ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.2
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
କଳା ଶ୍ରୀମୁଖ ହେ
0
7194
59502
59499
2026-05-14T16:53:51Z
Puru2021
2157
/* */
59502
wikitext
text/x-wiki
{{header
| title = କଳା ଶ୍ରୀମୁଖ ହେ
| author = ଉପେନ୍ଦ୍ର ଭଞ୍ଜ
| translator =
| section =
| previous =
| next =
| year =
| notes =
}}
<center>
'''{{larger|କଳା ଶ୍ରୀମୁଖ ହେ }}'''
<poem>
କଳା ଶ୍ରୀମୁଖ ହେ
ନଗଲା ମୋର ଦୁଃଖ
କଳପ ତରୁକୁ ଆଶ୍ରେ କରିଛି ମୁଁ
କି ବୋଲିବେ ଶୁଣି ଲୋକ ॥ଘୋଷା॥
ବିବସନ କଲାବେଳେ ଅନ୍ଧବାଳା
ବୃନ୍ଦାବନେ ହରିଣାଙ୍କ
ଆଣି କୋଟି ଚେଳ ପାଞ୍ଚାଳୀକି ଦେଲ
କି ରୂପେ ହୋଇ ତା ପକ୍ଷ ॥୧॥
ଗୋକୁଳେ ଶବରୀ ଆଣିଥିଲା କୋଳି
ବିକିବାକୁ ବନଜାକ୍ଷ
ହେଲା ତା'ପସରା ଯାକ ହେମ ପରା
ପଡ଼ନ୍ତେ ତୁମ୍ଭ କଟାକ୍ଷ ॥୨॥
ଦରିଦ୍ର ବିପ୍ରର କଥାକୁ ତୁମ୍ଭର
ହୃଦୟେ କରି ବିବେକ
କେଉଁ ସମ୍ପଦକୁ ନ ଦେଲ ତାହାକୁ
ଦେବାଧିଦେବ ନାୟଜ ॥୩॥
ବଳୀକି ପାତାଳେ ମଣିମୟ ପୁରେ
ବିଲୋହୀ ଅନେକ ସୁଖ
ରଖିଅଛ ପୁଣି ତାକୁ ଚକ୍ରପାଣି
ତହୁଁ କରିବାକୁ ମୋକ୍ଷ ॥୪॥
ହେବାର ବିନତ ଦଶାନନ ଭ୍ରାତ
ତବ ଶ୍ରୀଚରଣରେ ଦେଖ
ବସିଛି ସଜୀବେ ଅଦ୍ୟାପି ଏ ଭବେ
ପାଇ ସ୍ୱର୍ଣ୍ଣମୟୀ ଲଙ୍କ ॥୫॥
ମୃକୁଣ୍ଡ କୁମାର ପାଣ୍ଡବାଦିକଙ୍କର
ନ ଫେଡ଼ି କେଉଁ ଆତଙ୍କ
କାହାକୁ କି ଦୟା କରି ନାହିଁ ମାୟା-
ଧର କୈବଲ୍ୟ ଦାୟକ ॥୬॥
କହେ ଭଞ୍ଜ ବୀରବର ରମାବର
ପ୍ରଭୁ ଦୀନଜନ ରକ୍ଷ
ଭାସୁଛି ଏ ଭବ ଦୁସ୍ତର ଅର୍ଣ୍ଣବ
ମଧ୍ୟେ ମୁଁ ହୋଇ ନିରଖ ॥୭॥
</center>
</poem>
[[ଶ୍ରେଣୀ:ଉପେନ୍ଦ୍ର ଭଞ୍ଜ ରଚନାବଳୀ]]
hrq191v514m9y5s2g6nywibnig0utdd
ପୃଷ୍ଠା:Boudhabatara Kabya.pdf/୧୬୧
250
12570
59501
2026-05-14T15:16:11Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "{ pase ) ବହୁ କାଳରେ ବଡ଼ କଷ୍ଟରେ, ଉଠି ବସିଲେ । ଶରୀର ଉରେ, ନିରଞ୍ଜନା ଖରେ ଯାଇ ଧୀରେ ଧୀରେ ସ୍ନାନକଲେ ଛଅ ବର୍ଷ ପରେ ସେ ସିଦ୍ଧାଥ : ଅନଳରେ ଦ ସୁଧା ବର୍ଷ -ହେଲ, ଭେଲେ କର୍ଣଚନ ନକ ଶୁନ ଶବର କାନ ଆଣି ଯଇ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59501
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>{
pase )
ବହୁ କାଳରେ ବଡ଼ କଷ୍ଟରେ,
ଉଠି ବସିଲେ । ଶରୀର ଉରେ,
ନିରଞ୍ଜନା ଖରେ ଯାଇ ଧୀରେ ଧୀରେ
ସ୍ନାନକଲେ ଛଅ ବର୍ଷ ପରେ
ସେ ସିଦ୍ଧାଥ :
ଅନଳରେ ଦ ସୁଧା ବର୍ଷ
-ହେଲ, ଭେଲେ କର୍ଣଚନ
ନକ ଶୁନ
ଶବର କାନ
ଆଣି ଯଇନେ କଲେ ଧାରଣ
ସେ ଅଙ୍ଗରେ ।
୧୧
ଅଧି ବସିଲେ ସେ ଜରୁଜଳେ,
ଗରୁ ପ୍ରତମୀ, ସମ କଳେ,
ଅରଣ୍ୟ ଦେବତା ଈଅବା ୟୁପିଉ
ଛନ୍ଦ୍ର କଟରେ କପିଳେ ବରଳେ
ସେ ସ୍ଥାନରେ।
୧୨
ନକକ୍ଷର କନ୍ୟା ସୁଜାତା,
ବ୍ୟାଜ ପତ୍ର ବଂଶ ଦକାରୀ,
ବିଷ୍ଣୁ ଭା ଅଳରେ
ସୁବର୍ଣ୍ଣ ଥାଳିରେ
ପୂଜା ସମ୍ଭାର ମାନ ସହନା
ସେ ସ୍ଥାନରେ,<noinclude></noinclude>
i7zz3fy5g8guz0qtiwutiyplnyzojzo