ଉଇକିପାଠାଗାର
orwikisource
https://or.wikisource.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.6
first-letter
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିପାଠାଗାର
ଉଇକିପାଠାଗାର ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ପୃଷ୍ଠା
ପୃଷ୍ଠା ଆଲୋଚନା
ସୂଚୀ
ସୂଚୀ ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ପୃଷ୍ଠା:ଅଭିନବ ବୀଜଗାଣିତିକ ବିଧି ବିଜ୍ଞାନ.pdf/୧
250
4006
59533
33137
2026-06-12T14:25:03Z
~2026-34633-63
3039
59533
proofread-page
text/x-wiki
<noinclude><pagequality level="4" user="Chinmayee Mishra" /></noinclude><center>'''ଅଭିନବ'''
'''ବୀଜ ଗାଣିତିକ'''
'''ବିଧି-ବିଜ୍ଞାନ'''
(୧ମ ଭାଗ)
ସଂକଳକ- ଶ୍ରୀ ହରିହର ପ୍ରସାଦ ଶତପଥୀ
</center><noinclude></noinclude>
izu22w1fr4rny65xtafl6qusm8piuuc
ପୃଷ୍ଠା:Boudhabatara Kabya.pdf/୧୯୦
250
12599
59534
2026-06-12T16:10:33Z
Ssgapu22
248
/* ପ୍ରମାଣିତ ହୋଇନଥିବା */ "( ୧୬୪ ) ୧୬ଶ ସର୍ଗ । ସଂଧ୍ୟାର ଶ୍ମଶାନ । ଗୌତମ ‘ମଗଧ ଦେଶରେ, ଶିଷ୍ୟ ମାନଙ୍କ ସହରରେ, ବସି ଅଛନ୍ତ ବେଣୁ ବନେ । ଗୁଲ୍ରେ ରଥ ଯେସନେ । ପିତୃ ଥେରକ ଦୂଇ ଜଣେ, ବନସ୍ତେ ନମିଲ ଚରଣେ । ସେ ଦୃଢ଼ ବାଲ୍ୟ ସହ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
59534
proofread-page
text/x-wiki
<noinclude><pagequality level="1" user="Ssgapu22" /></noinclude>( ୧୬୪ )
୧୬ଶ ସର୍ଗ ।
ସଂଧ୍ୟାର ଶ୍ମଶାନ ।
ଗୌତମ ‘ମଗଧ ଦେଶରେ,
ଶିଷ୍ୟ ମାନଙ୍କ ସହରରେ,
ବସି ଅଛନ୍ତ ବେଣୁ ବନେ ।
ଗୁଲ୍ରେ ରଥ ଯେସନେ ।
ପିତୃ ଥେରକ ଦୂଇ ଜଣେ,
ବନସ୍ତେ ନମିଲ ଚରଣେ ।
ସେ ଦୃଢ଼ ବାଲ୍ୟ ସହରର ;
କପିଲ ବଷ୍ଣ ଦେଶେ ଘର l
ବୋଇଲ ଅସ୍ଥି ଯୋଉ ହାଘ
ହେ ମହାପ୍ରଭୁ ! ଭୂମ୍ଭ ରାଜ—
ପେଶିଲେ ଦୂଇ ଦେଶ ଦେଶେ,
ପ୍ରଭୁଙ୍କ ଲେଖିବା ଉଦ୍ଦେଶ୍ୟ ।
ସକଳ ଗଳ୍ପ ଅକାରଣେ,
ବାବୃତ୍ତ ନ ଅଇଲେ ଜଣେ ।
ସେ ଲେକ ଗଣେ ହଇରେ,
ବରଗେ ଗଲେ କ୍ଷୁବ୍ର ଜ୍ୟାରେ ।
ଶେଷକୁ ବଦ୍ଧ ଏହି ଦାସ,
ଭଗ୍ୟ ରେଳ ଆସିପାଶ !
ହୃଦୟ ପାଷାଣରେ ବାଦ୍ଧ,
ଅସିଛୁ ଧାଇ କାନ୍ଧ କାନ୍ଧ ?
ବାଜୁଛ ତୁମ୍ଭ ଧର୍ମ ରେସ,
ଦେଶେ ଦେଶ।ନ୍ତେ ବର୍ଷ ଡେଇ<noinclude></noinclude>
ris9h832c9qeqqyw2vab4gl1njtpuna