ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.46.0-wmf.26
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ପୃଷ୍ଠା:Boudhabatara Kabya.pdf/୧୪୮
250
12556
59484
2026-04-30T15:22:37Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "( ୧୬୨ ) ଏକଦା ଶରଜ କାଳେ ନୈରଞ୍ଜନା କୂଳେ, ଭୂମଛନ୍ଦ୍ର ଶାକ୍ୟସିଂହ ମନର ଆକୁଳେ । ନୀଳାଞ୍ଜଳା ନିରଞ୍ଜନା ବହେ ଖରବେଳେ, କାମାସକୁ ଲେକଯଥା ମନର ଅବେଗେ । ଧୀରସ୍ଥ ପାଦ ଶ୍ରେଣୀ ଧ୍ୟାନ ମଗ୍ନପ୍ରିୟ,..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59484
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>( ୧୬୨ )
ଏକଦା ଶରଜ କାଳେ ନୈରଞ୍ଜନା କୂଳେ,
ଭୂମଛନ୍ଦ୍ର ଶାକ୍ୟସିଂହ ମନର ଆକୁଳେ ।
ନୀଳାଞ୍ଜଳା ନିରଞ୍ଜନା ବହେ ଖରବେଳେ,
କାମାସକୁ ଲେକଯଥା ମନର ଅବେଗେ ।
ଧୀରସ୍ଥ ପାଦ ଶ୍ରେଣୀ ଧ୍ୟାନ ମଗ୍ନପ୍ରିୟ,
ଛଉ ଉଦ୍ ବାକ୍ସ ଯୋଗୀ ସ୍ଥିରକାର୍ !
ନବଡ଼ ଲକା ସ୍ଥିର କାଣ୍ଡରେ ବେଞ୍ଜିକା,
ସୋହାରୀ କାମିଳୀକ୍ଷଣ ପ୍ରେମେ ପ୍ରଫୁଲ୍ଲ ଭା ।
ଶାରଦ ଶ୍ୟାମଳ ପରେ ବନ ଆଚ୍ଛାଦର,
ପ୍ରବେଶ ଉପନ ତେଜ ନକରେ କ୍ୱର :
ବହଙ୍ଗମେ,
ଦିଗନ୍ଧ ପ୍ରସାର କର ବନ୍ୟ
ପ୍ରସ୍ତୁତ ବଙ୍ଗୀରେ ମରୁ ସଫ୍ରେମ, ପଞ୍ଚମେ ।
କ୍ଷୁଦ୍ରମ ବଙ୍ଗମ ପରୁ ଅନ୍ତର,
ବ କାଞ୍ଚି ଆନନ୍ଦରେ ସ୍ଵର ସୁଧାରାଲେ ।
ମୟୁର, ନୟୁରୀ ସୁଖେ କରନ୍ଧ୍ର ନ ନ,
ଦାମ୍ପତ୍ୟ ପ୍ରଣୟ୍ ପରକାଷ୍ଠା କଦର୍ଶନ ।
ବନାନ୍ତେ ଶ୍ୟାମଳ ଶସ୍ୟ କ୍ଷେତ୍ର ଶୋଥାଏ,
ପବନେ ସ୍ବାଗରେ ଖ୍ୟମ ହେଉ ଖେଳ ଯାଏ; ?
ବ୍ୟୋମ ଦୁର୍ବାଦଳ ବୃକ୍ଷମୂଳେ ରୂଦନ,
କର, ପ୍ରକୃତି ଦେବୀ ଶଯ୍ୟା
ବସ୍ତାରର ।
ନପରର ଉଠିରୁ ଛ
ନଦୀ ନଭେ,
ଶ୍ରେଣୀବଦ୍ଧ ଉକ୍ତ ମୂଳ
ଅଦୂରେ ପର୍ବର ଶ୍ରେଣୀ
ଧ୍ୟାନମଗ୍ନ ସ୍ଥାୟୁ ଉପ
ମୁଶୀଖା ଶିରେ ।
ଶ୍ୟାମଳ ଉପରେ,
ମହଲେ ।
Digitized by PPRACHIN, SOA<noinclude></noinclude>
fz1ts23vr41a0is8vr3oqei6sqcjucr