ଉଇକିଅଭିଧାନ
orwiktionary
https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.6
case-sensitive
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିଅଭିଧାନ
ଉଇକିଅଭିଧାନ ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ସୂଚୀ
ସୂଚୀ ଆଲୋଚନା
ଆଧାର
ଆଧାର ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ଧନୁ ହୁଳ
0
44584
228989
209023
2026-06-11T18:00:22Z
Adicraze
3075
/* ଦେଶଜ - ବିଶେଷ୍ୟ - */
228989
wikitext
text/x-wiki
'''ଧନୁ ହୁଳ'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Dhanu huḻa| dʰˈʌnu hˈul̩ˌʌ}}
* {{ଅଡ଼ିଓ|LL-Q33810 (ori)-Psubhashish-ଧନୁ ହୁଳ.wav|ଧ୍ୱନି (ମାନକ ଓଡ଼ିଆ)|lang=or}}
=== ଦେଶଜ - ବିଶେଷ୍ୟ - ===
ଧନୁଷ୍କୋଟି; ଧନୁର ଅଗ୍ରଭାଗ — A horn or end of a bow.
(ଯଥା- ଧନୁହୁଳେ ଟେକିଣ ତାହାକୁ ଆଣିଲେ କୃଷ୍ଣସିଂହ. ମହାଭାରତ)
(ଯଥା- ନିର୍ଦ୍ଦୋଷ ବ୍ରାହ୍ମଣର ଗଳେ, ସର୍ପ ଆରୋପି ଧନୁହୁଳେ. ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ)
------------------
[[ଶ୍ରେଣୀ:ବଟ ତିଆରି ୩]]
[[ଶ୍ରେଣୀ:ଦେଶଜ ବିଶେଷ୍ୟ]]
23m4h21846k88hbugrp39qmfqllouct
ନମସ୍କରିବା
0
47080
228990
193451
2026-06-11T18:52:07Z
Adicraze
3075
/* ଦେଶଜ - କ୍ରିୟା (ପଦ୍ୟ) - (ସଂସ୍କୃତ - ନମସ୍କାର) */
228990
wikitext
text/x-wiki
'''ନମସ୍କରିବା'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Namaskaribā| nʌmˈʌʃkʌɾˌiba}}
=== ଅନୁବାଦ ===
{{trans-top|ନମସ୍କରିବା}}
* ବଙ୍ଗାଳୀ: [[নমশ্কার করা]]
* ହିନ୍ଦୀ: [[नमस्कार करना]]
{{trans-bottom}}
=== ଦେଶଜ - କ୍ରିୟା (ପଦ୍ୟ) - (ସଂସ୍କୃତ - ନମସ୍କାର) ===
ନମସ୍କାର କରିବା, [[ଓଳିକି]] — To salute;to bow down
ବିମାନ ପ୍ରଦକ୍ଷିଣ କରି, ବିଷ୍ଣୁଦୁତଙ୍କୁ ନମସ୍କରି - ଜଗନ୍ନାଥ ଦାସ, ଭାଗବତ
------------------
[[ଶ୍ରେଣୀ:ବଟ ତିଆରି ୩]]
6bh7wrv5vub15v1qs72sgx1xaap1ie6
ଭେଜିବା
0
79269
228991
201028
2026-06-11T19:17:22Z
Adicraze
3075
/* ଦେଶଜ - କ୍ରିୟାପଦ - (କଚିରିଆ) */
228991
wikitext
text/x-wiki
'''ଭେଜିବା'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Bhejibā| bʰˈewɟibˌa}}
* {{ଅଡ଼ିଓ|LL-Q33810 (ori)-Psubhashish-ଭେଜିବା.wav|ଧ୍ୱନି (ମାନକ ଓଡ଼ିଆ)|lang=or}}
=== ଅନୁବାଦ ===
{{trans-top|ଭେଜିବା}}
* ବଙ୍ଗାଳୀ: [[পাঠান]]
* ହିନ୍ଦୀ: [[भेजना]]
{{trans-bottom}}
=== ଦେଶଜ - କ୍ରିୟାପଦ - (କଚିରିଆ) ===
ପଠାଇବା, ବରଗେଇବା —To send; despatch.
(ଉ—ସରକାରକୁ ଭେଜିବା ସକାଶେ ଲାସ୍ ଦେହରୁ ଅଳଙ୍କାର ସବୁ ବାହାର କରାଯାଇ ଜମାଦାର ଥଳୀରେ ରଖିଲେ ଫକୀରମୋହନ ଛ ମାଣ ଆଠଗୁଣ୍ଠ)
['''ଦ୍ରଷ୍ଟବ୍ୟ''' —ଉତ୍କଳର କଚେରୀମାନଙ୍କରେ ଫାରସୀ ନବଜମାନେ ପ୍ରଚଳିତ ହେଉଥିବା, ଭେଜିବା, ଭେଜିତ ଶବ୍ଦମାନଙ୍କର ପ୍ରୟୋଗ ରୋବକାରୀ, ରିପୋଟ୍ ଓ ସନନ୍ଦମାନଙ୍କରେ ବ୍ୟବହୃତ ହୋଇଥିବାର ଦେଖାଯାଏ]
------------------
[[ଶ୍ରେଣୀ:ବଟ ତିଆରି ୩]]
[[ଶ୍ରେଣୀ:କଚିରିଆ ଶବ୍ଦ]]
[[ଶ୍ରେଣୀ:ବୈଦେଶିକ ଶବ୍ଦ - ପାରସୀ]]
7eqfks4qx7g04yc3dqwel90m6epth38
ଆରେଇବା
0
113108
228986
228892
2026-06-11T13:47:32Z
Adicraze
3075
/* */
228986
wikitext
text/x-wiki
'''ଆରେଇବା'''
=== ଦେଶଜ - କ୍ରି. (ସଂସ୍କୃତ - "ଆଡ଼" ଧାତୁ) ===
:୧. ଗୋଟେ କଡ଼କୁ/ଆଡ଼କୁ ଠୁଳ ପାଇବା —୩. To be increased on one side, favoring one side
:୨. ମଜ୍ଜିଯିବା; ଲଗ୍ନ ହୋଇ ଯବା — ୨. To be engrossed, to like a thing
(ଯଥା - ମୁଲିଆକୁ ସହରର ଭଦ୍ରଲୋକଙ୍କ ଚାଲିଚଳଣି ଭାରି ଆରେଇଲା)
:୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ବୈଷୟିକ ଅବସ୍ଥା ବିଭବ— ଶାଳୀ ହେବା —୩. (figurative) To become affluent in circumstances.
(ଯଥା—ପୁଅ ବଡ଼ ଚାକିରି କରିବାକୁ ତାଙ୍କ ଘରଟି ବର୍ତ୍ତମାନ ଖୁବ୍ ଆରଇଲାଣି)
['''ଦ୍ରଷ୍ଟବ୍ୟ''' —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ଅସମାପିକା ରୂପ ସଙ୍ଗେ ଆସିବା କ୍ରିୟାର ସମାପିକା ରୂପ ଯୋଗ ହେଲେ ଏଥିର ଅର୍ଥ—ଆରେଇବାକୁ ଆରମ୍ଭ କରିବା]
------------------
[[ଶ୍ରେଣୀ:ବଟ ତିଆରି ୩]]
emcnlzyxijm7ip6901axdj7lrqboely
228987
228986
2026-06-11T13:56:12Z
Adicraze
3075
/* ଓଡ଼ିଆ */
228987
wikitext
text/x-wiki
'''ଆରେଇବା'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Ārēibā| Āreibˌa}}
=== ଅନୁବାଦ ===
{{trans-top|ଆରେଇବା}}
* ବଙ୍ଗାଳୀ: [[জমা]]
* ହିନ୍ଦୀ: [[जमना]]
* ବଙ୍ଗାଳୀ: [[ভালো লাগা]], [[জমা]]
* ହିନ୍ଦୀ: [[बढ़िया लगना]], [[जमना]]
{{trans-bottom}}
=== ଦେଶଜ - କ୍ରି. (ସଂସ୍କୃତ - "ଆଡ଼" ଧାତୁ) ===
:୧. ଗୋଟେ କଡ଼କୁ/ଆଡ଼କୁ ଠୁଳ ପାଇବା —୩. To be increased on one side, favoring one side.
:୨. ମଜ୍ଜିଯିବା; ଲଗ୍ନ ହୋଇ ଯବା — ୨. To be engrossed, to like a thing.
(ଯଥା - ମୁଲିଆକୁ ସହରର ଭଦ୍ରଲୋକଙ୍କ ଚାଲିଚଳଣି ଭାରି ଆରେଇଲା)
:୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ବୈଷୟିକ ଅବସ୍ଥା ବିଭବ— ଶାଳୀ ହେବା —୩. (figurative) To become affluent in circumstances.
(ଯଥା—ପୁଅ ବଡ଼ ଚାକିରି କରିବାକୁ ତାଙ୍କ ଘରଟି ବର୍ତ୍ତମାନ ଖୁବ୍ ଆରଇଲାଣି)
['''ଦ୍ରଷ୍ଟବ୍ୟ''' —ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ଅସମାପିକା ରୂପ ସଙ୍ଗେ ଆସିବା କ୍ରିୟାର ସମାପିକା ରୂପ ଯୋଗ ହେଲେ ଏଥିର ଅର୍ଥ—ଆରେଇବାକୁ ଆରମ୍ଭ କରିବା]
------------------
[[ଶ୍ରେଣୀ:ବଟ ତିଆରି ୩]]
se3ujvkgrmxw3vjel7af9y3rsy5bihb
ଅନାଇବା
0
113120
228988
228984
2026-06-11T13:57:04Z
Adicraze
3075
/* */
228988
wikitext
text/x-wiki
'''ଅନାଇବା'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Aneibā|Aneibˌa}}
=== ଅନୁବାଦ ===
{{trans-top|ଅନେଇବା}}
* ବଙ୍ଗାଳୀ: [[দেখান]], [[তাকান]]
* ହିନ୍ଦୀ: [[देखना]], [[]]
{{trans-bottom}}
=== ଦେଶଜ - କ୍ରିୟାପଦ - (ସଂସ୍କୃତ - ଅନୟ ଧାତୁ) ===
୧. ଦେଖିବା —୧. To see.
୨. ଚାହିଁବା; ଦେଖି ରହିବା —୨.To look intently, to keep one's eye.
୩. ଗୋଟେ ଆଡ଼କୁ ନିରେଖି ଚାହିଁବା —୩.to look into a required direction.
୪. କାହାର ବାଟ ଚାହିଁ ବସିବା; ଅପେକ୍ଷାରତ ରହିବା —୪. To expect someone, to wait for someone's arrival.
[ଉ—]
------------------
[[ଶ୍ରେଣୀ:ବଟ ତିଆରି ୩]]
j6xnl8t47h4pa3etpbey39m7kxgmx8y
ସନ୍ତରିବା
0
113121
228992
2026-06-11T19:24:33Z
Adicraze
3075
"'''ସନ୍ତରିବା''' == [[ଓଡ଼ିଆ]] == === ଉଚ୍ଚାରଣ === {{ଉଚ୍ଚାରଣ|Saṁtaribā| ʃˈʌŋtʌɾˌiba}} === ଦେଶଜ - କ୍ରିୟାପଦ - (ପଦ୍ୟ) === ୧. ପାଣି ଶୁଖିବା — ୧. To shrivel, to become flaccid ------------------ [[ଶ୍ରେଣୀ:ବଟ ତିଆରି ୩]]" ନାଆଁରେ ପୃଷ୍ଠାଟିଏ ତିଆରିକଲେ
228992
wikitext
text/x-wiki
'''ସନ୍ତରିବା'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Saṁtaribā| ʃˈʌŋtʌɾˌiba}}
=== ଦେଶଜ - କ୍ରିୟାପଦ - (ପଦ୍ୟ) ===
୧. ପାଣି ଶୁଖିବା — ୧. To shrivel, to become flaccid
------------------
[[ଶ୍ରେଣୀ:ବଟ ତିଆରି ୩]]
fltyjl4dwardjgf8k4ulht1w0hg7r61