ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.6 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ଚାହିଁବା 0 26406 228983 214764 2026-06-09T17:38:06Z Adicraze 3075 /* ଦେଶଜ - କ୍ରି. (ସଂସ୍କୃତ - ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା) */ 228983 wikitext text/x-wiki '''ଚାହିଁବା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Chāhiñbā| tʃahˈĩba}} * {{ଅଡ଼ିଓ|LL-Q33810 (ori)-Psubhashish-ଚାହିଁବା.wav|ଧ୍ୱନି (ମାନକ ଓଡ଼ିଆ)|lang=or}} === ଅନୁବାଦ === {{trans-top|ଚାହିଁବା}} * ବଙ୍ଗାଳୀ: [[চাহা]] * ହିନ୍ଦୀ: [[दिखना]], [[ तकाना]], [[ चितबना]] {{trans-bottom}} === ଦେଶଜ - କ୍ରି. (ସଂସ୍କୃତ - ଚାପୁ ଧାତୁ=ଚାକ୍ଷୁଷ ଜ୍ଞାନ ଲଭିବା) === :୧. [[ଅନାଇବା]]; ଦୃଷ୍ଟି ପକାଇବା — ୧. To look at; to glance at ଚାହିଁ ଦେଲେ ଆଉ କାହିଁ ନ ଦିଶଇ ଆଖି ଥାଉଁ ଥାଉଁ ପଥ କବିସୂର୍ଯ୍ୟ. ସଙ୍ଗୀତ :୨. ଦେଖିବା —୨. To see. :୩. ଆଖି ମେଲା କରିବା — ୩. To open the eyes. :୪. ଅପେକ୍ଷା କରିବା; ଟାକି ରହିବା — ୪. To wait in expectation ତହିଁକୁ ଶୀଘ୍ରେ ଚଳିଯାଇ, ରହିଲା ମୃତ୍ୟୁ ବାଟ ଚାହିଁ ଜଗନ୍ନାଥ. ଭାଗବତ :୫. ଚେଇଁବା —୫. To keep awake. [ ଦ୍ର—ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା, ରହିବା କ୍ରିୟାର ସମାପିକାରୂରଯୁକ୍ତ ହୁଏ ] ------------------ [[ଶ୍ରେଣୀ:ବଟ ତିଆରି ୩]] ja6o7a7atl1fz1ryf1tqx4vwlagc8uw ବୋଳିବା 0 75945 228977 214780 2026-06-09T17:24:02Z Adicraze 3075 /* ଅନୁବାଦ */ 228977 wikitext text/x-wiki '''ବୋଳିବା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Boḻibā| bˈol̩ˌiba}} [ବୋଳା(ଳେ)ଇବା—ଣିଜନ୍ତରୂପ] * {{ଅଡ଼ିଓ|LL-Q33810 (ori)-Psubhashish-ବୋଳିବା.wav|ଧ୍ୱନି (ମାନକ ଓଡ଼ିଆ)|lang=or}} === ଅନୁବାଦ === {{trans-top|ବୋଳିବା}} * ବଙ୍ଗାଳୀ: [[মাখা]] * ହିନ୍ଦୀ: [[लेपना]] {{trans-bottom}} (ବୋଳିଦେବା—ଅନ୍ୟରୂପ) [ ବୋଳା ହେ(ଯି)ବା—କର୍ମବାଚ୍ୟରୂପ] === ଦେଶଜ - କ୍ରିୟାପଦ - (ସଂସ୍କୃତ - ଲିପ୍ ଧାତୁର ଅକ୍ଷର ବିପର୍ଯ୍ୟୟ ?) === :୧. ଲେପନ କରବା ; ମାଖିବା —୧. To besmear; to anoint; to put a layer upon. (ଉ—ସମଗରା ପାଟେ ହଂସ ହଂସୀ ପଦ୍ମ—ପରାଗେ ଶରୀର ବୋଳି ରାଧାନାଥ. ପାର୍ବତୀ) :୨. ଘନଭାବରେ ଲେପନ କରିବା —୨. To besmear thickly; to plaster. :୩. ଲେସିବା —୩. To bungle; to daub. (ଯଥା—ସେ ଲେଖିଲା ବେଳେ କାଗଜ ଉପରେ ଗୁଡ଼ାଏ ସ୍ୟାଇ ବୋଳିଛି) [ ଦ୍ର—ବ୍ୟବହାରରେ 'ଲେପିବା' ଓ 'ବୋଳିବା' ବା 'ଲେସିବା' ମଧ୍ୟରେ ସାମାନ୍ୟ ପ୍ରଭେଧ ଦେଖାଯାଏ ଲେପିବା—କୌଣସି ପଦାର୍ଥ ଉପରେ ପତଳା କରି ଅନ୍ୟ ଗୋଟିଏ ପାଣିଆ ବସ୍ତୁର ସ୍ତର ଦେବା ଲେସିବା ବା ବୋଳିବା—ଘନସ୍ତର ଲେପିବା ଲଗାଇବା ଓ ମାଖିବା—ଲେପିବାଠାରୁ ପତଳାସ୍ତର; କିନ୍ତୁ 'ବୋଳିବା' ଶଦ୍ଦଦ୍ୱାରା ପରିମାଣଧିକ୍ୟ ସୂଚିତ ହୁଏ] :୪. (ଲକ୍ଷଣାର୍ଥ) ପର ଉପରେ ଦୋଷ ଅର୍ପଣ କରିବା ୪. To lay the blame on another. (ଯଥା—ସେ ଆପେ ଦୋଷ କରି ମୋ ଉପରେ ବୋଳ ଦେଉଛି) ------------------ [[ଶ୍ରେଣୀ:ବଟ ତିଆରି ୩]] 1xsfm6f4j2ov3jsg5cdnbyndv31bbdq ମଶାଣି ଚଣ୍ଡୀ 0 82757 228973 228968 2026-06-09T12:58:48Z ~2026-33935-00 3392 228973 wikitext text/x-wiki '''ମଶାଣି ଚଣ୍ଡୀ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Maṡāṇi chaṇḍī| mˈʌʃanˌi tʃˈʌnɖi}} === ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ମଶାନ ଚଣ୍ଡୀ) === ଶ୍ମଶାନ ଚଣ୍ଡୀ; ଶ୍ମଶାନ ବାସିନୀ ଠାକୁରାଣୀ === ଅନୁବାଦ === {{trans-top|ମଶାଣି ଚଣ୍ଡୀ}} * ବଙ୍ଗାଳୀ: [[মশাণচণ্ডী]] * ହିନ୍ଦୀ: [[मशानीचण्डी]], [[ मशानी]] {{trans-bottom}} ନାମ ବିଶେଷ — Name of a Goddess presiding on a cremation ground. ------------------ [[ଶ୍ରେଣୀ:ବଟ ତିଆରି ୩]] rvjf1olm9v4fgp1y8srkh2djp7hbs61 228974 228973 2026-06-09T13:00:11Z Snip1 600 added [[Category:ଦେଶଜ ବିଶେଷ୍ୟ]] using [[Help:Gadget-HotCat|HotCat]] 228974 wikitext text/x-wiki '''ମଶାଣି ଚଣ୍ଡୀ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Maṡāṇi chaṇḍī| mˈʌʃanˌi tʃˈʌnɖi}} === ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶ୍ମଶାନ ଚଣ୍ଡୀ) === ଶ୍ମଶାନ ଚଣ୍ଡୀ; ଶ୍ମଶାନ ବାସିନୀ ଠାକୁରାଣୀ === ଅନୁବାଦ === {{trans-top|ମଶାଣି ଚଣ୍ଡୀ}} * ବଙ୍ଗାଳୀ: [[মশাণচণ্ডী]] * ହିନ୍ଦୀ: [[मशानीचण्डी]], [[ मशानी]] {{trans-bottom}} ନାମ ବିଶେଷ — Name of a Goddess presiding on a cremation ground. ------------------ [[ଶ୍ରେଣୀ:ବଟ ତିଆରି ୩]] [[ଶ୍ରେଣୀ:ଦେଶଜ ବିଶେଷ୍ୟ]] lej2j3wk6mdbxyh6ch6kkxmk2sjhnf9 ମହୁରୀ 0 83784 228975 223014 2026-06-09T17:10:46Z Adicraze 3075 /* ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧୁର; ଏହା ମଧୁର ଶବ୍ଦ କରୁଥିବାରୁ) */ 228975 wikitext text/x-wiki '''ମହୁରୀ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Mahurī| mˈʌhuɾˌi}} * {{ଅଡ଼ିଓ|LL-Q33810 (ori)-Psubhashish-ମହୁରୀ.wav|ଧ୍ୱନି (ମାନକ ଓଡ଼ିଆ)|lang=or}} * {{ଅଡ଼ିଓ|LL-Q33810 (ori)-Sangram Keshari Senapati (Ssgapu22)-ମହୁରୀ.wav|ଧ୍ୱନି (ମାନକ ଓଡ଼ିଆ)|lang=or}} === ଅନୁବାଦ === {{trans-top|ମହୁରୀ}} * ବଙ୍ଗାଳୀ: [[সানাই]] * ହିନ୍ଦୀ: [[पीपही]] {{trans-bottom}} === ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧୁର; ଏହା ମଧୁର ଶବ୍ଦ କରୁଥିବାରୁ) === :୧. ମୁଖରେ ଫୁଙ୍କି ବଜାଇବା ଉପବାସୀ ସ୍ୱରଯୁକ୍ତ ଏକପ୍ରକାର ତୁରୀ; ପେଏଁକାଳୀ —୧. A kind of clarionet; clorion; a bugle. (ଯଥା- ଦ୍ବାରକା ଯିବେ ନରହରି, ବଜାଇ ମଙ୍ଗଳ ମହୁରି. ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ) ['''ଦ୍ରଷ୍ଟବ୍ୟ''' —ତେଲଙ୍ଗୀ ବାଜାରେ ଦୁଇ ପ୍ରକାର ମହୁରୀ ବାଜେ; ଯଥା—୧. ଗୀତ ମହୁରୀ (ବଙ୍ଗାଳୀ - ଗାନ୍ ସାନାଇ)—ଏହା ଗୀତର ରାଗ ଅନୂସାରେ ଫୁଙ୍କାଯାଏ ୨ ସ୍ୱର ମହୁରୀ (ବଙ୍ଗାଳୀ - ପୋଁ ସାନାଇ)— ଏହା କେବଳ ଗୋଟିଏ ସ୍ୱରରେ ଅନବରତ ବାଜୁଥାଏ] :୨. (ସଂସ୍କୃତ - ମଧୁରିକା) ପାନମହୁରୀ —୨. Fennel. :୩. ପାଣି ବୋହିଯିବାର ନଳା —୩. A drain. ------------------ [[ଶ୍ରେଣୀ:ବଟ ତିଆରି ୩]] 30gzdanv5m3f1mrq0q9m489j515lrvh ମିଛ 0 86250 228982 220703 2026-06-09T17:28:57Z Adicraze 3075 /* ଅନୁବାଦ */ 228982 wikitext text/x-wiki '''ମିଛ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Michha| mˈitʃʰɔ}} * {{ଅଡ଼ିଓ|LL-Q33810 (ori)-Psubhashish-ମିଛ.wav|ଧ୍ୱନି (ମାନକ ଓଡ଼ିଆ)|lang=or}} * {{ଅଡ଼ିଓ|LL-Q33810 (ori)-Sangram Keshari Senapati (Ssgapu22)-ମିଛ.wav|ଧ୍ୱନି (ମାନକ ଓଡ଼ିଆ)|lang=or}} === ଦେଶଜ - ବିଶେଷ୍ୟ -(ସଂସ୍କୃତ - ମିଥ୍ୟା; ପ୍ରା. ମିଚ୍ଛା) === :୧. ଅନୁତ; ଅସତ୍ୟ; ମିଥ୍ୟାକଥା —Lie; falsehood. :୨. ଆବାସ୍ତବ ବିଷୟ —୨. Unreal thing or matter. [ଉ— ସେ ବୃକ୍ଷମମୂଳେ ଥିବା ମିଛ ପଥ ଚାଲିବାଟି ପ୍ରତ୍ୟକ୍ଷ [ସତ—ବିପରୀତ] ଭୂପତି. ପ୍ରେମମଞ୍ଚାମୃତ ] === ଅନୁବାଦ === {{trans-top|ମିଛ}} * ବଙ୍ଗାଳୀ: [[মিছা]], [[মিথ্যা]] * ହିନ୍ଦୀ: [[झुठ]], [[ मिछा]] {{trans-bottom}} === ଦେଶଜ - ବିଶେଷଣ - === :୧. ଅସତ୍ୟ —୧. False. :୨. ଲୋକଙ୍କ ଦେଖାଇବା ପାଇଁ କରାଯିବା; ବାହ୍ୟ —୨. Outward; affected. :୩. ଆବାସ୍ତବ —୩. Unreal. :୪. ଅମୂଳକ; ବୃଥା —୪. Vain; groundless; baseless. :୫. ନିଷ୍ପଳ —୫. Fruitless. ------------------ [[ଶ୍ରେଣୀ:ବଟ ତିଆରି ୩]] du8z16t7mo2yws2rzgfyi3ks3kxn8v6 ଶୁଧ ମିଛ 0 106250 228978 146532 2026-06-09T17:25:31Z Adicraze 3075 /* ଦେଶଜ - ବିଶେଷ୍ୟ - */ 228978 wikitext text/x-wiki '''ଶୁଧ ମିଛ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Ṡudh michha| ʃˈudʰɔ mˈitʃʰɔ}} === ଅନୁବାଦ === {{trans-top|ଶୁଧ ମିଛ}} * ବଙ୍ଗାଳୀ: [[ভাহা মিখা]] * ହିନ୍ଦୀ: [[सरासर झुठ]] {{trans-bottom}} === ଦେଶଜ - ବିଶେଷ୍ୟ - === (ସଂସ୍କୃତ - ଶୁଦ୍ଧ ଓ ମିଥ୍ୟାରୁ) ପୂର୍ଣ୍ଣ ମିଥ୍ୟା; ଡାହା ମିଛ; ଯହିଁରେ ଲେଶ ମାତ୍ର ସତ୍ୟ ନାହିଁ —A totaly false thing; unmixed falsehood. ------------------ [[ଶ୍ରେଣୀ:ବଟ ତିଆରି ୩]] 788yt14waw14ztr3w24gy57bkzseat0 228979 228978 2026-06-09T17:26:01Z Adicraze 3075 /* ଅନୁବାଦ */ 228979 wikitext text/x-wiki '''ଶୁଧ ମିଛ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Ṡudh michha| ʃˈudʰɔ mˈitʃʰɔ}} === ଅନୁବାଦ === {{trans-top|ଶୁଧ ମିଛ}} * ବଙ୍ଗାଳୀ: [[ভাহা মিথা]] * ହିନ୍ଦୀ: [[सरासर झुठ]] {{trans-bottom}} === ଦେଶଜ - ବିଶେଷ୍ୟ - === (ସଂସ୍କୃତ - ଶୁଦ୍ଧ ଓ ମିଥ୍ୟାରୁ) ପୂର୍ଣ୍ଣ ମିଥ୍ୟା; ଡାହା ମିଛ; ଯହିଁରେ ଲେଶ ମାତ୍ର ସତ୍ୟ ନାହିଁ —A totaly false thing; unmixed falsehood. ------------------ [[ଶ୍ରେଣୀ:ବଟ ତିଆରି ୩]] 4aynhknak4lu7zxy3gj908a9jh2dc30 228980 228979 2026-06-09T17:27:49Z Adicraze 3075 /* ଅନୁବାଦ */ 228980 wikitext text/x-wiki '''ଶୁଧ ମିଛ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Ṡudh michha| ʃˈudʰɔ mˈitʃʰɔ}} === ଅନୁବାଦ === {{trans-top|ଶୁଧ ମିଛ}} * ବଙ୍ଗାଳୀ: [[ডাহা মিথ্যা]] * ହିନ୍ଦୀ: [[सरासर झुठ]] {{trans-bottom}} === ଦେଶଜ - ବିଶେଷ୍ୟ - === (ସଂସ୍କୃତ - ଶୁଦ୍ଧ ଓ ମିଥ୍ୟାରୁ) ପୂର୍ଣ୍ଣ ମିଥ୍ୟା; ଡାହା ମିଛ; ଯହିଁରେ ଲେଶ ମାତ୍ର ସତ୍ୟ ନାହିଁ —A totaly false thing; unmixed falsehood. ------------------ [[ଶ୍ରେଣୀ:ବଟ ତିଆରି ୩]] 83mz4u71f6jf64thoc2nypkebuyfgp9 228981 228980 2026-06-09T17:28:05Z Adicraze 3075 /* ଦେଶଜ - ବିଶେଷ୍ୟ - */ 228981 wikitext text/x-wiki '''ଶୁଧ ମିଛ''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Ṡudh michha| ʃˈudʰɔ mˈitʃʰɔ}} === ଅନୁବାଦ === {{trans-top|ଶୁଧ ମିଛ}} * ବଙ୍ଗାଳୀ: [[ডাহা মিথ্যা]] * ହିନ୍ଦୀ: [[सरासर झुठ]] {{trans-bottom}} === ଦେଶଜ - ବିଶେଷ୍ୟ - === (ସଂସ୍କୃତ - ଶୁଦ୍ଧ ଓ ମିଥ୍ୟାରୁ) ପୂର୍ଣ୍ଣ ମିଥ୍ୟା; ତୁଛା ମିଛ; ଯହିଁରେ ଲେଶ ମାତ୍ର ସତ୍ୟ ନାହିଁ —A totaly false thing; unmixed falsehood. ------------------ [[ଶ୍ରେଣୀ:ବଟ ତିଆରି ୩]] 6b6y8w9dmymlm1hqzggrvicyfgsb7pv ଆବୋରିବା 0 113118 228976 228972 2026-06-09T17:17:18Z Adicraze 3075 /* ଦେଶଜ - (ସଂସ୍କୃତ - ଆଵରଣ ରୁ) */ 228976 wikitext text/x-wiki '''ଆବୋରିବା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Āboribā|Āboribā}} === ଅନୁବାଦ === {{trans-top|ଆବୋରିବା}} * ବଙ୍ଗାଳୀ: [[আয়াত করা]] * ହିନ୍ଦୀ: [[काबु करना]] * ବଙ୍ଗାଳୀ: [[পরা]], [[ধারন করা]] * ହିନ୍ଦୀ: [[पहनना]], [[धारण करना]] * ବଙ୍ଗାଳୀ: [[ঢাঁকা]] * ହିନ୍ଦୀ: [[ढकना]] {{trans-bottom}} === ଦେଶଜ - (ସଂସ୍କୃତ - ଆଵରଣ ରୁ) === ୧:ମାଡ଼ି ବସିବା, ଆୟତ କରିବା —୧. To occupy a physical space. (ଯଥା- ସୂତ ମୁନିଙ୍କୁ ମଧ୍ଯେ କରି, ସକାଳେ ବସିଲେ ଆବୋରି. ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ) ୨:ପିନ୍ଧିିବା, ଧାରଣ କରିବା —୨. To wear,take on a form. ୩: ମନ ରଞ୍ଜିତ କରିବା —୩.taking total control over a state of mind. ୪: ଘୋଡ଼ାଇବା, କୌଣସି ଜିନିଷ ଚାରିଆଡ଼େ ଘୋଟିବା—୪. To get diffused or spread everywhere. (ଯଥା - ବିଶ୍ବ ଆକାଶ ଆବୋରିଲା, ତା ତେଜେ ଭୂବନ କମ୍ପିଲା .ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ) ୫:—୫. [ଉ—ମିତ୍ର ବସିଲା ତା ଆବୋରି, ମୃତ୍ୟୁ ଦେବତା ସଙ୍ଗେ କରି ଜଗନ୍ନାଥ. ଭାଗବତ] ------------------ [[ଶ୍ରେଣୀ:ବଟ ତିଆରି ୩]] [[ଶ୍ରେଣୀ:ଦେଶଜ ଅବ୍ୟୟ]] chlsks21xcqei4n4j1np2ipwun6hswy ଅନାଇବା 0 113120 228984 2026-06-09T17:50:28Z Adicraze 3075 "'''ଅନେଇବା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Aneibā|Aneibˌa}} === ଅନୁବାଦ === {{trans-top|ଅନେଇବା}} * ବଙ୍ଗାଳୀ: [[দেখান]], [[তাকান]] * ହିନ୍ଦୀ: [[देखना]], [[]] {{trans-bottom}} === ଦେଶଜ - କ୍ରିୟାପଦ - (ସଂସ୍କୃତ - ଅନୟ ଧାତୁ) ===..." ନାଆଁରେ ପୃଷ୍ଠାଟିଏ ତିଆରିକଲେ 228984 wikitext text/x-wiki '''ଅନେଇବା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Aneibā|Aneibˌa}} === ଅନୁବାଦ === {{trans-top|ଅନେଇବା}} * ବଙ୍ଗାଳୀ: [[দেখান]], [[তাকান]] * ହିନ୍ଦୀ: [[देखना]], [[]] {{trans-bottom}} === ଦେଶଜ - କ୍ରିୟାପଦ - (ସଂସ୍କୃତ - ଅନୟ ଧାତୁ) === ୧. ଦେଖିବା —୧. To see. ୨. ଚାହିଁବା; ଦେଖି ରହିବା —୨.To look intently, to keep one's eye. ୩. ଗୋଟେ ଆଡ଼କୁ ନିରେଖି ଚାହିଁବା —୩.to look into a required direction. ୪. କାହାର ବାଟ ଚାହିଁ ବସିବା; ଅପେକ୍ଷାରତ ରହିବା —୪. To expect someone, to wait for someone's arrival. [ଉ—] ------------------ [[ଶ୍ରେଣୀ:ବଟ ତିଆରି ୩]] a18hh21dg46op1hddnd416eacrqxhrb