ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.46.0-wmf.26 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ଗୋଚର 0 20526 228898 213459 2026-05-02T22:11:32Z ~2026-26694-10 3372 228898 wikitext text/x-wiki , * {{ଅଡ଼ିଓ|LL-Q33810 (ori)-Psubhashish-ଗୋଚର.wav|ଧ୍ୱନି (ମାନକ ଓଡ଼ିଆ)|lang=or}} === ସଂସ୍କୃତ - ବିଶେଷ୍ୟ - (ଗୋ+ଚର ଧାତୁ+ଅଧିକରଣେ. ଅ; ବା ବହୁବ୍ରୀହି; ଗୋ+ଚର) === :୧. ଗୋରୁ ଚରିବା ଭୂମି; ଗୋଚାରଣଭୂମି —୧. Pasturage; pasture; grazing field for cattle. :୨. ଇନ୍ଦ୍ରିୟ ଗ୍ରାହ୍ୟବସ୍ତୁ — ୨. A thing perceptible by the senses. :୩. ସାକ୍ଷାତ୍କାର — ୩. Direct touch or preception. ଶୁଣେ ରାଧିକା ଗୋବିନ୍ଦ ବେଗେ ସମର୍ପିଲେବ ରାୟେ ନନ୍ଦ ପ୍ରାଚୀ. ରସବାରିଧି :୪. ଇନ୍ଦ୍ରିୟ ଗ୍ରହଣର ସୀମା — ୪. Ken or range of preception. :୫. ଇନ୍ଦ୍ରିୟଦ୍ୱାରା ଅନୁଭୂତି — ୫. Perception; direct knoledge. :୬. (ଜ୍ୟୋତିଷ)—ଗ୍ରହର ତାତ୍କାଳିକ ସଞ୍ଚାର — ୬. (astrology) The presence or position of a planet in any sign which is that of a person's nativity. :୭. ସ୍ଥାନ; ଦେଶ —୭. Tract of country. === ସଂସ୍କୃତ - ବିଶେଷଣ - === :୧. ଯେଉଁ ଭୂମିରେ ଗୋରୁ ଚରନ୍ତି — ୧. (land) Grazed over by cattle. :୨. (ସମାସରେ) ବାସକାରୀ —୨. Dwelling in. :୩. (ସମାସରେ) ବିଚରଣକାରୀ —୩. Frequenting. :୪. (ସମାସରେ) ଇନ୍ଦ୍ରିୟର ବିଷୟୀଭୂତ — ୪. Perceptible to a sense; within the ken of one's senses. (ଯଥା—ଶ୍ରୁତିଗୋଚର, ଦୃଷ୍ଟିଗୋଚର, ଇନ୍ଦ୍ରିୟଗୋଚର) :୫. ଅବଗତ; ଜ୍ଞାତ ହୋଇଥିବା —୫. Informed. ଟପାଥିବା ଚର ବଚନୂ ଗୋଚର ଯେତେ ସମାଚାର ଗୋପେ କବିସୂର୍ଯ୍ୟ. କିଶୋରୀଚମ୍ପ.ଟ ଗୀତ :୬. ଆଶ୍ରିତ; ସ୍ଥିତ —୭. Situatein. <!-- -- ୨୩୦୦ -- --> === ଦେଶଜ - ବିଶେଷ୍ୟ - === ଉପସ୍ଥିତି —Presence. ନ ଦେଖି କୃଷ୍ନରହୃଦେ ହୋଇରେ ଚମତ୍କାର ଜଗନ୍ନାଥ, ଭାଗବତ ------------------ [[ଶ୍ରେଣୀ:ବଟ ତିଆରି ୩]] bhi6k008pfmz5nk3tvg8w3jxo8ulpax