ଉଇକିପାଠାଗାର orwikisource https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.2 first-letter ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିପାଠାଗାର ଉଇକିପାଠାଗାର ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ପୃଷ୍ଠା ପୃଷ୍ଠା ଆଲୋଚନା ସୂଚୀ ସୂଚୀ ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk କଳା ଶ୍ରୀମୁଖ ହେ 0 7194 59499 43898 2026-05-13T16:18:10Z Puru2021 2157 Added content 59499 wikitext text/x-wiki {{header | title = କଳା ଶ୍ରୀମୁଖ ହେ | author = ଉପେନ୍ଦ୍ର ଭଞ୍ଜ | translator = | section = | previous = | next = | year = | notes = }} <center> '''{{larger|କଳା ଶ୍ରୀମୁଖ ହେ }}''' <poem> କଳା ଶ୍ରୀମୁଖ ହେ ନଗଲା ମୋର ଦୁଃଖ କଳପ ତରୁକୁ ଆଶ୍ରେ କରିଛି ମୁଁ କି ବୋଲିବେ ଶୁଣି ଲୋକ ॥ଘୋଷା॥ ବିବସନ କଲାବେଳେ ଅନ୍ଧବାଳା ବୃନ୍ଦାବନେ ହରିଣାଙ୍କ ଆଣି କୋଟି ଚେଳ ପାଞ୍ଚାଳୀକି ଦେଲ କି ରୂପେ ହୋଇ ତା ପକ୍ଷ ॥୧॥ ଗୋକୁଳ ଶବରୀ ଆଣି ଦେଲ କୋଳି ବିକିବାକୁ ବନଜାକ୍ଷ ହେଲା ତା'ପସରା ଯାକ ହେମ ପରା ପଡ଼ନ୍ତେ ତୁମ୍ଭ କଟାକ୍ଷ ॥୨॥ ଦରିଦ୍ର ବିପ୍ରର କଥାକୁ ତୁମ୍ଭର ହୃଦୟେ କରି ବିବେକ କେଉଁ ସମ୍ପଦକୁ ନ ଦେଲ ତାହାକୁ ଦେବାଧିଦେବ ନାୟଜ ॥୩॥ ବଳୀକି ପାତାଳେ ମଣିମୟ ପୁରେ ବିର୍ଲୋହ ଅନେକ ସୁଖ ରଖିଅଛ ପୁଣି ତାକୁ ଚକ୍ରପାଣି ତହୁଁ କରିବାକୁ ମୋକ୍ଷ ॥୪॥ ହେବାର ବିନତ ଦଶାନନ ଭ୍ରାତ ତବ ଶ୍ରୀଚରଣରେ ଦେଖ ବସିଛି ସଜୀବେ ଅଦ୍ୟାପି ଏ ଭବେ ପାଇ ସ୍ଵର୍ଣ୍ଧମୟୀ ଲଙ୍କ ॥୫॥ ମୃକୁଣ୍ଡ କୁମାର ପାଣ୍ଡବାଦିକଙ୍କର ନ ଫେଡ଼ି କେଉଁ ଆତଙ୍କ କାହାକୁ କି ଦୟା କରି ନାହିଁ ମାୟା- ଧର କୈବଲ୍ୟ ଦାୟକ ॥୬॥ କହେ ଭଞ୍ଜ ବୀରବର ରମାବର ପ୍ରଭୁ ଦୀନଜନ ରକ୍ଷ ଭାସୁଛି ଏ ଭବ ଦୁସ୍ତର ଅର୍ଣ୍ଣବ ମଧ୍ୟେ ମୁଁ ହୋଇ ନିରଖ ॥୭॥ </center> </poem> [[ଶ୍ରେଣୀ:ଉପେନ୍ଦ୍ର ଭଞ୍ଜ ରଚନାବଳୀ]] lznxlpurhwk02w3h3jsd74hujq3qhs3 ପୃଷ୍ଠା:Boudhabatara Kabya.pdf/୧୬୦ 250 12569 59500 2026-05-13T17:00:42Z Ssgapu22 248 /* ପ୍ରମାଣିତ ହୋଇନଥିବା */ "୧୩୪ ) ନବ ପଶ୍ଚିବେ ଘରୁ ବସ, ନବ ଯଉବନ ରୂପଧଈ, ବକାଶେ ଯଦାର୍ଥ ରୁଷ ଲବଣ୍ୟ ପାଇଛୁ ସରୁ କି କାଳେ ! ୨ ଗଠ ନାମର୍ଥ୍ୟ ସିଦ୍ଧାର୍ଥ ଉନ୍ମୁ, ଗର୍ଭ ଵ ଶରୀର ଯେ ମନ୍ତ କାହ୍ନୁରେ କର୍ମ, ନୁହେଁ ବଞ୍ଚାଳଉ ମା..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 59500 proofread-page text/x-wiki <noinclude><pagequality level="1" user="Ssgapu22" /></noinclude>୧୩୪ ) ନବ ପଶ୍ଚିବେ ଘରୁ ବସ, ନବ ଯଉବନ ରୂପଧଈ, ବକାଶେ ଯଦାର୍ଥ ରୁଷ ଲବଣ୍ୟ ପାଇଛୁ ସରୁ କି କାଳେ ! ୨ ଗଠ ନାମର୍ଥ୍ୟ ସିଦ୍ଧାର୍ଥ ଉନ୍ମୁ, ଗର୍ଭ ଵ ଶରୀର ଯେ ମନ୍ତ କାହ୍ନୁରେ କର୍ମ, ନୁହେଁ ବଞ୍ଚାଳଉ ମାତ୍ର ଅଣ ସେ କାଳରେ । କର ଚରଣ ଦୁବଳ ଅର୍ଣ୍ଣ; ଉଠିବାକୁର ନାହଁ ଶକ, ନାହିଁ କେହ ସାହା = ଉଠାଇବ ବା ଆସି ସେ ସ୍ୱାର୍ଥେ । J ୮ ଧରଅ ବା ବା କର ହେଲେ ପାଞ୍ଚଜଣ-ଶିଷ୍ୟପଡେ଼, – ପଳାଇଲେକ ଛୁରି ଵସୁଣ, କି ବାର୍ଥ ଏକକ > ସାହା ନାହିଁ ଲେକ<noinclude></noinclude> i37degw5mp0ssatmo6qjghlmg5tg50w