୍ୱନାଥ ଖୁଣ୍ଟିଆ | translator = | section = ଆଦ୍ୟକାଣ୍ଡ | previous = [[ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି]] | next = [[ଜୟ ଜୟ ଦେବୀ ମା ଗୋ ଜୟ କଟକ ଚଣ୍ଡୀ]] | year = | notes = }} <center> '''{{larger|ଜୟ ଜୟ ସରସ୍ୱତୀ}}''' <br /> '''ସରସ୍ବତୀଙ୍କ ବନ୍ଦନା''' <poem>ଜୟ ଜୟ ସରସ୍ୱତୀ ଗୋ ଜୟ ଦେବୀ ଶାରଦା । ତୋତେ ଯେହୁ ଆଶ୍ରେ କରନ୍ତି ଦେଉ ଅନେକ ବିଦ୍ୟା ॥୧॥ ତୋହର କରୁଣା ହୋଇଲେ ମୂର୍ଖ ହୁଏ ପଣ୍ଡିତ । ଏବେ ମୋହ କଣ୍ଠେ ବସିଣ କହ ରାମ ଚରିତ ॥୨॥ ଏ ଶ୍ରୀ ରାମ ନାମ ଗୁପତେ ଥିଲା ସାମବେଦରେ । ଚତୁର୍ମୁଖ ବ୍ରହ୍ମା ଜାଣିଣ ଭାବୁଥାନ୍ତି ମନରେ ॥୩॥ ମୂଳ ମନ୍ତ୍ର ବୀଜ ଏହିଟି ଆଦ୍ୟକାଣ୍ଡର ରସ । ଭଣଇ ବିକ୍ରମ ନରେନ୍ଦ୍ର ଶୁଣି ବୈକୁଣ୍ଠ ବାସ ॥୪॥ </poem></center> [[ଶ୍ରେଣୀ:ବିଶ୍ୱନାଥ ଖୁଣ୍ଟିଆ ରଚନାବଳୀ]] 6acxhi6i6wd74uku9zzs4z2q5zn1hu1 ପୃଷ୍ଠା:Boudhabatara Kabya.pdf/୧୪୨ 250 12550 59476 2026-04-24T16:22:52Z Ssgapu22 248 /* ପ୍ରମାଣିତ ହୋଇନଥିବା */ "( 119 ) ଯୌବରେ ଯେଉଁ କାମୱେର୍ଟ, ଚରମେ ପ;ଏ, ଦୁର୍ଯ୍ୟୋଗ ( ଶରୀର ହୋଇ ଜର,. ମୃତ୍ୟୁ କବଳେ ହୁଏଲ୍‌, । ଯେ କାମ ପ୍ଲେଖ କ୍ଷଣସ୍ଥାୟୀ, ରହିବ ଟେକ କପା ବାଲ୍ । କାମ ଯେ ଅନନ୍ତ ଅସଖ୍ୟ,— ଲଭ ପାଇବ କେଉଁ ଲେକ ? ଲ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59476 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>( 119 ) ଯୌବରେ ଯେଉଁ କାମୱେର୍ଟ, ଚରମେ ପ;ଏ, ଦୁର୍ଯ୍ୟୋଗ ( ଶରୀର ହୋଇ ଜର,. ମୃତ୍ୟୁ କବଳେ ହୁଏଲ୍‌, । ଯେ କାମ ପ୍ଲେଖ କ୍ଷଣସ୍ଥାୟୀ, ରହିବ ଟେକ କପା ବାଲ୍ । କାମ ଯେ ଅନନ୍ତ ଅସଖ୍ୟ,— ଲଭ ପାଇବ କେଉଁ ଲେକ ? ଲଭ କାମ ଭେଟେ ଶାନ୍ତ, ମାନବ ଇଗ୍‌ ନାହାନ୍ତି । .ଦେଖନ୍ତୁ ରଜନ, ବର କାମ ଅଶାରେ ଲେକଗଣ, ଧ୍ୟାବର ନୈଋଖ୍ୟ, ଯନ୍ତ୍ରଣା ଭୁଞ୍ଜର, ଅଶା ବଡ଼ମ୍‌ ନା । ଅଲରେ କାମ—ପ୍ରାଣ ଦଗ୍ଧ, ଗଭରେ ନୁହେ ଶାନ୍ତ ଲବ୍ଧ । ଯାନରେ ଲବଣାକ୍ତ କଳ, ପିଯାଅ ବର୍ଦ୍ଧନ କେବଳ । ଦୈବେ ଲଭଲେ ଗ୍ରାମ ଏକ, ଧାବକ ଲଭରେ ଅନେକ ! ଜ୍ବଳନ୍ତ ଅନଲେ ହେଲେ ବବିତ ଅଗ୍ନି ଜ୍ୟୋଷ୍ଠ ! କାମ କ୍ଷମ ପ୍ରକାରକ, ହର ଟେକ ଦନ୍ତାରକ । Digitized by PPRACHIN, SOA<noinclude></noinclude> atoli6o7wkgpo2451u39vl8c7sqi9ij