ଉଇକିଅଭିଧାନ
orwiktionary
https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.46.0-wmf.23
case-sensitive
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିଅଭିଧାନ
ଉଇକିଅଭିଧାନ ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ସୂଚୀ
ସୂଚୀ ଆଲୋଚନା
ଆଧାର
ଆଧାର ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ଖତାଖତି
0
14676
228887
167287
2026-04-14T17:54:42Z
Adicraze
3075
228887
wikitext
text/x-wiki
[[ଶବ୍ଦାର୍ଥ]]:
'''ଖତାଖତି''' —

ଉଚ୍ଚାରଣ: Khatākhati

ভেঙ্গচাভেঙ্গচি
फिचकाफिचकि

ଦେ. ବି. —

୧- ପରସ୍ପର ଲକ୍ଷ୍ୟ କରି ଖତାଇ ହେବା —
Making faces at each other.

୨- [[ଖତେଇବା]] (ଦେଖ) - Khateibā (see)
[[ଶ୍ରେଣୀ:ବଟ ତିଆରି]]
[[ଶ୍ରେଣୀ:ଦେଶଜ ବିଶେଷ୍ୟ]]
icbzslc8p8kbyg2r3lmg2jrhruhr2m7
ଖୁପରେଇବା
0
15940
228890
192797
2026-04-14T18:22:50Z
Adicraze
3075
228890
wikitext
text/x-wiki
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Khupareibā|Khupareibā}}
=== ଅନୁବାଦ ===
{{trans-top|ଖୁପରେଇବା}}
* ବଙ୍ଗାଳୀ: [[চিড়ান]], [[নাক ঢুকান]]
* ହିନ୍ଦୀ: [[चिढ़ाना]], [[नाक घुसेड़ना]]
{{trans-bottom}}
:୧. ଅନ୍ଯ ଲୋକଙ୍କ କଥାରେ ବାରମ୍ବାର ପଶିିବା, ମଝିରେ ପଶିବା - To poke your nose in other people's matters.
:୨. ଅନ୍ଯ ସାଙ୍ଗେ ଲାଗିବା, ଖତେଇବା - To constantly disturb/agitate a person
:୩. - To give unwanted/unsolicited advice, to everyone's dismay
[[ଶ୍ରେଣୀ:ବଟ ତିଆରି]]
[[ଶ୍ରେଣୀ:ଦେଶଜ କ୍ରିୟାପଦ]]
kifyd2idt7azrjc0t195u5sk4c06z3p
ଜମିବା
0
28709
228891
67133
2026-04-14T18:29:41Z
Adicraze
3075
/* ଦେଶଜ - କ୍ରି. (ଆରବୀ - ଜମନା) */
228891
wikitext
text/x-wiki
'''ଜମିବା'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Jamibā| ɟˈʌmibˌa}}
=== ଅନୁବାଦ ===
{{trans-top|ଜମିବା}}
* ବଙ୍ଗାଳୀ: [[জমা]]
* ହିନ୍ଦୀ: [[जमना]]
{{trans-bottom}}
=== ଦେଶଜ - କ୍ରି. (ଆରବୀ - ଜମନା) ===
:୧. ଠୁଳ ହେବା; ଏକତ୍ର ହେବା — ୧. To be collected together.
ନିଦାରୋ ଲୁଳିଲା ନବୀନ ମଞ୍ଜରୀ ପରି ଜମି ମୋର ଭରରେ କବିସୂର୍ଯ୍ୟ. ସଙ୍ଗୀତ

:୨. (ଧନ) ଗଚ୍ଛିତ ହେବା; ଜମା ହେବା — ୨. (riches) To be hoarded up.
:୩. ବୃଦ୍ଧି ପାଇବା —୩. To be increased.
:୪. (ଜଳୀୟ ବସ୍ତୁ) ଘନ ବସ୍ତୁରେ ପରିଣତ ହେବା; ଘନାଭୂତ ହେବା —୪. To solidity; to become thick; to congeal (said of liquids).
(ଯଥା—ପାଣି ଜମି ବରଫ ହୁଏ)
:୫. ସ୍ତର ବାନ୍ଧିବା ବା ସ୍ଥିର ଭାବରେ ବସିଯିବା — ୫. To be deposited in layers.
(ଯଥା—ନଈର ପଟୁ ଜମିଲା)
:୬. ସ୍ଥିର ବା ନିଶ୍ଚଳ ହେବା —୬. To be still.
ରହନ୍ତୁ କି ଲାଜ କ୍ରୋଧେ ଜମି ଆଜ, ଭୂଜେ ଭିଡ଼ି ଦେବା ମାତ୍ରେ କବିସୂର୍ଯ୍ୟ. ସଙ୍ଗୀତ
:୭. ମଜ୍ଜିଯିବା; ଲଗ୍ନ ହୋଇ ଯବା — ୭. To be engrosed.
ମନ ଜମି ଯା, ସିନ୍ଧୁଜେମା ପ୍ରାଣ ଧନେ କବିସୂର୍ଯ୍ୟ. ସଙ୍ଗୀତ
:୮. (ଲକ୍ଷଣାର୍ଥ) ଜମାଟ ଧରିବା; ଘମାଘୋଟ ହେବା — ୮. (figurative) To thicken.
ଅତି ଅଦ୍ଭୁତ ଭାବେ ଜମେ ସମର ମଧୁସୂଦନ. ଉତ୍ତରରାମଚରିତ
:୯. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ବୈଷୟିକ ଅବସ୍ଥା ବିଭବ— ଶାଳୀ ହେବା —୯. (figurative) To become affluent in circumstances.
(ଯଥା—ପୁଅ ବଡ଼ ଚାକିରି କରିବାକୁ ତାଙ୍କ ଘରଟି ବର୍ତ୍ତମାନ ଖୁବ୍ ଜମିଲାଣି)
:୧୦. [[ଆରେଇବା]] (ଦେଖ) - Āreibā (See)
['''ଦ୍ରଷ୍ଟବ୍ୟ''' —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ଅସମାପିକା ରୂପ ସଙ୍ଗେ ଆସିବା କ୍ରିୟାର ସମାପିକା ରୂପ ଯୋଗ ହେଲେ ଏଥିର ଅର୍ଥ—ଜମିବାକୁ ଆରମ୍ଭ କରିବା]

[[ଶ୍ରେଣୀ:ବଟ ତିଆରି ୩]]
9ia8qhz07nlbfaf9sffd53mwgt2x2xo
ବିଡ଼ିବା
0
70464
228886
109758
2026-04-14T17:39:45Z
Adicraze
3075
/* ଓଡ଼ିଆ */
228886
wikitext
text/x-wiki
'''ବିଡ଼ିବା'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Biṟḍ̠ibā| bˈir.ibˌa}}
=== ଅନୁବାଦ ===
{{trans-top|ବିଡ଼ିବା}}
* ବଙ୍ଗାଳୀ: [[পরীক্ষা করা]]
* ହିନ୍ଦୀ: [[जांचना]]
{{trans-bottom}}
=== ଦେଶଜ - କ୍ରି—[ସଂସ୍କୃତ - ବିଡ଼୍ ଧାତୁ=ଭେଦ କରିବା(କାହାରି ମନକୁ)]
:୧. କୌଣସି ବ୍ୟକ୍ତିର ମନକୁ ପରୀକ୍ଷା କରିବା — ୧. To gauge the mind of a person.
(ଉ—କେହି କବି ଅର୍ଯମା, ମୁଁ ଦୋଷ କଲେ କ୍ଷମା, ହେବ ନାହିଁ କି ଏହା ବିଡ଼ିଲିରେ କବିସୂର୍ଯ୍ୟ. ସଙ୍ଗୀତ.)
:୨. ପରୀକ୍ଷା କରିବା — ୨. To test.
(ଉ—ନିଜେ ବିଡ଼ି ଆମ୍ୱେ ତାହା ଜାଣି ଅଛୁଁ ଭଲେ ସାରଳା. ମହାଭାରତ)
:୩. ବନ୍ଦିବା; ବନ୍ଧନ କରିବା; ମନ୍ତ୍ର ଯନ୍ତ୍ର ପ୍ରୟୋଗଦ୍ୱାରା କୌଣସି ବ୍ୟକ୍ତିର ମନକୁ ବାନ୍ଧି ଦେବା ବା ଅବଶ କରିବା ୩. To enchant a person; to silence a person by means of charms.

[[ଶ୍ରେଣୀ:ବଟ ତିଆରି ୩]]
rswjf6z4mhugyvgblhh7o1k068pefvt
ଖତେଇବା
0
113107
228888
2026-04-14T18:08:44Z
Adicraze
3075
"== [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Khateibā|Khateibā}} === ଅନୁବାଦ === {{trans-top|ଖତେଇବା}} * ବଙ୍ଗାଳୀ: [[চিড়ান]] * ହିନ୍ଦୀ: [[चिढ़ाना]] {{trans-bottom}} :୧. ପୁଣହି ପୁଣି ଚିଡ଼ାଇବା, ବାରମ୍ବାର ଚିଡ଼ାଇବା - To constantly pester a person..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
228888
wikitext
text/x-wiki
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Khateibā|Khateibā}}
=== ଅନୁବାଦ ===
{{trans-top|ଖତେଇବା}}
* ବଙ୍ଗାଳୀ: [[চিড়ান]]
* ହିନ୍ଦୀ: [[चिढ़ाना]]
{{trans-bottom}}
:୧. ପୁଣହି ପୁଣି ଚିଡ଼ାଇବା, ବାରମ୍ବାର ଚିଡ଼ାଇବା - To constantly pester a person
:୨. ମୁଁଁହ ବିକୃତ କରିବା - To make faces at a person, making fun of him/her.

1up5f9cksmd7bi9f4k2cqnoakyqifng
228889
228888
2026-04-14T18:10:26Z
Adicraze
3075
/* ଅନୁବାଦ */
228889
wikitext
text/x-wiki
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Khateibā|Khateibā}}
=== ଅନୁବାଦ ===
{{trans-top|ଖତେଇବା}}
* ବଙ୍ଗାଳୀ: [[চিড়ান]]
* ହିନ୍ଦୀ: [[चिढ़ाना]]
{{trans-bottom}}
:୧. ପୁଣହି ପୁଣି ଚିଡ଼ାଇବା, ବାରମ୍ବାର ଚିଡ଼ାଇବା - To constantly pester a person
:୨. ମୁଁଁହ ବିକୃତ କରିବା - To make faces at a person, making fun of him/her.
:୩. [[ଖୁପରେଇବା]] (ଦେଖ) - Khupareibā (See)

b3oqonds01wjv86jdxlzlws67l4lc7k
ଆରେଇବା
0
113108
228892
2026-04-14T18:38:50Z
Adicraze
3075
"=== ଦେଶଜ - କ୍ରି. (ସଂସ୍କୃତ - "ଆଡ଼" ଧାତୁ) === :୧. ଗୋଟେ କଡ଼କୁ/ଆଡ଼କୁ ଠୁଳ ପାଇବା —୩. To be increased on one side, favoring one side :୨. ମଜ୍ଜିଯିବା; ଲଗ୍ନ ହୋଇ ଯବା — ୨. To be engrossed, to like a thing (ଯଥା - ମୁଲିଆକୁ ସହରର ଭଦ୍ରଲୋକଙ୍କ ଚ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
228892
wikitext
text/x-wiki
=== ଦେଶଜ - କ୍ରି. (ସଂସ୍କୃତ - "ଆଡ଼" ଧାତୁ) ===
:୧. ଗୋଟେ କଡ଼କୁ/ଆଡ଼କୁ ଠୁଳ ପାଇବା —୩. To be increased on one side, favoring one side
:୨. ମଜ୍ଜିଯିବା; ଲଗ୍ନ ହୋଇ ଯବା — ୨. To be engrossed, to like a thing
(ଯଥା - ମୁଲିଆକୁ ସହରର ଭଦ୍ରଲୋକଙ୍କ ଚାଲିଚଳଣି ଭାରି ଆରେଇଲା)
:୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ବୈଷୟିକ ଅବସ୍ଥା ବିଭବ— ଶାଳୀ ହେବା —୩. (figurative) To become affluent in circumstances.
(ଯଥା—ପୁଅ ବଡ଼ ଚାକିରି କରିବାକୁ ତାଙ୍କ ଘରଟି ବର୍ତ୍ତମାନ ଖୁବ୍ ଆରଇଲାଣି)
['''ଦ୍ରଷ୍ଟବ୍ୟ''' —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ଅସମାପିକା ରୂପ ସଙ୍ଗେ ଆସିବା କ୍ରିୟାର ସମାପିକା ରୂପ ଯୋଗ ହେଲେ ଏଥିର ଅର୍ଥ—ଆରେଇବାକୁ ଆରମ୍ଭ କରିବା]

[[ଶ୍ରେଣୀ:ବଟ ତିଆରି ୩]]
cji2dnj7jf4wmxxuxu1og228ju5y7wk