ଉଇକିଅଭିଧାନ
orwiktionary
https://or.wiktionary.org/wiki/%E0%AC%AA%E0%AD%8D%E0%AC%B0%E0%AC%A7%E0%AC%BE%E0%AC%A8_%E0%AC%AA%E0%AD%83%E0%AC%B7%E0%AD%8D%E0%AC%A0%E0%AC%BE
MediaWiki 1.47.0-wmf.6
case-sensitive
ମାଧ୍ୟମ
ବିଶେଷ
ଆଲୋଚନା
ବ୍ୟବହାରକାରୀ
ବ୍ୟବହାରକାରୀଙ୍କ ଆଲୋଚନା
ଉଇକିଅଭିଧାନ
ଉଇକିଅଭିଧାନ ଆଲୋଚନା
ଫାଇଲ
ଫାଇଲ ଆଲୋଚନା
ମିଡ଼ିଆଉଇକି
ମିଡ଼ିଆଉଇକି ଆଲୋଚନା
ଛାଞ୍ଚ
ଛାଞ୍ଚ ଆଲୋଚନା
ସହଯୋଗ
ସହଯୋଗ ଆଲୋଚନା
ଶ୍ରେଣୀ
ଶ୍ରେଣୀ ଆଲୋଚନା
ସୂଚୀ
ସୂଚୀ ଆଲୋଚନା
ଆଧାର
ଆଧାର ଆଲୋଚନା
TimedText
TimedText talk
ମଡ୍ୟୁଲ
ମଡ୍ୟୁଲ ଆଲୋଚନା
Event
Event talk
ଦୀନକୃଷ୍ଣ ଦାସ
0
41633
228993
198708
2026-06-13T06:32:52Z
~2026-34709-91
3393
/* ଦେଶଜ - ବି (ନାମ) */
228993
wikitext
text/x-wiki
'''ଦୀନକୃଷ୍ଣ ଦାସ'''
== [[ଓଡ଼ିଆ]] ==
=== ଉଚ୍ଚାରଣ ===
{{ଉଚ୍ଚାରଣ|Dīnakṛushṇa dāsa| dˌinʌkɾˈuʃnɔ dˈaʃɔ}}
* {{ଅଡ଼ିଓ|LL-Q33810 (ori)-Psubhashish-ଦୀନକୃଷ୍ଣ ଦାସ.wav|ଧ୍ୱନି (ମାନକ ଓଡ଼ିଆ)|lang=or}}
=== ଦେଶଜ - ବି (ନାମ) ===
:୧. ଓଡ଼ିଶାର ଜନୈକ ପ୍ରାଚୀନ କବି —୧. A classical poet of Orissa.
['''ଦ୍ରଷ୍ଟବ୍ୟ''' — ଏ କବି ପୁରୀ ସହରବାସୀ ଜଣେ କରଣ ବୈଷ୍ଣବ; ରସକଲ୍ଲୋଳ, ଜଗନ୍ନାଥ ଭାଗବତ, ବାରମାସୀ କୋଇଲି ପ୍ରଭୃତି ୧୪ ଖଣ୍ଡ ପୁସ୍ତକ ଏ ରଚନା କରିଥିଲେ ସେ ସପ୍ତଦଶ ଶତାଦ୍ଦୀର ଜଣେ ପ୍ରତିଭାଶାଳୀ କବି ଥିଲେ ତାରିଣୀ—ଉତ୍କଳସାହିତ୍ୟ ଇତିହାସ]
:୨. ଉତ୍କଳର ଆଉ ଜଣେ ପ୍ରାଚୀନ ବିଷ୍ଣୁଭକ୍ତ କବି — ୨. Name of another poet of Orissa.
['''ଦ୍ରଷ୍ଟବ୍ୟ''' — ଏହାଙ୍କ ପିତାଙ୍କ ନାମ ମଧୂସୁଦନ।ସିଏ ଜାତିରେ କରଣ । ଏହାଙ୍କ ନିବାସ ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ନଦୀକୂଳସ୍ଥ ଜଳେଶ୍ୱର। ଏହାଙ୍କ ଜୀବନ ଦିନାକେତେ ପୁରୀରେ, ତତ୍ପରେ ବ୍ରାହ୍ମଣୀକୂଳସ୍ଥ ମଧୁପୁର କିଲାର ଏକଘରିଆ ଗ୍ରାମରେ ଅତିବାହିତ ହୋଇଥିଲା। ଶେଷ ଜୀବନରେ ପୁଣି ସେ ପୁରୀରେ ରହିଥିଲେ। ଏହାଙ୍କର ଏନ୍ୟ ନାମ କୃଷ୍ଣ ଦାସ ଥିବା ଅନୁମତି ହୁଏ। ଏହାଙ୍କ ରଚିତ ଗ୍ରନ୍ଥମାନଙ୍କ ନାମ ଯଥା— ରସବିନୋଦ, ଗୁଣସାଗର, ଧର୍ମସାଗର,ଅମୃତସାଗର,ତତ୍ତ୍ୱସାଗର, ଭକ୍ତିସାଗର, ମୁକ୍ତିସାଗର, ଜ୍ଞାନସାଗର,ମହିମାସାଗର, ଭାବସମୁଦ୍ର, ନାବକେଳି, ଭୁତକେଳି, ନାମରତ୍ନଗୀତା,ଶରୀରଭେଦ ଭଜନ, ସ୍ତ୍ରୀପୁରୁଷଲକ୍ଷଣ, ବୈଦ୍ୟ—ଶାସ୍ତ୍ର, ନାରକାସୁରବଧ,ଜାମ୍ୱବତୀ ବିଭା,ଗୀତାଗୋବିନ୍ଦ ଅର୍ଥ, କଂସ ବୋଧନ, ଜଗମୋହନ ଛାନ୍ଦ, ଆର୍ତ୍ତତ୍ରାଣ ଚଉତିଶା, କମଳକାନ୍ତ ଚଉତିଶା]
------------------
[[ଶ୍ରେଣୀ:ବଟ ତିଆରି ୩]]
[[ଶ୍ରେଣୀ:ଓଡ଼ିଆ ବିଶେଷ୍ୟ]]
6jlvrau71akzqjvv332wjw5b68mq7ao