ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.46.0-wmf.26
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
କାହିଁ ଗଲେ ମୁରଲୀ ଫୁଙ୍କା
0
2949
59489
59156
2026-05-03T16:41:10Z
~2026-26825-14
3024
ଡାକୁଥାନ୍ତି ଆସ ଆସ ରାଧିକା
59489
wikitext
text/x-wiki
{{header
| title= <big>କାହିଁ ଗଲେ ମୁରଲୀ ଫୁଙ୍କା</big>
| author = ବନମାଳୀ ଦାସ
| translator =
| section = କାହିଁ ଗଲେ ମୁରଲୀ ଫୁଙ୍କା
| previous= <!--[[]]ବନ୍ଧନୀ ଭିତରେ ଲେଖିବେ-->
| next = <!--[[NEXT POEM NAME HERE]]-->
| year =
| notes=
}}
<center>
{{larger|କାହିଁ ଗଲେ ମୁରଲୀ ଫୁଙ୍କା}}
<poem>
କାହିଁ ଗଲେ ମୁରଲୀ ଫୁଙ୍କା, ଯୁବତୀ ରସିଆ କାମିନୀରଙ୍କା,
ତ୍ରିଭଙ୍ଗୀ ଭଙ୍ଗୀରେ ମୁରଲୀ ବଜାଇ, ଡାକୁଛନ୍ତି ଆସ ଆସ ରାଧିକା । ୧।
ଗୋପପୁରେ ପଶି ଗୋପିଙ୍କ ମନ୍ଦିରେ, ଦଧି ଦୁଧ ଖାଇ ଛିଣ୍ଡାନ୍ତି ଶିଖା,
ଯମୁନା କୂଳରେ ବସ୍ତ୍ର ଚୋରୀ କରି, କେଳି କଦମ୍ବରେ ବାନ୍ଧି ପତାକା । ୨।
ପାଦ ପାଣି ବଙ୍କା, ନୂପୁର ହିଁ ବଙ୍କା, ଚୂଳ ହିଁ ବଙ୍କା ତା ଚାହାଣି ବଙ୍କା,
ବଙ୍କିମା ଅଧରେ ମୁରଲୀ ବଜାଇ, ଡାକୁଥାନ୍ତି ଆସ ଆସ ରାଧିକା । ୩।
ଯମୁନା କୂଳରେ କଦମ୍ବ ମୂଳରେ, ହର ଗଉରୀଏ ପୂଜି ବାଲୁକା,
ବୋଲେ ବନମାଳି ସେ ପାଦେ ଶରଣ, ଝୁରି ଝୁରି ତନୁ କ୍ଷୀଣ ରାଧିକା । ୪।
5q0udf4k5xt4t4t52ksyhxyy1700a18
ପୃଷ୍ଠା:Boudhabatara Kabya.pdf/୧୫୧
250
12559
59488
2026-05-03T14:01:29Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "୧୬୫ ) -- ! ପ୍ରସ୍ଥଢ଼ଲେ ଖାକ୍ୟସିଂହ ବୋଲଗୋ ରମଣ କେମ୍ ? ଜାଇର ଶୋକେ ଜଳ ନ ! ମଇଳା, କୁନ୍ତଳ ମାଗୋ ! ଧୂଳରେ ଧ୍ୱଂଘ, ପୁତ୍ର ଦୃଢ଼ ବୋଈ କାନ୍ଦ ଦୁର୍ବଳା କାରର ? ଅରେ ମୋ ନନ ମଣି !-ବୋଇଲେ ରମଣୀ,-- ସ୍ବର୍ଗଗ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59488
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>୧୬୫ )
--
!
ପ୍ରସ୍ଥଢ଼ଲେ ଖାକ୍ୟସିଂହ ବୋଲଗୋ ରମଣ
କେମ୍ ? ଜାଇର ଶୋକେ ଜଳ ନ !
ମଇଳା, କୁନ୍ତଳ ମାଗୋ ! ଧୂଳରେ ଧ୍ୱଂଘ,
ପୁତ୍ର ଦୃଢ଼ ବୋଈ କାନ୍ଦ ଦୁର୍ବଳା କାରର ?
ଅରେ ମୋ ନନ ମଣି !-ବୋଇଲେ ରମଣୀ,--
ସ୍ବର୍ଗଗଢା ମାୟୁଦେବ ମୁଁ ଭୋର ଜନମ —
ଅସିଛ ଭି ଦବ ଛଡ଼ି ହୋଇ ମୁଁ ବମନା, ’
ଭୋ କଳ ବ୍ରହ୍ମ ଦେଖି ଦେଵାଲୁ ମାନା ।
ଆଣ୍ଟାସି ମାଗାକୁ ଯୋଗୀ-ବୋଇଲେ ବନସ୍ତେ,
ନକର ଜନନ ! ଭନ୍ତା, ଅରୂ ମୁଁ ନି
7
କରବାହ ଗର୍ଭେ ମୋତେ *ଳେ ଧାରଣ,
ଜଳ ହେବାର ନୁହେ ମହର୍ଷି ବଚନ ।
ପ୍ରତ କରୁଛୁ ମାଇଂ ଭବ କୃପା ବଲେ
ହେବ ଭୂବ; ଏବ ମହା କର ଧରଇଲେ ।
ପୃଥ୍ବୀ କପå ହେଉ – ମେରୁ ଯବତ
ହେବ ବଚନ୍ଦର, – ମୋର ବାକ୍ୟ ସଭ୍ୟ । ସଭ୍ୟ ।
ପଡ଼ରୁ ଚନ୍ଦ୍ରମା, ସୂର୍ଯ୍ୟ ଭୂମି ଭଲ ଖସ୍ତ୍ର,
।
ପ୍ରରକୀ ପାଳତାପାଇ ଅଚ୍ ଏସ୍ ବସି ।
ହେଉ ଦେବ ତୁନ୍ତ ଇମ୍ଫ ନାହିଁ ମୋ ଭାବନା,
ନଉଠିବ ନ କର ମୁଁ ବ୍ରହ୍ମ ଉଦ୍ୟାପନୀ |
ଜଶାର ସ୍ଵପନ ଛ ସମାନେ ଜନମ
ଗଲେ ସ୍ଫଲ, -- ଯଥା ସୂର୍ଯ୍ୟ ଉଦୟେ ରଜଳୀ ।
ଦନର ଉତ୍ତରେ ଦିନ ଯାଉଅ ରୁ ଖୁସି,
ଏକାବନେ ଏକ ଧ୍ୟାନେ ନଖନ ସନ୍ନ୍ୟାସୀ ଓ
Digitized by PPRACHIN, SOA<noinclude></noinclude>
p4df1nw65nm96v4k5xf2xj7rzidq28v