ଉଇକିଅଭିଧାନ orwiktionary https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE MediaWiki 1.47.0-wmf.6 case-sensitive ମାଧ୍ୟମ ବିଶେଷ ଆଲୋଚନା ବ୍ୟବହାରକାରୀ ବ୍ୟବହାରକାରୀଙ୍କ ଆଲୋଚନା ଉଇକିଅଭିଧାନ ଉଇକିଅଭିଧାନ ଆଲୋଚନା ଫାଇଲ ଫାଇଲ ଆଲୋଚନା ମିଡ଼ିଆଉଇକି ମିଡ଼ିଆଉଇକି ଆଲୋଚନା ଛାଞ୍ଚ ଛାଞ୍ଚ ଆଲୋଚନା ସହଯୋଗ ସହଯୋଗ ଆଲୋଚନା ଶ୍ରେଣୀ ଶ୍ରେଣୀ ଆଲୋଚନା ସୂଚୀ ସୂଚୀ ଆଲୋଚନା ଆଧାର ଆଧାର ଆଲୋଚନା TimedText TimedText talk ମଡ୍ୟୁଲ ମଡ୍ୟୁଲ ଆଲୋଚନା Event Event talk ଡାକିବା 0 33571 228985 72053 2026-06-10T16:55:14Z Adicraze 3075 /* ଦେଶଜ - କ୍ରିୟାପଦ - (ସଂସ୍କୃତ - ଡ=ଶବ୍ଦ କରିବା; ସଂସ୍କୃତ - ହୁଙ୍କାର) */ 228985 wikitext text/x-wiki '''ଡାକିବା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Ḍākiba| ɖˈakibˌa}} === ଅନୁବାଦ === {{trans-top|ଡାକିବା}} * ବଙ୍ଗାଳୀ: [[ডাকা]] * ହିନ୍ଦୀ: [[बुलाना]], [[ पुकारना]], [[ हाँकना]] {{trans-bottom}} === ଦେଶଜ - କ୍ରିୟାପଦ - (ସଂସ୍କୃତ - ଡ=ଶବ୍ଦ କରିବା; ସଂସ୍କୃତ - ହୁଙ୍କାର) === :୧. ଆହ୍ୱାନ କରିବା, [[ରାଇବା]] — ୧. To call. ଡାକିମଧ୍ୟମକୁ ଡାକି ଆଣିବାକୁ ଏଠାକୁ କାହା ଭରସା—କିବିସୂର୍ଯ୍ୟ. କିଶୋରୀଚମ୍ପୁ ଡ ଗାତ :୨. ନିମନ୍ତ୍ରଣ କରିବା —୨. To invite. :୩. ଉପସ୍ଥିତ ହେବାପାଇଁ ତଲବ କରିବା — ୩. To summon; to send for. :୪. ଉଚ୍ଚୈଃସ୍ୱରରେ ଚିତ୍କାର କରିବା — ୪. To bowl; to shout. ଡାକିଲେ ଦାନ ପଡ଼ଇ ଅବଜ୍ଞା ନୋହି ଯେ—ପ୍ରାଚୀ. ନଳଚରିତ :୫. ବୋବାଇବା; ରାବ କରିବା; କଣ୍ଠରେ ସ୍ୱର କରିବା — ୫. To utter a sound. ଡାକନ୍ତେ ମୟୂର ଉର ଉଲ୍ଲସି ଦଦୁର ଦୂର ଚେତା କଲା ହୋଇ ଥର ଥର ହେ ଭଞ୍ଜ. ପ୍ରେମସୁଧାନିଧି [ ଦ୍ର—ଭିନ୍ନ ଭିନ୍ନ ଜାତୀୟ ପ୍ରାଣୀ ଭିନ୍ନ ଭିନ୍ନ ପ୍ରକାରରେ ଡାକନ୍ତି ଯଥା—ପାରା ଘୁମୁରିବା, ଗୋରୁ ହମାଳିବା, କୁକୁର ଓ ବିଲୁଆ ଭୁକିବା; ମେଣ୍ଢା ଓ ଛେଳି ମେଁ ମେଁ ହେବା, ବିରାଡ଼ି ମ୍ୟାଉଁ ମ୍ୟାଉଁ ହେବା; ବାଘ ହଣ୍ଟାଳିବା] :୬. ସମ୍ୱୋଧନ କରିବା —୬. To hail; to accost. :୭. ଅନୂଗ୍ରହ ବା କୃପାପ୍ରାର୍ଥୀ ହୋଇ ଦେବତା ଆଦିଙ୍କ ନାମ ନେବା ବା ପ୍ରାର୍ଥନା କରିବା ବା ସ୍ମରଣ କରିବା — ୭. To invoke (a Deity or God) for help or favour. :୮. ସ୍ପଷ୍ଟରୂପେ କହିବା —୮. To speak out. :୯. (ବିଲ) ଶୁଖି କରି ଫାଟିବା — ୯. To crack, being dried of all moisture (said of a field). :୧. କୌଣସି ବ୍ୟକ୍ତିର ନାମ ଉଚ୍ଚରଣ ପୂର୍ବକ ଉଚ୍ଚୈଃସ୍ୱରରେ କହିବା —୧୦. To call out a person's name. :୧୧. କୌଣସି ବ୍ୟକ୍ତିର ନାମ ଧରି ତାକୁ ପାଖକୁ ଆସିବାକୁ ଉଚ୍ଚୈଃସ୍ୱରରେ କହିବା —୧୧. To call a person to come near by uttering his name. :୧୨. ଉଚ୍ଚ ଶବ୍ଦ ଉତ୍ପନ୍ନ କରିବା — ୧୨. To produce a loud sound. (ଯଥା—ବାଉଁଶ ଉପରେ ଖୁବ୍ ବୋଝ ଲଦି ଦେବାରୁ ବାଉଁଶ କଡ଼ କଡ଼ ଡାକୁଛି) :୧୩. ଗର୍ଜନ କରିବା —୧୩. To roar. (ଯଥା—କାଲିଠାରୁ ମେଘ ଭାରି ଡ଼ାକୁଛି) :୧୪. (ଲକ୍ଷଣାର୍ଥ) ନିର୍ଦ୍ଦେଶ କରିବା; ଉଲ୍ଲେଖ କରିବା — ୧୩. (figurative) (a book; the scriptures) To say. to lay down. (ଯଥା—ମଦ ଖାଇଲେ ପ୍ରାୟଶ୍ଚିତ୍ତ କରିବାକୁ ହୁଏ ବୋଲି ଆମ ଶାସ୍ତ୍ର ଡାକୁଛି) ['''ଦ୍ରଷ୍ଟବ୍ୟ''' —ଡାକିବା କ୍ରିୟାର ଅସମାପିକା ରୂପ ସଙ୍ଗେ ଆଣିବା, ଦେବା, ନେବା, ପକା(କେ)ଇବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ ଡାକିବା କ୍ରିୟାର ସମାପିକାରୂପ ସଙ୍ଗେ ହାକିବାର ସମାପିକା ରୂପେ ଯୁକ୍ତ ହୁଏ ଓ ଅସାମାପିକାରୂପ ସଙ୍ଗେ ଫୂକାରିବା, ବଜାଇବା, ହାକିବା କ୍ରିୟାର ଅସମାପିକାରୂପ ଯୁକ୍ତ ହୁଏ] ------------------ [[ଶ୍ରେଣୀ:ବଟ ତିଆରି ୩]] dtrxnpcgnajowihu8wcugt31m1gb8kj