ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.5 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ତୁଚ୍ଛା 0 37288 228967 217732 2026-06-07T13:17:13Z ~2026-33787-58 3391 /* ଦେଶଜ - ବିଶେଷଣ - (ସଂସ୍କୃତ - ତୁଚ୍ଛ, ପ୍ରା, ତୁଚ୍ଛ) */ 228967 wikitext text/x-wiki '''ତୁଚ୍ଛା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Tuchchhā| tˈutʃtʃʰa}} * {{ଅଡ଼ିଓ|LL-Q33810 (ori)-Psubhashish-ତୁଚ୍ଛା.wav|ଧ୍ୱନି (ମାନକ ଓଡ଼ିଆ)|lang=or}} * {{ଅଡ଼ିଓ|LL-Q33810 (ori)-Sangram Keshari Senapati (Ssgapu22)-ତୁଚ୍ଛା.wav|ଧ୍ୱନି (ମାନକ ଓଡ଼ିଆ)|lang=or}} === ସଂସ୍କୃତ - ବିଶେଷ୍ୟ - (ତୁଚ୍ଛ+ଆ) === :୧. ନୀଳ ଗୁଳ୍ମ — ୧. Indigo plant. :୨. ତୁତିଆ —୨. Blue vitriol. :୩. ଗୁଜୁରାତି; ଛୋଟ ଅଳେଇଚ — ୩. Small white cardamom. === ସଂସ୍କୃତ - ବିଶେଷଣ - === :୧. [[ ତୁଚ୍ଛା ]] (ଦେଖ) - —୧. Tuchhā (See) ------------------ [[ଶ୍ରେଣୀ:ବଟ ତିଆରି ୩]]'''ତୁଚ୍ଛା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Tuchhā| tˈutʃtʃʰa}} === ଅନୁବାଦ === {{trans-top|ତୁଚ୍ଛା}} * ବଙ୍ଗାଳୀ: [[খালি]] * ହିନ୍ଦୀ: [[खालि]], [[ छुछा]], [[ छुछा]] {{trans-bottom}} === ଦେଶଜ - ବିଶେଷଣ - (ସଂସ୍କୃତ - ତୁଚ୍ଛ, ପ୍ରା, ତୁଚ୍ଛ) === :୧. [[ ତୁଳ ]] (ଦେଖ) - — ୧. Tuchchha (See) ତୁଚ୍ଛା ଶଙ୍କା ଧରି ନ ପଡ଼ ନଳ ମୋହେ— କୃଷ୍ଣସିଂହ. ମହାଭାରତ ବନ :୨. ଶୂନ୍ୟ; ରିକ୍ତ; ଫମ୍ପା; ପୋଲା —୨. Empty. :୩. ଏକାକୀ —୩. Alone. :୪. ଅନ୍ୟ କୌଣସି ପଦାର୍ଥର ସଙ୍ଗରହିତ — ୪. Not accompanied by any other thing. :୫. ଅଳଙ୍କାରହୀନ — ୫. Bare; devoid of ornaments. (ଯଥା— ବିଧବାର ତୁଚ୍ଛା ହାତ) :୬. ଅର୍ଥଶୂନ୍ୟ (ହାତ) —୬. Pennilless. :୭. କର୍ମଶୂନ୍ୟ; ବେକାର —୭. Without employment. :୮. ଯାହାଠାରେ ବୋଝେ ବା ଅନ୍ୟ କୌଣସି ଦାୟିତ୍ୱ ନାହିଁ —୮. Unencumbered. :୯. ଅନଧିକୃତ —୯. Unoccupied. ଯଥା— ତୁଚ୍ଚା ଘର; ତୁଚ୍ଛା ପଲଙ୍କ) ଖଟ ତଳେ ଗଲା ବିଛା ଯେଉଁ ଦିନୁ ଧନ ବିଦେଶ ଗଲେଣି, ପଲଙ୍କ ପଡ଼ୁଛି ତୁଛ ଢ଼ଗ. === ଅନୁବାଦ === {{trans-top|ତୁଚ୍ଛା}} * ବଙ୍ଗାଳୀ: [[বুথা]] * ହିନ୍ଦୀ: [[बेफायदा]] {{trans-bottom}} === ଦେଶଜ - କ୍ରି.ବିଶେଷଣ - === :୧. ତୁଚ୍ଛା; ଖାଲି; ମାତ୍ର; କେବଳ — ୧. Simply; only; soleny; merely. ତୁଛ ତୁମ୍ଭ ଭାଇମାନେ ଯେ କ୍ରୋଧ କଲେ—କୃଷ୍ଣସିଂହ, ମହାଭାରତ. ସଭା :୨. ବୃଥାରେ — ୨. In vain. ତୁଚ୍ଛ ବସିଥିବା ହୋଇଥିଲେ ହୋଇବ କିସ କୃଷ୍ଣସିଂହ ମହାଭାରତ. ଆଦି ------------------ [[ଶ୍ରେଣୀ:ବଟ ତିଆରି ୩]] [[category:need check2]] [[ଶ୍ରେଣୀ:ଦେଶଜ କ୍ରିୟାବିଶେଷଣ]] caxxffwt8xk3daywd1v3rjop7u8p14p ନାଁ ଦିଆ 0 47655 228966 86574 2026-06-07T12:26:46Z ~2026-33787-58 3391 /* ଦେଶଜ - ବିଶେଷ୍ୟ - */ 228966 wikitext text/x-wiki '''ନାଁ ଦିଆ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Nāñ diā| nˈã dˈia}} === ଅନୁବାଦ === {{trans-top|ନାଁ ଦିଆ}} * ବଙ୍ଗାଳୀ: [[নাম দেওয়া]] * ହିନ୍ଦୀ: [[नामकरण]] {{trans-bottom}} ନାଆଁ ଦିଆ, ନାଁଆଁ ଦିଆ, ନା ଦିଆ'' ଅନ୍ୟରୂପ'' === ଅନୁବାଦ === {{trans-top|ନାଁ ଦିଆ}} * ବଙ୍ଗାଳୀ: [[হিয়ালি]] * ହିନ୍ଦୀ: [[वुझोवल]] {{trans-bottom}} === ଦେଶଜ - ବିଶେଷ୍ୟ - === :୧. ନାମକରଣ, ଏକୋଇଶିଆ — ୧. Giving a name to a person. :୨. ବାଳକର ନାମକରଣ ଉତ୍ସବ —୨. The festival of giving a name to a baby; baptism. :୩. ପ୍ରହେଳିକା — ୩. A riddle. ------------------ [[ଶ୍ରେଣୀ:ବଟ ତିଆରି ୩]] 7flap4tzrvo8uyu1i9l13udjncovxkv ମଶାଣି ଚଣ୍ଡୀ 0 82757 228968 122377 2026-06-08T11:15:36Z Snip1 600 /* ଅନୁବାଦ */ 228968 wikitext text/x-wiki '''ମଶାଣି ଚଣ୍ଡୀ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Maṡāṇi chaṇḍī| mˈʌʃanˌi tʃˈʌnɖi}} === ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ମଶାନ ଚଣ୍ଡୀ) === ଶ୍ମଶାନ ଚଣ୍ଡୀ; ଶ୍ମଶାନ ବାସିନୀ ଠାକୁରାଣୀ <!-- -- ୬୩୩୩ -- --> === ଅନୁବାଦ === {{trans-top|ମଶାଣି ଚଣ୍ଡୀ}} * ବଙ୍ଗାଳୀ: [[মশাণচণ্ডী]] * ହିନ୍ଦୀ: [[मशानीचण्डी]], [[ मशानी]] {{trans-bottom}} ନାମ ବିଶେଷ —Name of a Goddess presiding on a cremation ground. ------------------ [[ଶ୍ରେଣୀ:ବଟ ତିଆରି ୩]] 08wob3mmqodi4t6470w5iee7pbuokht ଉଇକିଅଭିଧାନ:ବଛା ଶବ୍ଦ/୨୦୨୬/ଜୁନ 4 113119 228969 2026-06-08T11:17:09Z Snip1 600 ବଛା ଶବ୍ଦ 228969 wikitext text/x-wiki {{ବଛା ଶବ୍ଦ |ଶବ୍ଦ = ମଶାଣି ଚଣ୍ଡୀ |ଉଚ୍ଚାରଣ = Maṡāṇi chaṇḍī |ଧ୍ୱନି = |ଶବ୍ଦ ବିନ୍ୟାସ = ସଂସ୍କୃତ - ଶ୍ମଶାନ ଚଣ୍ଡୀ |ସ୍ତ୍ରୀ = |#1 = ଦେଶଜ - ବିଶେଷ୍ୟ |ଶ୍ମଶାନ ବାସିନୀ ଠାକୁରାଣୀ||| |ଦ୍ରଷ୍ଟବ୍ୟ୧ = |#2 = |||| |ଦ୍ରଷ୍ଟବ୍ୟ୨ = |#3 = |||| |ଦ୍ରଷ୍ଟବ୍ୟ୩ = |ଦ୍ରଷ୍ଟବ୍ୟ = |ଉଦାହରଣ = |ଢଗ = |ବର୍ଷ = ୨୦୨୬ }}<noinclude>[[ଶ୍ରେଣୀ:୨୦୨୬ର ବଛା ଶବ୍ଦ| ୦୬]]</noinclude> d4tq1xxgii4qxlu5umjdf3nx0nem9qi